Browsing Category
Breaking News
ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ : ଆସନ୍ତାକାଲି ରୋହିତଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇ ଟିମ୍ , ଜୋର୍ଦାର୍ ଅଭ୍ୟାସ କଲା ଟିମ୍ ଇଣ୍ଡିଆ
ଅହମଦାବାଦ: ଆସନ୍ତା ୬ ତାରିଖରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବାକୁ ଯାୁଥିବା ବେଳେ ଭାରତୀୟ ଦଳ ଅଧିନାୟକ…
ସୋମବାରଠୁ ଖୋଲିବ ଏମ୍ସ ଓପିଡି, ଟ୍ବିଟ୍ କରି ସୂଚନା ଦେଲେ କର୍ତ୍ତୃପକ୍ଷ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଗତ ମାସ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିଥିବାବେଳେ ଆସନ୍ତା ୭ ତାରିଖ ସୋମବାରଠାରୁ ଏହା ପୁଣି ଥରେ ଚାଲୁ ହେବ ବୋଲି ଏମ୍ସ…
ସ୍କୁଲ କଲେଜକୁ ମିଳିବ ଜମି ପଟ୍ଟା: ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲ ଓ କଲେଜକୁ ମିଳିବ ଜମିପଟ୍ଟା । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଜାରି ରହିଛି ପ୍ରକ୍ରିୟା । ତେବେ ଜମିଜମା ସମସ୍ୟା ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଯିବାପରେ, ମାର୍ଚ୍ଚ ୫ ତାରିଖ ମଧ୍ୟରେ…
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସସ୍ମିତ: କହିଲେ ଉଷୁନା ଚାଉଳ ଉଠାଉ FCI
ନୂଆଦିଲ୍ଲୀ: ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟରୁ ଉଷୁନା ଚାଉଳ ସଂଗ୍ରହ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ସସ୍ମିତ । ରାଜ୍ୟର ୨୨ ଲକ୍ଷ ମେଟ୍ରିକ ଟନ୍…
ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI: ୫ ହଜାର ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଲେ ପୋଲିସ ଏଏସଆଇ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ ପଡ଼ିଲେ ଭିଜିଲାନ୍ସ ଜାଲରେ । ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ । ନାଁରେ ମାମଲା…
(Video) ବଡ଼ଭାଇକୁ ହାଣିଲା ସାନଭାଇ: ପୋଲିସ ଶୁଣୁନଥିବା ଅଭିଯୋଗ କଲେ ପତ୍ନୀ, ସିସିଟିଭିରେ କଏଦ ଆକ୍ରମଣର ଦୃଶ୍ୟ
ବଡ ଭାଇକୁ ହାଣିଲା ସାନ ଭାଇ । ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ । ପାରିବାରିକ କଳହ ପାଇଁ ବଡ ଭାଇକୁ ସାନଭାଇ ମରଣାସ୍ତ୍ରରେ କରିଛି ଆକ୍ରମଣ । ଆଉ ଏହି ଘଟଣାର ସିସିଟିଭି ଫୁଟେଜ୍ କଏଦ…
୭ ରୁ ଖୋଲୁଛି ସ୍କୁଲ, କଲେଜ୍: ପାଠପଢ଼ା ସମୟ ନିର୍ଦ୍ଧାରଣ କଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୭ ଓ ୧୪ ଫେବୃଆରୀରୁ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି । ୭ ତାରିଖରୁ ଅଷ୍ଟମ ଏବଂ…
ଖୋଳା ହେଲା ଏମାର ମଠ: ରୁପା ଇଟା ଥିବା ନେଇ କରାଯାଉଥିଲା ଯାଞ୍ଚ
ପ୍ରଶାସନ ପକ୍ଷରୁ ପୁଣି ଥରେ ଏମାର ମଠ ଯାଞ୍ଚ କରାଯାଇଛି । ଗତ ସେପ୍ଟେମ୍ବର ୧୬ ତାରିଖରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ୍ କରି ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ୩ଟି ସ୍ଥାନରେ ଗୋଲ…
ଭୁବନେଶ୍ୱରରୁ ଜାମତାରା ଗ୍ୟାଙ୍ଗ ସଦସ୍ୟ ଗିରଫ ଘଟଣା: ଅଜଣା ନମ୍ବର ପ୍ରତି ସତର୍କ ରହିବାକୁ କହିଲେ ଏଡିଜି
ଭୁବନେଶ୍ୱରରୁ ଜାମତାରା ଗାଙ୍ଗ ସଦସ୍ୟ ଗିରଫ ଘଟଣା । ଅନଲାଇନ ଠକେଇ ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍ । ପ୍ରେସମିଟରେ ଘଟଣା ବର୍ଣ୍ଣନା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏଡିଜି କହିଛନ୍ତି ଯେ ‘ଏହି…
ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମରେ ନାହିଁ ମୋବାଇଲ ଓ ଇଣ୍ଟରନେଟ ସେବା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକଙ୍କ ପାଖରେ ମୋବାଇଲ ଉପଲବ୍ଧ ରହିଥିବା ନେଇ ଅନୁମାନ କରାଯାଉଥିଲେ ହେଁ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ସମଗ୍ର ଦେଶରେ…