fbpx
Browsing Category

Breaking News

ବିଶ୍ୱରେ ୩୦ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୧୭।୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୧୧ ହଜାର ୪୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ରଙ୍ଗିଲା ହାଇଦର୍ : ୩ ପ୍ରେମିକା ପାଇଁ ଧରାପଡିଲା ଗ୍ୟାଙ୍ଗଷ୍ଟାର୍

ଭୁବନେଶ୍ୱର , ୧୬ା୪ (ଓଡିଶା ଭାସ୍କର): ହାଇଦର୍ ଫେରାର୍ ଘଟଣାରେ ଆଉ ଏକ ବଡ ଖୁଲାସା ହୋଇଛି । ଗତ ୧୦ ତାରିଖରେ ହାଇଦର୍ କଟକ ଏସସିବିରୁ ଫେରାର୍ ହୋଇଯାଇଥିଲା । ହେଲେ ତେଲେଙ୍ଗାନାରୁ ତାକୁ ପୋଲିସ୍ ଧରିବାରେ ସଫଳ…

ନୀରବ ମୋଦୀଙ୍କର ଭାରତ ଫେରିବା ନେଇ ହେଲା ପଥ ପରିସ୍କାର

ନୁଆଦିଲ୍ଳୀ, ୧୬ା୪ (ଓଡିଶା ଭାସ୍କର) : ପଳାନ୍ତକ ନୀରବ ମୋଦୀ ଖୁବ୍ ଶୀଘ୍ର ଭାରତ ଫେରିବ । ଇଂଲଣ୍ଡର ଗୃହ ମନ୍ତ୍ରଣାଳୟ ନୀରବ ମୋଦୀ ଫେରିବା ନେଇ ମଞ୍ଜୁରୀ ଦେଇଛନ୍ତି । ଶୁକ୍ରବାର ଦିନ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି…

କର୍ଫ୍ୟୁ ବେଳେ କଣ ବନ୍ଦ ରହିବ ଓ କଣ ଖୋଲା ରହିବ ?

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦେଖି ସରକାର ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୧୭ ତାରିଖରୁ ରାଜ୍ୟର ଛତିଶଗଡ ସୀମାନ୍ତ ୧୦…

ବ୍ୟାନ୍ ପରେ ପୁଣି ଚାଲିଲା ସୋସିଆଲ ମିଡିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ,୧୬।୪ (ଓଡିଶା ଭାସ୍କର): ପାକିସ୍ତାନରେ ଟୁଇଟର, ଫେସବୁକ୍, ୟୁଟ୍ୟୁବ୍, ହ୍ବାଟସଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନ୍ ପରେ ପୁଣି ଥରେ ଲାଗୁ କରାଯାଇଛି । ଆଜି ସକାଳ ୧୧ଟାରୁ ମଧ୍ୟାହ୍ନ ୩ଟା…

କରୋନା ପ୍ରଭାବ: ଶ୍ମଶାନରେ ଲାଗିଛି ଶବର ଧାଡି, ପୋଡିବାକୁ ସ୍ଥାନ ମିଳୁନି

ବାରଣାସୀ,୧୬ା୪ (ଓଡିଶା ଭାସ୍କର) : ଶ୍ମଶାନରେ ଲାଗିଛି ଶବର ଧାଡି ହେଲେ ପୋଡିବାକୁ ସ୍ଥାନ ମିଳୁନି । ଶବସତ୍କାର କରିବା ପାଇଁ ୫ରୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସେପଟେ ପୋଡା ହେବାକୁ ଥିବା କାଠ ମଧ୍ୟ ମିଳୁନି ।…

କରୋନାର ଭୟାନକ ରୁପ: ଶବସତ୍କାର କରିବାକୁ ମିଳୁନି ସ୍ଥାନ

ମଧ୍ୟପ୍ରଦେଶ, ୧୬ା୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହର ମଧ୍ୟପ୍ରଦେଶରେ ନିଜର କାୟା ବଢ଼ାଇବାରେ ଲାଗିଛି । ରାଜ୍ୟର ସ୍ଥିତି ବର୍ତ୍ତମାନ ସାଂଘାତିକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ…

କାର୍ତ୍ତିକ ଆରିୟନଙ୍କୁ ବ୍ଲାକଲିଷ୍ଟ କଲା ଧର୍ମା ପ୍ରଡକ୍ସନ୍

ମୁମ୍ବାଇ, ୧୬ା୪ (ଓଡିଶା ଭାସ୍କର) : 'ଦୋସ୍ତାନା-୨'ରୁ ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନଙ୍କୁ ହଟାଇଲା ଧର୍ମା ପ୍ରଡକ୍ସନ୍ । ଖାଲି ସେତିକି ନୁହେଁ କାର୍ତ୍ତିକଙ୍କୁ ବ୍ଲାକଲିଷ୍ଟ ମଧ୍ୟ କରିଦିଆଯାଇଛି । ମିଡିଆ…

ନମ୍ବି ଇଫେକ୍ଟକୁ ନେଇ ଆସୁଛି ଆର୍. ମାଧବନଙ୍କ ଫିଲ୍ମ- ‘ରକେଟ୍ରି’; କିଏ ସେ ନମ୍ବି ନାରାୟଣନ୍ ଓ କ’ଣ ତାଙ୍କର କାହାଣୀ

ନୂଆଦିଲ୍ଲୀ, ୧୬ା୪: ୧୯୪୧ ଡିସେମ୍ବର ମାସ ୧୨ ତାରିଖରେ କେରଳରେ ଜନ୍ମଗ୍ରହଣ କରିଥିବା ନମ୍ବି ନାରାୟଣନ ୨୦୧୯ରେ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ପିଏସଏଲଭି ରକେଟ ଇଞ୍ଜିନ ବିକାଶ…

ମନୋକିନି ପିନ୍ଧି ସୁଇମିଂ ପୁଲରେ ମସ୍ତି କରୁଛନ୍ତି ଶମିତା ସେଠୀ, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୬ା୪ (ଓଡିଶା ଭାସ୍କର) : ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିବା ଶିଳ୍ପା ସେଠୀ କୁନ୍ଦ୍ରାଙ୍କ ଭଉଣୀ ଶମିତା ସେଠୀ ଖରାରେ ସୁଇମିଂ ପୁଲର ମଜା ନେଉଥିବା ଦେଖିବାକୁ ମିଳିଛି । ଏନେଇ ନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ…