Browsing Category
Breaking News
ସ୍ଥିତି ଦେଖି ରାଜ୍ୟ ନେଉ ସ୍କୁଲ ଖୋଲିବା ନିଷ୍ପତ୍ତି: କେନ୍ଦ୍ର
ନୂଆଦିଲ୍ଲୀ: ସ୍କୁଲ ଖୋଲିବାକୁ ନେଇ କେନ୍ଦ୍ର ପକ୍ଷରୁ ନୂଆ ଏସଓପି ଜାରି ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଗୁଡ଼ିକ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଅନ୍ତୁ । ସମସ୍ତ…
ଆଜି ରାଜ୍ୟରୁ ୧୮ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…
(Video) ସୋନାଲି ଚାହିଁଥିଲେ ସୌମ୍ୟ ବଞ୍ଚି ପାରିଥାନ୍ତେ, ଦୋଷୀଙ୍କୁ ଶୀଘ୍ର ଦଣ୍ଡ ମିଳୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ଇତି ମଧ୍ୟରେ ସୌମ୍ୟଙ୍କର ଦୁଇଟି ସୁଇସାଇଡ୍ ନୋଟ୍ ଲୋଚଲୋଚନକୁ ଆସିଥିବା ବେଳେ…
ଦେଶରେ କରୋନା ନେଲା ୧୦୦୮ ଜୀବନ
ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୨ ହଜାର ୪୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୦.୯୯% ରହିଛି ।…
ସାମନାକୁ ଆସିଲା ଦେବୋଲିନା ଓ ବିଶାଲ ସିଂହଙ୍କ ନିର୍ବନ୍ଧର ସତ, ଜାଣନ୍ତୁ କଣ
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ନିଜର ସୋସିଆଲ୍ ମିଡିଆରେ ସାଇଟ୍ ରେ ଏପରି ଏକ ପୋଷ୍ଟ୍ କରିଥିଲେ ଯେଉଁଥିରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ…
ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ତଥା ଗଞ୍ଜାମ ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ…
ଆଜି ବି ରାଜ୍ୟରେ କୋଭିଡ୍ ପଜିଟିଭ୍ ୩ ହଜାର ଉପରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
(Video) ଖୋଲିଲା ଚୀନର ଅସଲ ମୁଖା: ଗଲୱାନ ଘାଟିରେ ୪ ନୁହେଁ, ୩୮ ଜଣଙ୍କୁ ଶୁଆଇ ଦେଇଥିଲେ ଭାରତୀୟ ଯବାନ
ନୂଆଦିଲ୍ଲୀ: ଗତ ୨୦୨୦ରେ ଗଲୱାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଘଟିଥିବା ଲଢ଼େଇ ବିଷୟରେ କିଏ ବା ନ ଜାଣେ । ଉକ୍ତ ଲଢ଼େଇରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ତେବେ ଏହି ମାମଲରେ ଚୀନ ନିଜର ଯବାନଙ୍କ ମୃତ୍ୟୁ…
ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ! ରାସ୍ତା ମଝିରୁ ଚିହ୍ନଟ ହେଲା ଚପଲ-ବାଇକ୍
ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ହିନ୍ଦୋଳ ବ୍ଲକ୍ ନୁଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ନିଖୋଜ ହୋଇଯାଇଛନ୍ତି । ସେ ନିଖୋଜ…
(Video) ୱେଷ୍ଟଇଣ୍ଡିଜ୍ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ୭ ଜଣ ହେଲେ କୋଭିଡରେ ସଂକ୍ରମିତ
ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜବରଦସ୍ତ ଝଟକା । ଦଳର ୪ ଜଣ ଖେଳାଳି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଏହି…