fbpx
Browsing Category

Breaking News

ସବୁଥର ସ୍ୱାମୀ ଭୁଲ ହୋଇନଥାଏ, ପୁରୁଷଙ୍କ ପକ୍ଷ ଶୁଣିବା ମଧ୍ୟ ଜରୁରୀ: କୋର୍ଟ

ନୂଆଦିଲ୍ଲୀ: ପାରିବାରିକ ବିବାଦ ମାମଲାରେ ଅଧିବେଶନ କୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଅଯୌକ୍ତିକ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ଥର ସ୍ୱାମୀ-ସ୍ତ୍ରୀ ବିବାଦରେ ସ୍ୱାମୀ ଭୁଲ ହୋଇନଥାନ୍ତି । କୋର୍ଟ…

ଏଣିକି ରିସର୍ଚ୍ଚ ପାଇଁ ଅଧ୍ୟାପକଙ୍କୁ ମିଳିବ ୭ ଲକ୍ଷ ଟଙ୍କା, ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରିସର୍ଚ୍ଚ ପ୍ରତି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ଏଥିପାଇଁ ଯୁବ ଅଧ୍ୟାପକ ଓ ପିଏଚଡି ପଢ଼ୁଥିବା ଗବେଷକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର…

ନବ ବଧୂକୁ ନିର୍ଯାତନା ଅଭିଯୋଗ: ବିବାହ ୭ ଦିନ ପରେ ଜ୍ୱାଇଁ ଦାବି କଲା କାର୍, ୭ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରେ ଜନୈକା ନବ ବଧୂକୁ ଅଧିକ ଯୌତୁକ ଦାବି ନେଇ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବାର ଥାନାରେ ଅଭିଯୋଗ ହୋଇଛି ।…

ରାଜକୁମାର ରାଓ-ପତ୍ରଲେଖାଙ୍କ ମ୍ୟାରେଜ୍ ଆଜି, ଭାଇରାଲ୍ ହେଉଛି ନିମନ୍ତ୍ରଣ କାର୍ଡ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା ଆଜି ବିବାହ କରିବାକୁ ଯାଉଛନ୍ତି । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କୁହାଯାଉଛି । ସେମାନଙ୍କର ବିବାହକୁ ନେଇ ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ…

ଆଜି ୱର୍ଲ୍ଡ କ୍ଲାସ୍ ରେଳ ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଏହା ଆଗରେ ଏୟାରପୋର୍ଟ ବି ପଡ଼ିବ ଫିକା

ଭୋପାଳ: ଆଜି ରାଣୀ କମଳାପତି ରେଳ ଷ୍ଟେସନ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନଭେମ୍ବର ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନିଜର ମଧ୍ୟପ୍ରଦେଶ ଗସ୍ତ ସମୟରେ ଏହି ୱର୍ଲ୍ଡ କ୍ଲାସ୍ ରେଳ ଷ୍ଟେସନ୍ କୁ ଉଦଘାଟନ…

ପୁଣି ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ: ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଓହ୍ଲାଇବ ରୋହିତ ବାହିନୀ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଭାରତ-ପାକ୍ ମ୍ୟାଚକୁ ସର୍ବଦା ଦର୍ଶକମାନେ ଉତ୍ସୁକତାର ସହ ଚାହିଁ ବସିଥାନ୍ତି । ତେବେ ବିରାଟ…

ଭୟରେ ଥରିବେ ଚୀନ୍‌, ପାକିସ୍ତାନ: ଭାରତକୁ ଏସ୍‌-୪୦୦ ମିସାଇଲ୍‌ ଯୋଗାଣ ଆରମ୍ଭ କଲା ଋଷ

ନୂଆଦିଲ୍ଲୀ: ଭାରତର ଆକାଶ ସୀମା ପାଲଟିବ ଅଭେଦ୍ୟ ଦୁର୍ଗ । ଭୟରେ ଥରିବେ ଭାରତର ଶତ୍ରୁରାଷ୍ଟ୍ର ଚୀନ୍‌ ଓ ପାକିସ୍ତାନ । ବଢ଼ିବ ଭାରତର ଶକ୍ତି । ଭାରତୀୟ ସେନାକୁ ମିଳିବ ଋଷର ଘାତକ ମିସାଇଲ୍‌ ସିଷ୍ଟମ ଏସ୍‌- ୪୦୦ । ଋଷ୍‌…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ହେବ ବାଧ୍ୟତାମୂଳକ, ନଚେତ୍ ଦେବାକୁ ପଡ଼ିବ ମୋଟା ଅଙ୍କର ଫାଇନ

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଏବଂ ଚାରି ଚକିଆ ଘରୋଇ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ହେବ । ଖାସ୍ କଥା ହେଉଛି ଯେ, ଯେଉଁସବୁ ଯାନବାହାନର ନମ୍ବର ପ୍ଲେଟ୍ ର ଶେଷ ଅଙ୍କ ୦ କିମ୍ବା ୧ ହୋଇଥିବ ତେବେ…

୨ ବର୍ଷ ପରେ ସ୍କୁଲକୁ ଫେରିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା, ଆଜିଠୁ ଆରମ୍ଭ ହେବ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ କ୍ଲାସରୁମ୍ ପାଠପଢ଼ା। କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ କରିବେ। ଏଥିପାଇଁ…

ଚାଷ ଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ, ଫସଲ ଅମଳ ପୂର୍ବରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଅଦିନିଆ ବର୍ଷା

ଭଞ୍ଜନଗର (ଭାସ୍କର ନ୍ୟୁଜ): ଲଘୁଚାପ ଜନିତ ୨ ଦିନିଆ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଭଞ୍ଜନଗର ତଥା ଏହାର ଆଖାପାଖ ଅଞ୍ଚଳ । ଚାଷଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ । ସୁନାର ଫସଲ ଅମଳ ପୂର୍ବରୁ ଚାଷୀଙ୍କ ମେରୁଦଣ୍ଡ…