fbpx
Browsing Category

Breaking News

ପତ୍ନୀଙ୍କୁ ବିଛଣାରେ ସନ୍ତୁଷ୍ଟ କରିବେ କିପରି? ଆଜି ହିଁ ଜାଣିରଖନ୍ତୁ ଏହିସବୁ ତରିକା

ଶାରୀରିକ ସମ୍ପର୍କ ବୈବାହିକ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସାମାନ୍ୟ ଭୁଲ ଏକ ହସଖୁସିର ବୈବାହିକ ଜୀବନକୁ ନଷ୍ଟ କରିଦେଇଥାଏ । ଶାରୀରିକ ସମ୍ପର୍କରେ ଅସନ୍ତୁଷ୍ଟ ହୋଇ ଅନେକଙ୍କର ବ୍ରେକଅପ୍…

ବିଲେଇକୁ କେନ୍ଦ୍ର କରି ବ୍ରିଟେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ!!!

ସାଧାରଣ ବିଲେଇକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ବିଶ୍ୱାସଯୋଗ୍ୟ ନହେଲେ ବି ସତ । ବିଲେଇକୁ ନେଇ ବ୍ରିଟେନ୍ ଓ ରୁଷ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିଲେଇକୁ ନେଇ…

ଧନ ସିଂହ ରାୱତ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୧୦ା୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଧନ ସିଂହ ରାୱତ । କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ନିଜ ପଦରୁ ତ୍ରିଭେନ୍ଦ୍ର ସିଂହ ରାୱତ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ କଳ୍ପନାଜଳ୍ପନା ପ୍ରକାଶ…

ଆଜି ଶ୍ରୀମନ୍ଦିର ବଜେଟ୍

ପୁରୀ, ୧୦ା୩ (ଓଡିଶା ଭାସ୍କର): ଆଜି ଉପସ୍ଥାପିତ ହେବ ପୁରୀ ଶ୍ରୀମନ୍ଦିରର ବାର୍ଷିକ ବଜେଟ୍ । ଦିନ ୧୧ଟା ସମୟରେ ବସିବ ଅର୍ଥ ସବ୍ କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି…

ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ କରାଯାଇଛି । ମନ୍ଦିର ନୀତିରେ ସେବାୟତ ଅସହଯୋଗ କରିବାରୁ ଏପରି ଘଟିଥିବା କୁହାଯାଉଛି । ଜାଗର ଦିନକ ପୂର୍ବର ରୋଷ ହୋମଠାରୁ ନୀତି ବନ୍ଦ…

ଦେଶରେ ୨୪ ଘଣ୍ଟାରେ ୧୩୩ ମୃତ, ୧୭ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୩କୁ ବୃଦ୍ଧି…

ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ, ୧୦ା୩: ଚୋରି ସନ୍ଦେହରେ ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଦୁଇ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ଦୁଇଜଣ ଲୋକେଶ (୨୪) ଓ ଭୈୟା (୨୪) ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ…

ଶିମିଳିପାଳ ଅଗ୍ନିକାଣ୍ଡ ପ୍ରତିବାଦ: ଆଜି ମୟୂରଭଞ୍ଜ ୯ ଘଣ୍ଟିଆ ବନ୍ଦ

ବାରିପଦା, ୧୦ା୩ (ଓଡିଶା ଭାସ୍କର): ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପ୍ରତିବାଦରେ ଆଜି ମୟୂରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭଞ୍ଜ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସକାଳ…

ଆଜିଠାରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ବିଧାୟକଙ୍କ କୋଭିଡ୍ ଟେଷ୍ଟ କରାଯିବ । ଦୁଇଦିନ ଧରି ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ । ସକାଳ ୮ଟା ୩୦ ମିନିଟରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନମୂନା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୨୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୧୦ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୨୧ ହଜାର ୨୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୮୧ ଲକ୍ଷ…