Browsing Category
Breaking News
ଫ୍ୟାକ୍ଟ ଚେକ୍: ଏସବିଆଇ ବଦଳାଇଲା ଏଟିଏମ୍ ସମ୍ବନ୍ଧୀୟ ନିୟମ ? ୪ ଥରରୁ ଅଧିକ ଟଙ୍କା ଉଠାଇବା ପାଇଁ ଆଦାୟ କରିବ ଏତିକି ଟଙ୍କା!
ନୂଆଦିଲ୍ଲୀ: ଆଜିକାଲି ପ୍ରାୟତଃ ସମସ୍ତ ଲୋକେ ଏଟିଏମ୍ ବ୍ୟବହାର କରନ୍ତି। ଏଟିଏମ୍ ସାହାଯ୍ୟରେ ଆପଣ ଯେକୌଣସି ସହରରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଆଜିକାଲି ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ…
Diabetes ଯୋଗୁଁ ଏହି ଅଙ୍ଗରେ ପଡିଥାଏ ଅଧିକ ପ୍ରଭାବ: ରକ୍ଷା କରିବାକୁ କରନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ଡାଇବେଟିସ୍ ଏପରି ଏକ ରୋଗ, ଯେଉଁଥିରେ କେବଳ ଭାରତ ନୁହେଁ ବରଂ ବିଶ୍ୱସାରା ଲୋକ ପ୍ରଭାବିତ ହେଉଛନ୍ତି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଡାଇବେଟିସରୁ ମୁକ୍ତି ପାଇବାକୁ ସଫଳ ଚିକିତ୍ସା ଖୋଜିପାରିନାହାନ୍ତି ।…
ଟଳିଲା ବିପଦ:ହୀରାକୁଦର ବନ୍ଦ ହେଲା ଆଉ ୪ଟି ଗେଟ୍
ସମ୍ବଲପୁର: ରାଜ୍ୟରୁ ଟଳିଲା ବିପଦର ଆଶଙ୍କା । ହୀରାକୁଦର ବନ୍ଦ ହେଲା ଆଉ ୪ଟି ଗେଟ୍ । ଖୋଲାଯାଇଥିବା ମୋଟ ୨୦ଟି ଗେଟ ମଧ୍ୟରୁ ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ଜଳ ନିଷ୍କାଷିତ…
UPPCL ବିଜ୍ଞପ୍ତି ପ୍ରକାଶ:ମାସକୁ ଦରମା ୮୫ହାଜର , ଶୀଘ୍ର କରନ୍ତୁ ଆବେଦନ …
ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶ ପାୱାର୍ କର୍ପୋରେସନ୍ ଲିମିଟେଡ୍, UPPCL ଅଗଷ୍ଟ ୧୯, ୨୦୨୨ ରୁଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। UPPCL ରେ କାର୍ଯ୍ୟନିର୍ବାହୀ ସହାୟକ ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ…
(Video) ୧୧ କେଭି ତାର ସଂସ୍ପର୍ଶରେ ଆସିବାରୁ ବଡ଼ ଦୁର୍ଘଟଣା: ହାଇୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର
କୋଇଡ଼ା(ଓଡ଼ିଶା ଭାସ୍କର): ହାଇୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ଏହି ଦୁର୍ଘଟଣାଟି ଘଟିଯାଇଛି । କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍ ତାର…
ବଡ ଘୋଷଣା : ବନ୍ୟା ପାଇଁ ବନ୍ଦ ରହିବ ସ୍କୁଲ
ଶିମଲା: ଲଗାତାର ବର୍ଷା ହେତୁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ସ୍କୁଲଗୁଡ଼ିକ ଶନିବାର (ଅଗଷ୍ଟ ୨୦) ବନ୍ଦ ରହିବ ବୋଲି ଡେପୁଟି କମିଶନର ଅରିନ୍ଦମ ଚୌଧୁରୀ କହିଛନ୍ତି। ଗତ ଦୁଇ ଦିନରୁ ଅଧିକ ସମୟ ଧରି ମଣ୍ଡିରେ ଲଗାତାର…
କୃଷ୍ଣଙ୍କ ଅଦ୍ଭୁତ ଲୀଳା! ମହିଳାଙ୍କ ହାତରୁ କ୍ଷୀର ପିଇଲେ ଆଣ୍ଠୁଆ ଗୋପାଳ, ଦେଖନ୍ତୁ Video
ଯାଜପୁର: ଗତ ୨ ଦିନ ଧରି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିଥିଲେ ଦେଶବାସୀ । କେଉଁଠାରେ ୧୮ ତ' ଆଉ କେଉଁଠାରେ ୧୯ ତାରିଖରେ ଉପବାସ ରଖିଥିଲେ ଲୋକେ । ଏହାରି ମଧ୍ୟରେ ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ…
ଏନସିସି କ୍ୟାଡେଟମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ସେନାର ସ୍ୱତନ୍ତ୍ର ପ୍ରବେଶ ଯୋଜନାରେ ଆବେଦନ ଆରମ୍ଭ
ନୂଆଦିଲ୍ଲୀ: ଭାରତୀୟ ସେନାରେ ନିଯୁକ୍ତି ପାଇଁ ଏନସିସି କ୍ୟାଡେଟ୍ ମାନଙ୍କ ପାଇଁ ଖୁସି ଖବର। ଭାରତୀୟ ସେନା ଏହାର ୨୦୨୩ ବ୍ୟାଚ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫,…
(Video) ସମ୍ବିଧାନର ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ କଲେ ବିଧାୟକ: ଖବରକାଗଜ ଉପରେ ଛିଡ଼ାହୋଇ…
ଭୁବନେଶ୍ୱର: ନିକଟରେ ସାରା ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳିଥିଲା । ସେଦିନ ଅନେକ ବରିଷ୍ଠ ନେତା ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ସାହାସୀ ଦେଶପ୍ରେମୀଙ୍କ ଗାଥା ଶୁଣାଇଥିଲେ । କିନ୍ତୁ ଏହାରି ମଧ୍ୟରେ ସୋସିଆଲ…
ଧୂମ୍ରପାନ ଏବଂ ମଦ୍ୟପାନ କରୁଥିଲେ ସାବଧାନ୍ ! କ୍ୟାନ୍ସର ଉପରେ ଆସିଲା ଭୟଙ୍କର ଷ୍ଟଡୀ
ନୂଆଦିଲ୍ଲୀ: ଅନେକ ଲୋକ କେବଳ ନିଜର ସଉକ୍ ପାଇଁ ଧୂମ୍ରପାନ କରନ୍ତି ଏବଂ ମଦ ପିଇଥାନ୍ତି । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି । ଧୂମ୍ରପାନ ଏବଂ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ…