Browsing Category

Breaking News

ବନ୍ୟା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଏସଆରସି: ଏହିସବୁ ଜିଲ୍ଲାକୁ ଦେଲେ ସତର୍କବାଣୀ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବନ୍ୟା ସ୍ଥିତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ‘ରାତି ୯ଟାରୁ ୧୨ ଭିତରେ ଖଇରମାଳରେ…

ବନ୍ୟା ପାଇଁ ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଜଟିଳ ହେବାର ଲାଗିଛି । ଏହା ପାଇଁ ସଜାର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଆଗାମୀ ୭ ଦିନ ପାଇଁ ସମସ୍ତ ସରକାରୀ କର୍ମଚାର ମାନଙ୍କର…

ଓଡ଼ିଶାର ଏହିସବୁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଓ ବନ୍ୟାପାଣି ଯୋଗୁଁ ବୁଡ଼ି ରହିଛି ଶହ ଶହ ଏକର ଚାଷ ଜମି । ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଏହାରି ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ…

‘ଓଡିଶା ଭାସ୍କର’ ସହିଦଙ୍କ ପରିବାର ସହ ଅଛି ଆଉ ସର୍ବଦା ରହିବ…

ଭୁବନେଶ୍ୱର: ସୁଜଳା, ସୁଫଳା, ଶସ୍ୟ, ଶ୍ୟାମଳାରେ ପରିପୁର୍ଣ୍ଣ ଏହି ଆମର ଏହି ଭାରତବର୍ଷ । ଏହି ମାଟିରେ ଜନ୍ମ ନେଇ ଆମେ ଯେତେ ଭାଗ୍ୟବାନ ଏହାର ବୀରପୁତ୍ରଙ୍କ ବଳିଦାନ ପାଇଁ ଆମେ ସେତିକି ଗର୍ବିତ ମଧ୍ୟ । ଦେଶକୁ ସ୍ୱାଧୀନ…

ବନ୍ୟା ସ୍ଥିତି ଜଟିଳ: ହୀରାକୁଦ ଫୁଲୁଛି ,ଛତିଶଗଡ଼ ପାଇଁ ବିପଦ ବଢୁଛି…

ଭୁବନେଶ୍ୱର : ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି, ଯାହାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଜଳସ୍ତର ବଢ଼ିବା ଯୋଗୁଁ ଫୁଲିବାରେ ଲାଗିଛି ହୀରାକୁଦ ଡ୍ୟାମ୍ । ୬୨ ୬ ଫୁଟ ଟପିଛି…

ଚାଲିଛି କ୍ୟାବିନେଟ ସମ୍ପ୍ରସାରଣ:ପ୍ରସ୍ତୁତ ହେଉଛି ନିତୀଶଙ୍କ ଗଡ଼

ବିହାର: ଚାଲିଛି କ୍ୟାବିନେଟ ସମ୍ପ୍ରସାରଣ। ନୀତୀଶଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ କାର୍ୟ୍ୟକ୍ରମ ଚାଲିଛି । ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ର ୩୦ ରୁ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା: ଜିରୋ କାଜୁଆଲିଟିକୁ ଦେଲେ ଗୁରୁତ୍ୱ, ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି, ଯାହାର ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

(Video) ଘାଟିକୁ ଖସିଲା ଯବାନଙ୍କ ବସ୍ : ୬ ଜଣ ସହିଦ୍

ପାହଲଗାମ: ଜାମ୍ମୁ କାଶ୍ମୀରର ପହଲଗାମରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ଆଇଟିବିପି ଯବାନ ଯାଉଥିବା ଏକ ବସ୍ ପହଲଗାମର ଚନ୍ଦନୱାଡିରେ ଥିବା ଘାଟିରେ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୬ ଆଇଟବିପି ଯାବନ୍ ସହିଦ୍ ହୋଇଥିବା…

(Video) ହସ୍ପିଟାଲ ପରିସରରେ ଜଘନ୍ୟ କାଣ୍ଡ! ମା’ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହତ୍ୟା କଲେ ୨ ଦୁର୍ବୃତ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଭୀମଭୋଇ ହସ୍ପିଟାଲ ପରିସରରେ ଘଟିଛି ହତ୍ୟାକାଣ୍ଡ । ମା’ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହାଣି ହତ୍ୟା କରିଛନ୍ତି ୨ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବା ଉଦ୍ୟମ ବେଳେ ମା'କୁ ମଧ୍ୟ ହାଣି…

ବନ୍ୟାପାଣିରେ ଭାସିଯାଇଥିବା କାରକୁ କିପରି କରାଯାଇଥିଲା ଉଦ୍ଧାର? ସାମ୍ନାକୁ ଆସିଲା Video

ଆଠଗଡ଼: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବନ୍ୟାପାଣି ମାଡ଼ିଆସିବା ଫଳରେ ଅନେକ ରାସସ୍ତାଘାଟ ବନ୍ଦ ହୋଇ ପଡ଼ିଛି । ଏହାରି ମଧ୍ୟରେ…