Browsing Category
Breaking News
ପାର୍ବଣ ଗାଇଡ୍ଲାଇନ୍କୁ ବିରୋଧ, ୧୩ରେ କଟକ ସହର ବନ୍ଦ ଡାକରା
କଟକ,(ଭାସ୍କର ନ୍ୟୁଜ୍): ଚଳିତ ମାସ ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ଗାଇଡ୍ଲାଇନ୍କୁ ବିରୋଧ କରି ଏପରି ପଦକ୍ଷେପ ନିଆଯାଇଛି । କରୋନା କାରଣରୁ କଟକଣା ଭିତରେ ପାର୍ବଣ ପାଳନ ନେଇ…
ଏହି ସମୟରେ କରନ୍ତୁ ଗଣେଶ ପୂଜା, କିନ୍ତୁ ଭୁଲରେ ବି କରନ୍ତୁ ନାହିଁ ଚନ୍ଦ୍ରମା ଦର୍ଶନ
ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀର ବିଶେଷ ମହତ୍ତ୍ୱ ରହିଛି । ଭାଦ୍ରବ ମାସର ଶୁକ୍ଲ ଚତୁର୍ଥ ଦିନରେ ବିଦ୍ୟାର ଦେବତା ଗଣେଶଙ୍କର ପୂଜା କରାଯାଏ । ସମସ୍ତ ଦେବତାଙ୍କ ଆରାଧ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା କରିବା ଓ ତାଙ୍କୁ…
ତିନିଟି ଛୁଆର ମା’କୁ ହେଇଗଲା ପ୍ରେମ, ଘରସଂସାର ଛାଡ଼ି ପ୍ରେମିକ ସହ ଫେରାର୍
ଅମ୍ଲୋଡ଼ା: ତିନିଟି ଛୁଆ ଓ ସ୍ୱାମୀଙ୍କ ସହିତ ଖୁସିରେ ଥିଲେ ପରିବାର । ହେଲେ ଏହି ତିନିଟି ଛୁଆଙ୍କ ମାଆଙ୍କୁ ଜଣେ ଯୁବକଙ୍କ ସହିତ ପ୍ରେମ ହେବା ପରେ ସେ ଫେରାର୍ ହୋଇଯାଇଛନ୍ତି । ହେଲେ ଉକ୍ତ ମହିଳାଙ୍କ ସ୍ୱାମୀ ଫେରାର୍…
ଭଗବାନ ଗଣେଶଙ୍କ ଏହି ଉପାୟ ପାଳନ କରନ୍ତୁ, ଦୂରେଇ ଯିବ ବାସ୍ତୁ ଦୋଷ
ଆଉ ଦିନ କେଇଟା ପରେ ଆସୁଛି ଗଣେଶ ପୂଜା । କିନ୍ତୁ କରୋନା ପାଇଁ ଏଥର ବି ଗଣେଶ ପୂଜା ଟିକେ ଫିକା ପଡିଯିବ । ତେବେ ଆପଣ ଜାଣନ୍ତି କି, ହିନ୍ଦୁ ଶାସ୍ତ୍ର ଅନୁସାରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତାଙ୍କୁ ପୂଜା…
ରାଗରେ ଆସି ବିଷଧର ସାପକୁ କଞ୍ଚା ଚୋବାଇଲେ ଏହି ବ୍ୟକ୍ତି, କାରଣ ପଚାରିବାରୁ କହିଲେ…
ନୂଆଦିଲ୍ଲୀ: ସାପକୁ ଦେଖିବାକୁ ମାତ୍ରେ ଲୋକମାନଙ୍କ ଡରରେ ନିଶ୍ୱାସ ବନ୍ଦ ହୋଇଯାଏ । ସେଥିରେ ପୁଣି ଆପଣ କୋବ୍ରା ସାପ ହାବୁଡ଼ରେ ପଡ଼ନ୍ତି ତେବେ ଆପଣ ଏକଦବ୍ ଘାବରାଇ ଯାଆନ୍ତି । ହେଲେ କୋରବା ଜିଲ୍ଲାର ଜଣେ ବ୍ୟକ୍ତି…
ଗଣେଷ ପୂଜାକୁ ନେଇ ଜାରି ହେଲା ଗାଇଡଲାଇନ୍: ବଣ୍ଟାଯିବନି ଭୋଗ, ବିସର୍ଜନରେ ୨୦ରୁ ଅଧିକ ରହିବେନି ସାମିଲ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଷ ଚତୁର୍ଥୀ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସରକାର ଗଣେଷ ପୂଜା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ସଭା ଓ ବିସର୍ଜନ ଉତ୍ସବରୁ…
ଘୂର୍ଣ୍ଣବଳୟ ନେଲା ଲଘୁଚାପର ରୂପ , ସକାଳ ୮ଟା ୩୦ ଯାଏଁ ୧୪ ଜିଲ୍ଲା ସାବଧାନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।…
ମୋବାଇଲ୍ ଗେମ୍ ଖେଳିବାକୁ ଦେଉନଥିଲେ ବାପା, ତଣ୍ଟିଚିପି ମାରିଦେଲା ପୁଅ
ସୁରତ୍: ବର୍ତ୍ତମାନ ସମୟରେ ଲୋକମାନଙ୍କ ଆବଶ୍ୟକୀୟ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ । ହେଲେ ଏହି ମୋବାଇଲ୍ ପାଇଁ ଲୋକମାନଙ୍କ ଜୀବନ ବି ନଷ୍ଟ ହୋଇଯାଉଛି । ଏହିଭଳି ଏକ ମାମଲା ଗୁଜୁରାଟରୁ ଆସିଛି । ଏଠାରେ ବାପା…
ଏଣିକି Fixed Depositରେ ଗ୍ରାହକଙ୍କୁ ଆଉ ମିଳିବ ନାହିଁ Interest, ସତର୍କର ସହ ଜାଣନ୍ତୁ କ’ଣ ରହିଛି RBIର ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଫିକ୍ସଡ ଡିପୋଜିଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏ ନେଇ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ଯେଉଁମାନେ ମାଚ୍ୟୁରିଟି ପରେ ନିଜର ଅର୍ଥରାଶି…
ସ୍ତ୍ରୀକୁ ବେହୋସ୍ କରି ମୁହଁରେ ପୁରାଇଲା ଏଲପିଜି ଗ୍ୟାସ୍ ପାଇପ୍, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ
ଇଟାରସି: ମଧ୍ୟପ୍ରଦେଶ ଇଟାରସୀ ରେଳ ଷ୍ଟେସନରେ ରହିଥିବା ଏକ ଟ୍ରେନରେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ଏହି ଅଭିଯୁକ୍ତ ମୁମ୍ବ୍ରାରେ ନିଜ ପତ୍ନୀଙ୍କୁ ଅତି ନର୍ମମ ଭାବେ ହତୃା କରି ଝିଅକୁ…