Browsing Category
Breaking News
କମୁନି ପେଟ୍ରୋଲ-ଡିଜେଲ ଦର: ଆଜି ପୁଣି ବଢ଼ିଲା ରେଟ୍, ଜାଣନ୍ତୁ କେଉଁଠି କେତେ
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର କମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ପୁଣି ତେଲ ଦର ବଢ଼ିଛି । ଆଜି ପେଟ୍ରୋଲ ରେଟରେ ଲିଟର ପିଛା ୮୦-୮୫ ପଇସା ଓ ଡିଜେଲ ୭୦ରୁ ୭୫ ପଇସା ମହଙ୍ଗା ହୋଇଛି । ନୂଆ ବର୍ଦ୍ଧିତ…
ମୋଟରସାଇକେଲ କିଣିବା ହେବ ମହଙ୍ଗା, ଏହି କମ୍ପାନୀ ବଢ଼ାଇଲା ଦାମ୍
ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଦର ବଢ଼ିବା ପରେ ଏବେ ପୁଣି ଗ୍ରାହକଙ୍କୁ ପଡ଼ିବାକୁ ଯାଉଛି ମହଙ୍ଗା ମାଡ଼ । କାରଣ ଦେଶର ପ୍ରମୁଖ ଟୁ-ହ୍ୱିଲର ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ସହ ଅନେକ କାର ଏବଂ ମୋଟରସାଇକେଲ ନିର୍ମାତା…
ଆମେରିକା, ଋଷ ଭଳି ଦେଶ ତୁଳନାରେ ଭାରତରେ କରୋନାରେ ସବୁଠୁ କମ୍ ମୃତ୍ୟୁ: କେନ୍ଦ୍ର ସରକାର
ଭାରତରେ କୋଭିଡରେ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ମଙ୍ଗଳବାର ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା,…
ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଥିଲେ ଭିଜିଲାନ୍ସ ସ୍କାନରରେ
ମାଲକାନଗିରି: ଗିରଫ ହେଲେ ମାଲକାନଗିରିର କୋଟିପତି ନିର୍ବାହୀ ଯନ୍ତ୍ରୀ । ମାଲାକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବର୍ହିଭୁତ…
ଏବେ ଲୁଚିପାରିବନି ଦୂରରେ ଥିବା ଶତ୍ରୁ, JDAM ଜ୍ଞାନକୌଶଳରେ ଖଚିତ ହେଲା ଲଢ଼ୁଆ ବିମାନ ତେଜସ୍: ଜାଣନ୍ତୁ କ’ଣ ଏହାର ବିଶେଷତ୍ୱ
ନୂଆଦିଲ୍ଲୀ: ଭାରତୀୟ ସେନାର ହାଲୁକା ଲଢ଼ୁଆ ବିମାନ ଏବେ ଆହୁରି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଖଚିତ ହୋଇଛି । ଭାରତୀୟ ବାୟୁସେନା ଏହି ହାଲୁକା ଲଢ଼ୁଆ ବିମାନକୁ ଆମେରିକାନ ଜଏଣ୍ଟ ଡାଇରେକ୍ଟର ଆଟାକ୍ ମ୍ୟୁନିଶନ(ଜେଡିଏଏମ)…
LICର ଏହି ପଲିସିରେ କରନ୍ତୁ ନିବେଶ, ୧୦୦ ବର୍ଷ ପର୍ଯ୍ୟନ୍ତ ମିଳିବ ରିଟର୍ଣ୍ଣ
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ଦେଶର ଲୋକଙ୍କମାନଙ୍କ ସୁବିଧାକୁ ଦେଖି ଅନେକ ସମୟରେ ପଲିସି ଲଞ୍ଚ କରିଥାଏ । କମ୍ପାନୀର ଜୀବନ ଉମଙ୍ଗ ପଲିସି ମଧ୍ୟ ଏହିଭଳି ଏକ ପଲିସି । ଏହା ଏକ ନନ୍ ପ୍ରଫିଟ୍ ଏବଂ…
ଦିଲ୍ଲୀରେ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ: ୩ ଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସହ ଜଡ଼ିତ…
ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟରଫୋନ ଫିଙ୍ଗିଲେ ତାରା ବାହିନୀପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚେୟାର ଟେକି ଧରିଲେ ତାରା ବାହିନୀପତି । ଖଣି ଦୁର୍ନୀତି ଆଲୋଚନା ପ୍ରସଙ୍ଗରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଜାରି ସମୟରେ ବିଧାୟକ ତାରା ବାହିଦୀପତି…
ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଜିଆରଏସ: ଜବ୍ କାର୍ଡ କରାଇଦେବା କହି ନେଉଥିଲେ ୪ ହଜାର
ଉଦଳା: ରାଜ୍ୟରେ ଧରାପଡ଼ୁଛନ୍ତି ଗୋଟିଏ ଗୋଟିଏ ଲାଞ୍ଚୁଆ ସରକାରୀ ବାବୁ । ଏହି କ୍ରମରେ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉଜଣେ ସରକାରୀ ବାବୁ । ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ଲାବଣ୍ୟଦେଇପୁରର ଜିଆରଏସ…
ମଇଁଷି ଗାଡ଼ିରେ ବସି ନେଉଥିଲେ ମଜା, ତା’ପରେ ହେଲା କିଛି ଏମିତି: ଦେଖନ୍ତୁ ଭିଡିଓ…
ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ସେହିଭଳି ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଭିଡିଓକୁ ନେଇ ଅନେକ ସେମାନଙ୍କର କମେଣ୍ଟ ମଧ୍ୟ କରୁଛନ୍ତି । ପ୍ରକୃତରେ ଏହି ଭିଡିଓରେ…