Browsing Category

Breaking News

ଆସିଲା କି କରୋନାର ତୃତୀୟ ଲହର? କେବଳ ଜୟପୁରରେ ୧୦ ହଜାରରୁ ଅଧିକ ଶିଶୁ ପଜିଟିଭ୍‌

ଜୟପୁର: କରୋନାର ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି, କ’ଣ କରୋନାର ତୃତୀୟ ଲହର ଆସିଗଲାଣି କି? କାରଣ ରାଜସ୍ଥାନରେ ଅପ୍ରେଲ ଓ ମେ’ ମାସରେ ବହୁ…

ଟଳିଲା ବିପଦ, ମିଳିଲା ଆଶ୍ୱସ୍ତି: କରୋନାର ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବ ନାହିଁ, ରହିବେ ସୁରକ୍ଷିତ

ନୂଆଦିଲ୍ଲୀ: ଶିଶୁଙ୍କୁ ନେଇ ପୂର୍ବରୁ କରାଯାଉଥିବା ଆଶଙ୍କାର ପରିସମାପ୍ତି ଘଟିଛି । ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆସିବାକୁ ଥିବା ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ…

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ବିସିସିଆଇ, ଦାନ କରିବ ୧୦ ଲିଟର ବିଶିଷ୍ଟ ୨୦୦୦ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଦେଶରେ କରୋନା ପରିସ୍ଥିତି ଭୟାନକ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଛି । ମୁଖ୍ୟତଃ କରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ…

ଡଙ୍ଗାବୁଡି ଜଣେ ମୃତ, ୭ ଜଣଙ୍କର ମିଳୁନି ପତ୍ତା

ମାଲକାନଗିରି(ଓଡିଶା ଭାସ୍କର): ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ହୋଇଛନ୍ତି । ଆନ୍ଧ୍ରରୁ ଫେରୁଥିଲାବେଳେ ସିଲେରୁ ନଦୀରେ ବୁଡିଯାଇଥିଲା ଡଙ୍ଗା । ଗୁଣ୍ଡାବେଡା…

ପାରାଦୀପଠାରୁ ୩୬୦ କିମି ଦୂରରେ ବାତ୍ୟା ‘ୟଶ’, ୯ କିମି ବେଗରେ ମାଡିଆସୁଛି

ଭୁବନେଶ୍ୱର: ଅତି ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ୟଶ’ । ଏବେ ଘଣ୍ଟାପ୍ରତି ୯ କିମି ବେଗରେ ଆଗଉଛି ସାମୁଦ୍ରିକ ଘୂର୍ଣ୍ଣିଝଡ । ପାରାଦୀପଠାରୁ ୩୬୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ବାତ୍ୟା ୟଶ ରହିଛି ।…

ଭୂକମ୍ପ ଝଟ୍‌କାରେ ଥରିଲା ଦେବଭୂମି, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଡେରାଡୁନ,(ଓଡ଼ିଶା ଭାସ୍କର):  ଦେବଭୂମି ଉତ୍ତରାଖଣ୍ଡରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକମାନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । କରୋନାର ମୁକାବିଲା କରୁଥିବା…

ଓଡ଼ିଶା ଆଡକୁ ମାଡ଼ି ଆସୁଛି ବାତ୍ୟା “ୟଶ୍’: ଆଜି ଅତି ଭୀଷଣ ବାତ୍ୟାର ରୂପ ନେବ,ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,(ଓଡ଼ିଶା ଭାସ୍କର):ଓଡ଼ିଶା ଆଡକୁ ମାଡ଼ି ଆସୁଛି ବାତ୍ୟା "ୟଶ୍' । ଶୁକ୍ରବାର ଏହା ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ । ୨୬ ତାରିଖ ଦ୍ବି- ପହରରେ ଏହା…

କରୋନାରେ ଆଖିବୁଜିଲେ ପ୍ରବଚକ ଚାରଣ ରାମଦାସ

ଭୁବନେଶ୍ୱର: କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ବହୁ ସେଲିବ୍ରିଟ, ନେତାମନ୍ତ୍ରୀମାନେ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏହାରି ମଧ୍ୟରେ ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ…

ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ୟଶ’

ଭୁବନେଶ୍ୱର: ଓଡିଶା ମୁହାଁ ବାତ୍ୟା ୟଶ । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ୟଶ’ । ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାତ୍ୟା ୟଶ ବାଲେଶ୍ୱରଠାରୁ ୫୫୦ କିମି ଓ…

ସ୍ଥାନ ଦେଖି ରଙ୍ଗ ବଦଳାଏ ବ୍ଲାକ ଫଙ୍ଗସ୍‌: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବ୍ଲାକ ଫଙ୍ଗସ୍ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ବ୍ଲାକ ଫଙ୍ଗସ୍ ଏବେ ବିଭିନ୍ନ ରଙ୍ଗରେ ଦେଖାଦେଉଛି । କେଉଁ ରୋଗୀଙ୍କୁ ଧଳା ଫଙ୍ଗସ୍ ହେଉଛି ତ ଆଉ କାହାକୁ ହଳଦିଆ ଫଙ୍ଗସ୍ ।…