Browsing Category
Breaking News
Breaking: ସୁଭଦ୍ରା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି
ଭୁବନେଶ୍ବର: ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏନେଇ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।
ମହିଳାଙ୍କର ବିକାଶ ପାଇଁ ସୁଭଦ୍ରା ଯୋଜନା- ଏଯାଏଁ…
Republic Day: ୟୁଜର୍ସଙ୍କୁ ଖାସ୍ ଅଫର ଦେଲା JIO, 10 ଟଙ୍କା ଶସ୍ତା ପ୍ଲାନରେ ଦୈନିକ 2 ଜିବି ସହିତ 12 OTT ଆକ୍ସେସ
ନୂୂଆଦିଲ୍ଲୀ:
ନିକଟରେ ଏୟାରଟେଲ, ଜିଓ, ଭୋଡାଫୋନ ଆଇଡିଆ ୟୁଜର୍ସଙ୍କ ପାଇଁ ଭଏସ ଓନଲି ପ୍ଲାନ ଲଞ୍ଚ କରିଛନ୍ତି । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ସହିତ ଅଧିକ ଦିନର ଭାଲିଡିଟି ମଧ୍ୟ ମିଳିବ । କିନ୍ତୁ ଏଥିରେ…
Republic Day 2025: କର୍ତ୍ତବ୍ୟ ପଥରେ ବିଶ୍ୱ ଦେଖିବ ଭାରତର ସାମରିକ ଶକ୍ତି , ଶକ୍ତି ଏବଂ ସଂସ୍କୃତିର ଝଲକ
ନୂଆଦିଲ୍ଲୀ: ଆଜି 76ତମ ସାଧାରଣତନ୍ତ୍ର ଦିବସ । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର । ଆଜି କର୍ତ୍ତବ୍ୟପଥରେ ପତ୍ତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ…
ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡି଼, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର : ରାଜ୍ୟରେ ଆହୁରି ୨ ଦିନ ଘନ ଘନ କୁହୁଡି଼ ଦେଖାଦେବ। ଆଜି ବିଶେଷକରି, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାରେ ଘନ…
Jioର ନୂଆ କମାଲ, ଫୋନରେ ହିଁ ମିଳିବ UPI ପେମେଣ୍ଟର ଅଡିଓ ଅଲର୍ଟ, Paytm-PhonePeର ବଢିଲା ଟେନସନ
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ। ଜିଓ ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଅନେକ ପ୍ରକାରର ସେବା ପ୍ରଦାନ କରୁଛି। ବର୍ତ୍ତମାନ କମ୍ପାନୀ ଆଉ ଏକ ନୂତନ ସେବା ପ୍ରଦାନ କରିଛି।
ଜିଓର…
Padma awards 2025: ଶାରଦା ସିହ୍ନାଙ୍କୁ ପଦ୍ମବିଭୂଷଣ ଓ ସୁଶୀଲ ମୋଦିଙ୍କୁ ପଦ୍ମଭୂଷଣ ସମ୍ମାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ୧୩୭ ଜଣବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ୭ ଜଣଙ୍କୁ ପଦ୍ମବିଭୂଷଣ ଓ ୧୯ ଜଣଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ୧୧୩ ଜଣଙ୍କୁ…
ପଦ୍ମ ପୁରସ୍କାର-୨୦୨୫: ଓଡ଼ିଶାରୁ ପାଇବେ ୪ ଜଣ
ଭୁବନେଶ୍ୱର: ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ସରକାର। ମେଡିସିନ୍ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ।
କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ…
RBI ଜାରି କରିଛି କି ୩୫୦ ଏବଂ ୫ ଟଙ୍କିଆର ନୂଆ ନୋଟ? ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: କଳାଧନକୁ ଆୟତ୍ତ କରିବା ଲାଗି ଆରବିଆଇ ୨୦୧୬ରେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟକୁ ବନ୍ଦ କରିଦେଇଥିଲା. ଏହାପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଅଣାଯାଇଥିଲା।
ବଡ଼ ନୋଟରେ କଳା ଧନ ବଢିଥାଏ।…
ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ସରକାର, ଜାଣନ୍ତୁ କାହାକୁ କାହାକୁ ମିଳିବ ଆୱାର୍ଡ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଶନିବାର (ଜାନୁଆରୀ ୨୫, ୨୦୨୫) କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ ର ବିଜେତାଙ୍କ ନାମ ଘୋଷଣା କରିଛନ୍ତି।
ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଅନ୍ୟତମ…
ପୁରୀ: ସିରିଜ ଦୁର୍ଘଟଣା, ଟ୍ରକକୁ ଧକ୍କା ଦେଲା ‘ମୋ ବସ୍’, ୬ରୁ ୭ ଜଣ ଆହତ
ପୁରୀ: (ଓଡ଼ିଶା ଭାସ୍କର) ପୁରୀ ଚନ୍ଦନପୁର ନିକଟରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା। ବାଲି ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ମୋ ବସ୍। ମୋ ବସକୁ ଧକ୍କା ଦେଲା ଟ୍ରାଭେଲର ଗାଡ଼ି।
ଦୁର୍ଘଟଣାରେ ୬ରୁ ୭ ଜଣ ଆହତ। ଆହତଙ୍କୁ…