Browsing Category

Breaking News

VIMSARରେ ଆସନ୍ତାକାଲି ହେବାକୁ ଥିବା MBBS ପରୀକ୍ଷା ସ୍ଥଗିତ ହେଲା

ନୂଆଦିଲ୍ଲୀ: ସମ୍ବଲପୁରର ବୀର ସରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଏମବିବିଏସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଏମବିବିଏସ ପରୀକ୍ଷା ହେବା ନେଇ ପୂର୍ବରୁ ଦିନ…

କେଉଁ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ ଅଛି ଆପଣଙ୍କ ଆଧାର କାର୍ଡ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିର ସମୟରେ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ବ୍ୟାଙ୍କ ଆକାଉଣ୍ଟରୁ ନେଇ ସରକାରୀ ଯୋଜନାଗୁଡ଼ିକର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଆବଶ୍ୟକ । ଇନକମ ଟ୍ୟାକ୍ସ ସହ ଜଡ଼ିତ…

ND TVର ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ

ନୂଆଦିଲ୍ଲୀ: ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି । ଆଜି ସକାଳୁ ହାର୍ଟ ଆଟାକରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ସମୟ ଧରି ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ କରିବା ପରେ ଏନଡି ଟିଭିରେ କ୍ୟାରିୟର…

ନିଯୁକ୍ତି କ୍ଷେତ୍ରରେ ରେକର୍ଡ ସୃଷ୍ଟି କଲା KIIT ବିଶ୍ୱବିଦ୍ୟାଳୟ, ୫ ଜଣଙ୍କୁ ବାର୍ଷିକ ୫୨ ଲକ୍ଷର ପ୍ୟାକେଜ୍ ଅଫର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ଭୁବନେଶ୍ୱର କ୍ୟାମ୍ପସ୍ ନିଯୁକ୍ତି କ୍ଷେତ୍ରରେ ରେକର୍ଡ ହାସଲ କରିଛି । କିଟ ଶିକ୍ଷାନୁଷ୍ଠାନ ୨୭୦ରୁ ଅଧିକ କମ୍ପାନୀରେ…

ଆଜି ମକର ସଂକ୍ରାନ୍ତି, ଜାଣନ୍ତୁ ଏହାର ତିଥି ଓ ଶୁଭ ମୂହୁର୍ତ୍ତ

ନୂଆଦିଲ୍ଲୀ: ସନାତନ ଧର୍ମରେ ମକର ସଂକ୍ରାନ୍ତିର ବହୁତ ମହତ୍ତ୍ୱ ରହିଛି । ପୌଷ ମାସରେ ଯେବେ ସୂର୍ଯ୍ୟ ନିଜ ପୁଅ ଶନିଙ୍କ ରାଶି ଚିହ୍ନ ମକରରେ ପ୍ରବେଶ କରନ୍ତି, ସେବେ ଏହି ପର୍ବକୁ ପାଳନ କରାଯାଏ । ଅର୍ଥାତ୍ ପୃଥିବୀର…

ଭାରତରେ ତୃତୀୟ ଲହରରେ ୨ ଲକ୍ଷରୁ ଅଧିକ ପ୍ରାଣ ହରାଇବେ, ଚିନ୍ତା ବଢ଼ାଇଲା WHOର ସ୍ପେଶାଲ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତବର୍ଷରେ ଓମିକ୍ରନର ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କର…

କରୋନା ତାଣ୍ଡବ; ଆଜି ୨.୬୪ ଲକ୍ଷ ପଜିଟିଭ ଚିହ୍ନଟ, ୫୭୫୩କୁ ବଢ଼ିଲା ଓମିକ୍ରନ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା କାଲି ତୁଳନାରେ ୬.୭ ପ୍ରତିଶତ ଅଧିକ…

ଆଜି ରାଜ୍ୟରୁ ୪ଟି ମୁଣ୍ଡ ନେଲା ଭାଇରସ୍: ପୁଣି ୧୦ ହଜାର ଉପରେ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

Vedanta ହାତକୁ ଯାଇପାରେ BPCL, କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ୫୩ ପ୍ରତିଶତ ଅଂଶଧନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଜାତୀୟ ମୁଦ୍ରୀକରଣ ପାଇପଲାଇନ (ଏନଏମପି) ପ୍ରକ୍ରିୟାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ଅନେକ କ୍ଷେତ୍ରର ଘରୋଇକରଣ ସରିଥିବା ବେଳେ ଆଗକୁ କିଛି କିଛି ସଂସ୍ଥା…

ରାଜ୍ୟର ଏହିସବୁ ଜିଲ୍ଲାରେ ଆସନ୍ତାକାଲି ଯାଏଁ ଲାଗିରହିବ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଲାଗିଛି । ତେଣୁ ଆସନ୍ତାକାଲି ଯାଏଁ ୧୧ ଟି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର,…