Browsing Category

Breaking News

ଗଙ୍ଗା ନଦୀରେ ଅଘଟଣ: ଗ୍ୟାସ୍ ସିଲିଣ୍ଡର ଫାଟି ୪ ମୃତ

ପାଟଣା: ବିହାରର ରାଜଧାନୀ ପାଟଣାର ଗଙ୍ଗା ନଦୀରେ ଘଟିଛି ବଡ ଧରଣର ଅଘଟଣ । ଡଙ୍ଗାରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ନିକଟସ୍ଥ…

(Video) ଥାନା ଭିତରେ ପୋଲିସ ବାବୁଙ୍କୁ ନିର୍ଧୁମ୍ ମାଡ଼: କ୍ଷମା ମାଗୁଥିଲେ ବି ମରାଯାଉଥିଲା ଚାପୁଡ଼ା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ, ସେଠାରେ କିଛି ଲୋକ ପୋଲିସ ଷ୍ଟେସନ ଭିତରେ ପୋଲିସକୁ ମାଡ଼ ମାରିଥିଲେ ଏବଂ ଏହି ସମୟରେ ଉପସ୍ଥିତ ଲୋକମାନେ ଏହାର…

ସିବିଆଇ ଅଫିସରେ ପୁଣିହାଜର ହେଲେ ମହିମାଙ୍କ ବଡପୁଅ

ଭୁବନେଶ୍ୱର: ପୁଣି ହାଜର ହେଲେ ମହିମା ମିଶ୍ରଙ୍କ ବଡ ପୁଅ । ସିବିଆଇ ଅଫିସରେ ପୁଣି ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କର ବଡପୁଅ ଚନ୍ଦନ ମିଶ୍ର । ଆଜି ସକାଳେ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଥିଲା…

(Video) ଏପରି କର୍ମଚାରୀଙ୍କୁ ସଲାମ୍: ଟ୍ରେନ୍ ଅଟକାଇ ଫାଟକ ବନ୍ଦ କରିବାକୁ ଓହ୍ଲାଇଲେ ପାଇଲଟ୍, ଯାତ୍ରୀମାନେ ଆଶ୍ଚର୍ଯ୍ୟ

ସିୱାନ: ଯେବେ ଟ୍ରେନ୍ ଯେକୌଣସି ରେଲୱେ ଫାଟକ ଦେଇ ଯାଇଥାଏ, ତାହାର ୧୦ ମିନିଟ୍ ପୂର୍ବରୁ ଫାଟକୁ ବନ୍ଦ କରିବାକୁ ପଡେ । କିନ୍ତୁ ବିହାର କେସିୱାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସିୱାନ-ମଶରକ ରେଳଷ୍ଟେସନ ନିକଟସ୍ଥ…

(Video ) ଅସରାଏ ବର୍ଷାରେ ବୁଡ଼ିଲା ‘ମୋ ବସ୍’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠ ଜଟଣୀ ନିକଟରେ…

ହୋଟେଲରୁ ମିଳିଲା ତାଇୱାନ କ୍ଷେପାଣାନ୍ତ୍ର ବୈଜ୍ଞାନିକଙ୍କ ମୃତଦେହ

ତାଇପେଇ: ହୋଟେଲ ରୁମ ରୁ ମିଳିଲା ମୃତ ଦେହ। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଏବଂ ବିକାଶ ୟୁନିଟର ଉପମୁଖ୍ୟ ଙ୍କ ମୃତ ଦେହ ଶନିବାର ସକାଳେ ଏକ ହୋଟେଲ ରୁମରେ ମିଳିଛି ବୋଲି ସରକାରୀ କେନ୍ଦ୍ରୀୟ ଖବର ଏଜେନ୍ସି…

‘ସ୍ୱାମୀ ପାଇଁ ୩ ପ୍ରେମିକା ଦରକାର, ପ୍ରତି ମାସରେ ୩୨ ହଜାର ଟଙ୍କା ସହ ଖାଇବା ମାଗଣା ଦେବି’

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ରିଲେସନରେ ‘ତୃତୀୟ ବ୍ୟକ୍ତି’ ଆସିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କିନ୍ତୁ ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ଖୁସି ପାଇଁ ଅନ୍ୟ ମହିଳାଙ୍କୁ ନେଇ ଆସିଛନ୍ତି । ସୋସିଆଲ ମିଡିଆରେ…

ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ଭାରତୀୟ ମହିଳା ହକି ଦଳ ପ୍ରତି ଅନ୍ୟାୟ, କ୍ଷମା ମାଗିଲା ଏଫ୍‌ଆଇଏଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଶୁକ୍ରବାର ରାତିରେ କମନୱେଲଥ ଗେମ୍ସର ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ଶୁଟ୍‌ଆଉଟ୍‌ରେ ପରାସ୍ତ ହୋଇଛି। ୬୦ ମିନିଟ ଧରି ଏହି ବିଶ୍ୱ ଚାମ୍ପିୟନ ସହିତ କଡ଼ା ପ୍ରତିଯୋଗିତା ଦେଇ ଭାରତ…

ପ୍ରକାଶ ପାଇବ +୨ କଳା ରେଜଲ୍ଟ: ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରି ସାରିଥିବା ବେଳେ ଏବେ କଳା ଫଳାଫଳକୁ ଚାହିଁବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବାର ତାରିଖ ଘୋଷଣା ହୋଇଛି । ଚଳିତ ମାସ…

କାଲି ଲଘୁଚାପ ! ଭୁବନେଶ୍ୱର ଓ କଟକରେ ହେଉଛି ଲଗାଣ ବର୍ଷା, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାଲିଠୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତାକାଲିଠାରୁ ଲଘୁଚାପ ହେବାର ସମ୍ଭାବନା ରହିଛି । ୬ରୁ ୧୦ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…