fbpx
Browsing Category

Breaking News

Generation Google Scholarship Program 2021: ମାସକୁ ୭୫ ହଜାର ରୋଜଗାର କରିବାର ସୁଯୋଗ ଦେଉଛି Google, ମୋବାଇଲରେ କରନ୍ତୁ ଆବେଦନ

ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ମହିଳା ଓ ପୁରୁଷଙ୍କର ସମାନତାକୁ ନେଇ ଅନେକ ପ୍ରୟାସ ଜାରି ରହିଛି । ଗୁଗଲ ପରି ଅନେକ ସଂସ୍ଥା ତରଫରୁ ଏଥିପାଇଁ ମହିଳାଙ୍କୁ ସ୍କଲାରସିପ୍ ମାଧ୍ୟମରେ ରୋଜଗାର ସୁଯୋଗ ଦିଆଯାଉଛି । …

ମଧ୍ୟାହ୍ନ ଭୋଜନର ଚାଉଳ ବିକ୍ରି; ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ

କାଲିମେଲା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ବଡ଼ଠାରୁ ଆରମ୍ଭ କରି ଛୋଟ ଅଧିକାରୀମାନେ ଲୁଟିବାରେ ଲାଗିଛନ୍ତି । ଏପରି ଏକ ଦୁର୍ନୀତି କାଲିମେଲା ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି ।…

ଚାଷୀଙ୍କ ପାଇଁ ଖୁସିଖବର! ଏଥର ୨ ହଜାର ବଦଳରେ ଆକାଉଣ୍ଟକୁ ଆସିବ ୪୦୦୦ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଆମାଗୀ କିସ୍ତି ଆସିଯିବ । ଡିସେମ୍ବର ୧୫ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିବ । କିନ୍ତୁ ଯେଉଁ ଚାଷୀମାନେ…

ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା, ଜାଣନ୍ତୁ ୨୦ ବର୍ଷ ଭିତରେ କେତେ ବଢ଼ିଲା ସମ୍ପତ୍ତି?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତି ଏବେ କମୁଥିବା ଦେଖିବାକୁ ମିଳୁଛି । ଚାଇନା ଏବେ ବାଇଡେନ୍ ସରକାରଙ୍କ ଦେଶକୁ ପଛରେ ପକାଇଛି । ଚୀନ ଦୁନିଆର ସବୁଠାରୁ ଧନୀ ଦେଶ ହୋଇଯାଇଛି । ଗତ ୨୦ ବର୍ଷ…

ରାଜ୍ୟରୁ ଚିହ୍ନଟ ହେଲେ ୨୦୬ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ଚାଉଳ ସହିତ ମାଗଣାରେ ମିଳିବ ଏହି ସବୁ! ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ, ଯାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ରାସନ କାର୍ଡ ଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ରହିଛି ।…

ଭାରତର ପ୍ରଥମ ସମଲିଙ୍ଗୀ ଜଜ୍ ହେବେ ସୌରଭ କୃପାଲ, ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ବରିଷ୍ଠ ଓକିଲ ସୌରଭ୍ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ କରିବାକୁ ସୁପାରିଶ କରିଛନ୍ତି । ଯଦି କଲେଜିୟମର ଏହି ସୁପାରିଶ ଅନୁମୋଦନ ହୁଏ, ତେବେ ସୌରଭ୍ କୃପାଲ ଭାରତର…

ଶବସତ୍କାର କରି ଫେରିବା ବାଟରେ କାର୍-ଟ୍ରକ୍ ମୁହାମୁହିଁ, ୬ ମୃତ

ନୂଆଦିଲ୍ଲୀ: ଶବ ସତ୍କାର କରି ଫେରିବା ପରେ ନିଜେ ଶବ ହୋଇଗଲେ । ବିହାରର ଜମୁଇରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ କାର୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।…

ଏଣିକି ଘରୋଇ ହସ୍ପିଟାଲରେ ଆଉ ହେବ ନାହିଁ କୋଭିଡ୍ ଟେଷ୍ଟ, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଘରୋଇ ଲ୍ୟାବ୍ ସହ କରିଥିବା ଟେଷ୍ଟିଂ ଚୁକ୍ତିକୁ ନବୀକରଣ କରିନାହାନ୍ତି । ରାଜ୍ୟର ସମସ୍ତ…

ଏହି ଦେଶରେ ଗୋଟିଏ ଦିନରେ ରୋଜଗାର କରିପାରିବେ ୫୫ ହଜାର ଟଙ୍କା….

ନୂଆଦିଲ୍ଳୀ: ପ୍ରତ୍ୟେକ ଦେଶକୁ ଜିଡିପି ଅନୁଯାୟୀ ଏକ ଘଣ୍ଟା ଦରମା ଦିଆଯାଏ । ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଜାଣନ୍ତୁ ବିଶ୍ୱର କେଉଁ ଦେଶରେ ଆପଣ ପ୍ରତିଘଣ୍ଟା ପିଛା ଅଧିକ ଟଙ୍କା ରୋଜଗାର…