Browsing Category
Breaking News
ବିଟିଂ ଦ ରିଟ୍ରିଟ୍ ସମାରୋହ: ଉଦଯାପନ ହେଉଛି ଗଣତନ୍ତ୍ର ଦିବସ ସମାରୋହ
ଦିଲ୍ଲୀରେ ଧ୍ୱଜାବତରଣ ସମାରୋହର ଆୟୋଜନ । ଧ୍ୱଜାବତରଣ ସମାରୋହ ସହ ସାଧାରଣତନ୍ତ୍ର ଦିବସର ସମାପନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମରେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଉପସ୍ଥିତ…
ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ: ଦେଖନ୍ତୁ ଭିଡିଓ…
ରାୟଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଜଣେ ପ୍ରାଥମିକ ଶିକ୍ଷକଙ୍କ ସଂପତ୍ତି ଦେଖି କାବା ହେଲା ଭିଜିଲାନ୍ସ ।
ଶନିବାର ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳିଙ୍କ ବାସଭବନରେ ରେଡ୍ କରିଛି…
ଆହୁରି ୨ ଦିନ ପ୍ରବଳ ଶୀତ: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହର । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ସେପଟେ ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି…
ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ପ୍ରଥମେ…
ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ: ଗିରଫ ହେଲେ ୩ ଠକ
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ଜାମତାର ଗ୍ୟାଙ୍ଗର ତିନି ଠକ । କ୍ରାଇମବ୍ରାଞ୍ଚ ପଞ୍ଝାରେ ପଡ଼ିଲେ ଜାମତାରା ଗ୍ୟାଙ୍ଗର ୩ ଠକ । ରସୁଲଗଡ଼ରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏମାନେ ମୁଖ୍ୟତଃ ସାଇବର ଠକେଇରେ ସଂପୃକ୍ତ…
ମିଳିଲେ ଉତ୍ତମ: ରୋଗରେ ପୀଡ଼ିତ ଥିବା ଜାଣି ଘରୁ ଚାଲିଯାଇଥିଲେ
ଜଳେଶ୍ୱର ଥାନା ସରିସା ଗ୍ରାମରୁ ନିଖୋଜ ଥିବା ଉତ୍ତମ ପଣ୍ଡାଙ୍କୁ ନୂଆଦିଲ୍ଲୀ ପୋଲିସ୍ ଉତ୍ତର ପ୍ରଦେଶ ଆଗ୍ରାରୁ ଉଦ୍ଧାର କରିଛି । ଉତ୍ତମ ଗତ ୨୩ ତାରିଖରେ ନିଜ ରୋଗ ବାବଦରେ ଜାଣିବା ପରେ ଏକ ଚିଠି ଲେଖି କେଉଁଆଡେ…
ପୋଲିସକୁ ମୋଷ୍ଟ ୱାଣ୍ଟେଡର ନିର୍ଧୁମ୍ ମାଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଷ୍ଟ ୱାଣ୍ଟେଡକୁ ଗିରଫ କରିବାକୁ ଯାଇ ଲହୁଲୁହାଣ ହୋଇଛି ପୋଲିସ । ପୋଲିସକୁ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ବନ୍ଧା ହୋଇଛନ୍ତି ଅଭିଯୁକ୍ତ । ଏଭଳି ଘଟଣଶ ଲିଙ୍ଗରାଜ ଥାନା ଅଞ୍ଚଳରେ…
ଯୁବତୀଙ୍କୁ ଇଞ୍ଜିନିୟରଙ୍କ ଦୁର୍ବ୍ୟବହାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରିପଦାରେ ଜଣେ ଯୁବତୀଙ୍କୁ ଜଣେ ଇଞ୍ଜିନିୟର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ଆସିଛି । ବାରିପଦା ଜୁବିଲି ପାର୍କରେ ଯୁବତୀଙ୍କୁ ମ୍ୟୁନିସିପାଲିଟି ଇଞ୍ଜିନିୟର ଏପରି ହରକତ…
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା: ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି । ବିଜୁ ଜନତା ଦଳ (ବିଜେଡି)ର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପରଲୋକ ଘଟିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଏବେ ଶ୍ରମିକଙ୍କୁ ମିଳିବ ପେନସନ୍! ଏହି ସରକାରୀ ଯୋଜନାରେ ପ୍ରତିଦିନ ୨ ଟଙ୍କା ଜମା କରି ପାଇବେ ୩୬୦୦୦
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ…