fbpx
Browsing Category

Breaking News

ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବୟସ୍କଙ୍କ ପାଳି

ନୂଆଦିଲ୍ଲୀ,୨୪ ।୨: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଘୋଷଣା ମୁତାବକ, ସମଗ୍ର ଦେଶରେ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ୪୫ ବର୍ଷରୁ ଅଧିକ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୦…

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର ,୨୪ ।୨: ଜମ୍ମୁକାଶ୍ମୀର ଅନନ୍ତନାଗ ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ଖବର ମିଳିଛି । ଏନକାଉଣ୍ଟରରେ ଆତଙ୍କବାଦୀଙ୍କ…

ଦୁନିଆର ସବୁଠାରୁ ବଡ ଷ୍ଟାଡିୟମର ନାଁ ‘ନରେନ୍ଦ୍ର ମୋଦୀ’

ଅହମଦାବାଦ,୨୪ ।୨: ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଆଜି ଉଦଘାଟନ ହୋଇଛି । ଗୁଜୁରାଟର ଅହମଦାବାଦରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ମୋଟେରାର ନାଁ ପରିବର୍ତ୍ତନ କରାଯାଇ…

ରାଜ୍ୟରେ RTE ପାରଦର୍ଶୀ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ରାଜ୍ୟରେ RTE ପାରଦର୍ଶୀ ପୋର୍ଟାଲ ଆଜି ଉଦଘାଟିତ ହୋଇଛି । ଓଡିଶା ସ୍କୁଲ ଶିକ୍ଷା ବିଦ୍ୟାଳୟ ପ୍ରାଧିକରଣ ଅଫିସରେ RTE ପାରଦର୍ଶୀ ପୋର୍ଟାଲ ଉଦଘାଟିତ ହୋଇଛି । ଏହି ପୋର୍ଟାଲରେ…

ମେ’ ୧୮ ତାରିଖରୁ +୨ ପରୀକ୍ଷା

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ମେ’ ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ମେ ୧୮ରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖରେ ସରିବ +୨ ପରୀକ୍ଷା ।…

ରାଜଧାନୀରେ ଏବେଠାରୁ ଅସହ୍ୟ ତାତି

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଧିରେ ଧିରେ ବଢୁଛି ତାତି, ଉଠୁଛି ପାରଦ । ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ୩୭.୧ ଡିଗ୍ରୀ ସହ ରାଜ୍ୟର ତତଲା ସହର ହୋଇଛି…

କାଳିଆ ଯୋଜନାରେ ୧,୦୪,୦୭୬ ଅଯୋଗ୍ୟ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ‘କାଳିଆ’ ଯୋଜନାରେ ଅଯୋଗ୍ୟଙ୍କ ତାଲିକା ଦେଇଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଯୋଜନାରେ ୫୬ ଲକ୍ଷ…

ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢ଼େଇ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୪ା୨ (ଓଡିଶା ଭାସ୍କର): ଦିବ୍ୟାଙ୍ଗଙ୍କୁ ବିବାହ କଲେ ଏଣିକି ମିଳିବ ଅଢ଼େଇ ଲକ୍ଷ ଟଙ୍କା । ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ…

ଆପଣ ପର୍ଣ୍ଣ ଭିଡିଓ ଦେଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ପୋଲିସ ରଖୁଛି ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ, ୨୪ା୨: ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକମାନେ ହୋଇଯାଆନ୍ତୁ ସାବଧାନ । ଇଣ୍ଟରନେଟରେ ଆପଣ ସର୍ଚ୍ଚ କରୁଥିବା ପ୍ରତ୍ୟେକ ଜିନିଷ ଉପରେ ପୋଲିସ ରଖୁଛି ତୀକ୍ଷ୍ଣ ନଜର । ସ୍ମାର୍ଟଫୋନରେ ପର୍ଣ୍ଣ ସାଇଟ ସର୍ଚ୍ଚ କରିବା…