Browsing Category

Breaking News

ଭବାନୀପୁର ଉପନିର୍ବାଚନ: ଆଜିଠୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି)…

ମୁଲ୍ଳା ମହମ୍ମଦ ହସନଙ୍କ ନେତୃତ୍ୱରେ ତାଲିବାନ ସରକାର; ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲର ୩ ସପ୍ତାହ ପରେ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କ ନେତୃତ୍ୱରେ ଆଫଗାନ ସରକାର ଗଠନ ହୋଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଳା ମୁଜାହିଦ ସରକାର ଗଠନ…

୫ ଟଙ୍କିଆ କଏନ୍ ଢ଼ୋକି ଆଖି ବୁଜିଲା ୪ ବର୍ଷର ଶିଶୁ

ମହିଶୁର୍: ୫ ଟଙ୍କିଆ କଏନ୍ ଢ଼ୋକିଦେଲା ୪ ବର୍ଷର ଶିଶୁ । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମହିଶୁର୍ ଜିଲ୍ଲାର ହୁନସୁର ଅଞ୍ଚଳରେ ହୋଇଛି । କଏନ୍ ଗିଳିବା ପରେ ତାକୁ ପରିବାର…

ଅନ୍ଧବିଶ୍ୱାସ: ନାବାଳିକାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଲେ, ଭିକ ମଗାଇଲେ; କହିଲେ- ଭଗବାନ ଖୁସି ହେବେ

ଭୋପାଳ: ଆଜିବି ଦେଶରେ ବଞ୍ଚିଛି କୁପ୍ରଥା । ଆଉ ଏହାର ଶିକାର ହେଉଛନ୍ତି କିଛି ନୀରିହ ନାବାଳିକା । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଅନ୍ଧବିଶ୍ୱାସ ନାମରେ…

ପୌର ନିର୍ବାଚନ ପାଇଁ ବାଟ ଫିଟିଲା, ବିଧାନସଭାରେ ମ୍ୟୁନିସପାଲ୍ ଆଇନ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ବାଟ ସଫା ହୋଇଛି । ବିଧାନସଭାରେ ଆଜି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଏକଦମ୍ ସଫା ହୋଇଛି ।…

ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ; ପ୍ରଗତି ଟପ୍ପର ଓ ବେଷ୍ଟ ଗ୍ରାଜୁଏଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଙ୍ଗଳବାର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଇକୋଲୋଜି ବିଭାଗର ପ୍ରଗତି ଗୁରୁ କଳା ବିଭାଗୀୟ ଟପ୍ପର ହେବା ସହିତ ବେଷ୍ଟ ଗ୍ରାଜୁଏଟ…

ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ, ବ୍ରାହ୍ମଣଙ୍କୁ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ରାୟପୁର: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାପା ନନ୍ଦ କୁମାର ବଘେଲ ଗିରଫ ହୋଇଛନ୍ତି । ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ।…

ଟ୍ରେନ୍ ଟିକେଟ୍ ବାତିଲ ନକରି ବଦଳାଇ ପାରିବେ ଯାତ୍ରା ତାରିଖ, ଜାଣନ୍ତୁ ରେଳବାଇର ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଇଥାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଏଥିରେ ଯାତ୍ରା କରିଥାନ୍ତି । ହେଲେ କରୋନା ସମୟରେ ରେଳ ଯାତ୍ରାରେ ବାଧାପ୍ରାପ୍ତ ହୋଇଥିଲା ଏବଂ ଅନେକ ଲୋକ ଯାତ୍ରା…

ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ବାପା-ଝିଅ ମୃତ

ନୂଆପଡ଼ା: ପୋଖରୀରେ ଗାଧୋଇବା ହେଲା କାଳ । ଆଜି ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ୫ ବର୍ଷ ଝିଅ ଓ ବାପାଙ୍କ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଏନଏସିର ସାଲେଭଟା ଗାଁରେ…

୧୧ରେ ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ…