Browsing Category

Breaking News

ସମୟ ପୂର୍ବରୁ ୧୬ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ ଆଧାରରେ ସମୟ ପୂର୍ବରୁ ୧୬ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଜେଲରୁ ଛାଡିବା ପାଇଁ ଜେଲଗୁଡିକୁ ଆଦେଶ…

ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି, ଭାରତରୁ ନୂହେଁ: କେପି ଓଲୀ

ନୂଆଦିଲ୍ଲୀ: ଗୋଟେ ପଟେ ଦୁନିଆ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି କିନ୍ତୁ ଅନ୍ୟପଟେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲୀ ଶର୍ମା ଦାବି କରିଛନ୍ତି ଯେ, ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି ଭାରତରୁ ନୁହେଁ । ଯୋଗର…

କରୋନା ପାଇଁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି…

ଟ୍ରେନ୍ ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ହେଲେ ଜୀବିତ ! ୧୧ ବର୍ଷ ହେଲା ମୃତ କହି ରେଲୱେରେ ଚାକିରି କରୁଥିଲେ ଭଉଣୀ, ଖୋଲିଲା ଗୁମର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୦୧୦ରେ ହୋଇଥିବା ଜନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରରଣ କରିଥିବା ଜଣେ ବ୍ୟକ୍ତି ଜୀବିତ ମିଳିଛନ୍ତି । ସେ ମରିଯାଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ଏହା ପ୍ରତିବଦଳରେ…

ଭୁବନେଶ୍ୱରରେ ଲଞ୍ଚ ହେଲା ହ୍ୟୁଣ୍ଡାଇ ଆଲକାଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇର ବହୁ ପ୍ରତୀକ୍ଷିତ ୪ ଚକିଆ ଯାନ ଆଲକାଜାର । ଯାହାର ଶୁଭ ଉନ୍ମୋଚନ କରିଛନ୍ତି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ୟ୍ୟ। କୋଭିଡ…

ବୃଦ୍ଧଙ୍କ ମାଡ଼ମରା ଭାଇରାଲ୍ ଭିଡ଼ିଓ ଘଟଣା: ଭର୍ଚୁଆଲରେ ପଚରାଉଚରା ପାଇଁ ଟୁଇଟର୍ ରାଜି, କିନ୍ତୁ ସନ୍ତୁଷ୍ଟ ନୁହଁ ପୁଲିସ୍

ନୂଆଦିଲ୍ଲୀ: ବଢ଼ିଚାଲିଛି ଟୁଇଟର୍ ବିବାଦ । ଦିନକୁ ଦିନ ନୂଆ ନୂଆ ସମସ୍ୟାର ସମ୍ମୁଖୀନ କରୁଛି ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ । ୟୁପିର ଗାଜିଆବାଦ୍ ଜିଲ୍ଲାରେ ମୁସଲିମ୍ ବୃଦ୍ଧଙ୍କ ସହ ହୋଇଥିବା ହିଂସା ମାମଲାରେ ଟୁଇଟର୍…

ଅନଲାଇନ୍ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗର ବଡ ଉପହାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅନଲାଇନ୍ ଟ୍ରେନ୍ ଟିକଟ ବୁକିଂ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଅନଲାଇନ୍ ଟିକେଟ ବୁକିଂ କରିବା ସହଜ ମଧ୍ୟ ହୋଇଥାଏ । କିନ୍ତୁ ସମସ୍ୟା ଖାଲି ଏତିକି ଯେ, ଯଦି ଯାତ୍ରା ବାତିଲ…

ଓସାମା ବିନ ଲାଡେନ ଆତଙ୍କୀ ଥିଲା ନା ସହିଦ ? ଏମିତି ଜବାବ ଦେଲେ ଇମ୍ରାନଙ୍କ ମନ୍ତ୍ରୀ

ଇସଲାମାବାଦ: ଦୁନିଆର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ ଲାଡେନର ମୃତ୍ୟୁକୁ ୧୦ ବର୍ଷରୁ ଅଧିକ ସମୟ ବିତି ସାରିଛି। ଏହା ସତ୍ତ୍ଵେ ଆଜି ମଧ୍ୟ ପାକିସ୍ତାନ ଲାଡେନକୁ ନେଇ ଦ୍ଵନ୍ଦ୍ଵରେ ରହିଛି। କେବେ ଏହି ପଡୋଶୀ…

ଶୂନ ଡିଗ୍ରୀ ତାପମାତ୍ରାରେ ଆଇଟିବିପି ଅଫିସରଙ୍କ ସୂର୍ଯ୍ୟ ନମସ୍କାର

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା ସମୟରେ ଯୋଗ ଦେଶବାସୀଙ୍କୁ ଅନ୍ତର୍ନିହିତ ଶକ୍ତି ପ୍ରଦାନ କରି ଦୃଢ଼ କରିବ ବୋଲି ମୋଦି…

୬୫୦୦ ଫୁଟ ପାହାଡ଼ ଉପରେ ଲାଗିଥିଲା କ୍ୟାମେରା, ଲିକ୍ ହେଲା ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ପାହାଡ଼ ଉପରେ ରୋମାନ୍ସ କରିବା ପ୍ରେମୀଯୁଗଳଙ୍କୁ ପଡିଲା ମହଙ୍ଗା । ଭାଇରାଲ ହେବାରେ ଲାଗିଛି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ସୂଚନା ମୁତାବକ, ଏକ ଦମ୍ପତ୍ତି ୬୫୦୦ ଫୁଟ ଉଚ୍ଚରେ ରୋମାନ୍ସ କରୁଥିଲେ । କିନ୍ତୁ…