Browsing Category

Breaking News

ଦେଶରେ ପୁଣି ଆଜି ପୁଣି ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ, ୨୪ ହଜାରୁ ଅଧିକ ହେଲା ସକ୍ରିୟ ମାମଲା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ବଢୁଥିବା କରୋନା ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କ ମନରେ ଚିନ୍ତା ବଢାଇ ଦେଲାଣି। ଦେଶରେ ଲଗାତାର ତିନି ଧରି ଚାରି ହଜାର ପାଖାପାଖି ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ତ୍ୟବିଭାଗ ପକ୍ଷରୁ ଜାରି…

ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ: ଅଜୟ ସିଂହ ବିଷ୍ଟରୁ କେମିତି ହେଲେ ଯୋଗୀ? ଜାଣନ୍ତୁ ପିଲାଦିନରୁ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରା

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଜି ୫୦ ତମ ଜନ୍ମଦିନ । ଖାସ୍ କଥା ହେଉଛି ତାଙ୍କ ଜନ୍ମଦିନ ସେ ନିଜେ ପାଳନ କରିନଥାନ୍ତି, ତେବେ ଯୋଗୀଙ୍କୁ ଜନ୍ମଦିନକୁ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫-୨୦ ଦମକଳବାହିନୀ ନିୟୋଜିତ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ସୁରତରେ ଏକ କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ନିଆଁ ଲିଭାଇବା ପାଇଁ ପ୍ରାୟ ୧୫-୨୦ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଏହି ମିଲ ସହରର…

ମହିଳା ଜନ୍ମ ଦେଲେ ଏଲିୟନ ଭଳି ଶିଶୁ ! ଜାଣନ୍ତୁ କ’ଣ ପ୍ରକୃତ ସତ…

ମଧ୍ୟପ୍ରଦେଶର ରତ୍ଲାମରେ ଏକ ଏଲିୟନ ସଦୃଶ ଶିଶୁର ଜନ୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ମାତୃ ଓ ଶିଶୁ ମେଡିକାଲ ୟୁନିଟ୍ (ଏମସିଏଚ) ରେ ଯେତେବେଳେ ଜଣେ ମହିଳା ଜଣକ ଏକ ଅଜବ ଚେହେରା ଥିବା ସନ୍ତାନକୁ ଜନ୍ମ…

‘ଆଉ ନାହିଁ ମିଡ୍‌ନାଇଟ୍ ଅପରେଶନ ଭୟ’, ପୁଣି ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଆଜି ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ପଞ୍ଚାୟତ ଏବଂ ପୌର ନିର୍ବାଚନ ପରେ ଦଳରେ ଏତେଟା ଆଉ ଅନ୍ତକନ୍ଦଳ ଦେଖାଯାଉ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଉ…

ରାଶିଫଳ(ରବିବାର,୦୫ ଜୁନ,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ…

ବିବାଦୀୟ ମନ୍ତ୍ରୀଙ୍କୁ ବାଦ୍, ତାଲିକାରେ ନାହାନ୍ତି ଅରୁଣ, ପ୍ରତାପ ଏବଂ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ସାମସ୍ତଙ୍କୁ ଚକିତ କରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳରେ ୯ ପୁରୁଣା ମନ୍ତ୍ରୀଙ୍କୁ…

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୩ ବିଧାୟକଙ୍କୁ କ୍ୟାବିନେଟ୍ ପାହ୍ୟା, ଜାଣନ୍ତୁ କିଏ ଅଛନ୍ତି ଲିଷ୍ଟରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ କରିଛନ୍ତି ପରିବର୍ତ୍ତନ । ଗତକାଲି ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆଉ ଆଜି ଶପଥ ନେବେ ନୂଆ ମନ୍ତ୍ରୀ, ଦିନ ୧୧…

ନବୀନଙ୍କ ନୂଆ କ୍ୟାବିନେଟ: କିଏ ହେବେ କେଉଁ ବିଭାଗ ମନ୍ତ୍ରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ନବୀନଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ତେବେ ନବୀନଙ୍କ ନୂଆ ଟିମରେ କ୍ୟବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଏକାଧିକ ବିଧାୟକ ସ୍ଥାନ ପାଇବେ ।…