fbpx
Browsing Category

Breaking News

ମୃତ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ ବା ATMରୁ ଟଙ୍କା ଉଠାଉଛନ୍ତି କି? ତେବେ ଜାଣନ୍ତୁ କ’ଣ ହେବ ପରିଣାମ

ନୂଆଦିଲ୍ଲୀ: ପରିବାରରେ ଯଦି କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଥାଏ, ତେବେ ଦୁଃଖୀ ହେବା ସହିତ କିଛି ଜରୁରୀ କାମ କରିବାକୁ ବି ଭୁଲନ୍ତୁ ନାହିଁ । ବ୍ୟାଙ୍କ ସହ ଜଡ଼ିତ କିଛି କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ଗରୁରତ୍ୱପୂର୍ଣ୍ଣ…

ଡାଇବେଟିସରେ ଏହି ୮ଟି ସ୍ୱାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଶରୀର ଉପରେ ପଡ଼ିବ ବିପରୀତ ପ୍ରଭାବ

ଓଡ଼ିଶା ଭାସ୍କର ବ୍ୟୁରୋ: ଡାଇବେଟିସ୍ ହେଉଛି ଏକ ଏପରି ରୋଗ ଯାହାଦ୍ୱାରା ଶରୀରରେ ଇନସୁଲିନ୍ ତିଆରି ହୋଇପାରେ ନାହିଁ । ଉଚ୍ଚ ରକ୍ତଚାପର ଏହି ସମସ୍ୟା ଶରୀରରେ ବିଭିନ୍ନ ପ୍ରକାର ରୋଗକୁ ଡାକି ଆଣିଥାଏ । ଏକ୍ସପର୍ଟ ମାନଙ୍କ…

ବରଗଡ଼ବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଯୋଗୁଁ ବରଗଡ଼ର ପ୍ରାୟ ୪ ଲକ୍ଷ ହିତାଧିକାରୀ ସିଧାସଳଖ ଉପକୃତ ହେବେ । ବିଭିନ୍ନ ପ୍ରକଳ୍ପର…

ବିବାହ ସିଜନରେ ସୁନା ଦାମରେ ନିଆଁ! ୯ ମାସ ଭିତରେ ସବୁଠାରୁ ମହଙ୍ଗା ହେଲା ଗୋଲ୍ଡ, ରୁପା ମଧ୍ୟ ୬୭ ହଜାର ପାର୍

ନୂଆଦିଲ୍ଲୀ: ସୁନା-ରୁପା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୧୦ ଗ୍ରାମ ସୁନାର ଦାମ୍ ୪୯ ହଜାର ଟଙ୍କାରେ ପହଞ୍ଚିବା ପରେ ଗୁରୁବାର ଦିନ ୯ ମାସ ମଧ୍ୟରେ ସବୁଠାରୁ ଉଚ୍ଚ ସ୍ତରରେ ଯାଇ ପହଞ୍ଚିଛି । ଏନେଇ ମଲ୍ଟି…

ମୋଦୀ କରିବେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ ଏଥିରେ କଣ ହେବ ଖାସ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ମମିତା ତାତି: ବିଧାୟିତ ସ୍ନେହାଙ୍ଗିନୀ ଛୁରିଆ ଓ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପଦ୍ମପୁର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ…

ଦରଦାମ୍ ଯେତେ ବଢ଼ିଲେ ବି ଦଳ ହାରିବନି: ୟୁପି, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ପୁଣି ଫୁଟିବ ପଦ୍ମ (ଦେଖନ୍ତୁ ବିସ୍ତୃତ ସର୍ଭେ…

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ମୂଲ୍ୟ ବଢ଼ିବାରେ ଲାଗିଥିଲେ ହେଁ ଏହାର ଫରକ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଉପରେ ପଡ଼ିବ ନାହିଁ । ଆଗକୁ ଆସୁଥିବା ୟୁପି, ପଞ୍ଜାବ,…

ସ୍ପେଶାଲ ଟ୍ରେନ୍ ଓ ସ୍ପେଶାଲ ଭଡ଼ାର ଘଟିଲା ଅନ୍ତ, ଜାଣନ୍ତୁ ଯାତ୍ରୀମାନଙ୍କୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ କରୋନା କାଳରେ ସ୍ପେଶାଲ ଭଡ଼ା ସହିତ ଆରମ୍ଭ କରିଥିବ ସ୍ପେଶାଲ ଟ୍ରେନକୁ ସାମାନ୍ୟ ଭାବେ ଚଳାଇବାକୁ ଘୋଷଣା ହୋଇଥିଲା । କୋଭିଡକୁ ଦୃଷ୍ଟିରେ ରଖି ରେଗୁଲାର ଟ୍ରେନ୍ ଓ ଏକ୍ସପ୍ରେସ୍…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୪୭ ପଜିଟିଭ୍, ପ୍ରାଣ ହରାଇଲେ ୨ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

PUBG New State: ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୟୁଜର କଲେ ଡାଉନଲୋଡ୍

ନୂଆଦିଲ୍ଲୀ: PUBG New State ଲଞ୍ଚ ହେବାର ଗୋଟିଏ ଦିନ ବି ହୋଇନାହିଁ । କିନ୍ତୁ ଏହାର ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ପବଜି ନ୍ୟୁ ଷ୍ଟେଟ୍ କୁ ୧୦ ମିଲିୟନ୍ ଜଣ ଡାଉନଲୋଡ୍ କରିସାରିଲେଣି ।…