fbpx
Browsing Category

Breaking News

ପ୍ରଥମଥର ନଜର ଆସିଲା ହଳଦିଆ ପେଙ୍ଗୁଇନ୍, ଫଟୋ ଭାଇରାଲ

ପ୍ରଥମଥର ପାଇଁ ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ପେଙ୍ଗୁଇନର ଫଟୋ କ୍ଲିକ୍ କରିଛନ୍ତି । ହଳଦିଆ ପେଙ୍ଗୁଇନ୍ ଘଟଣା ଦେଖାଯିବାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ୟେଭେସ୍ ଏଡମ୍ସ ନାମକ ଫଟୋଗ୍ରାଫର ସାଉଥ ଆଣ୍ଟଲାଣ୍ଟିକ…

ଲାଇଭ ଟେଲିକାଷ୍ଟ ବେଳେ ସାମ୍ବାଦିକଠାରୁ ଲୁଟ୍

ଲାଇଭ ଟେଲିକାଷ୍ଟ କରୁଥିବା ବେଳେ ଜଣେ ସାମ୍ବାଦିକଠାରୁ ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବନ୍ଧୁକ ମୁନରେ ଦୁର୍ବୃତ୍ତ ତାଙ୍କଠାରୁ ଲୁଟି ନେଇଛନ୍ତି । ଘଟଣା ଘଟିଛି ଦକ୍ଷିଣ ଆମେରିକାର ଏକ ରାଜ୍ୟ ଏକ୍ୟୁଏଡୋରରେ ।…

ରାଜ୍ୟରେ ଆଜି ପୁଣି ୬୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୦।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୬୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮ ଓ ସ୍ଥାନୀୟ ଅଞ୍ଚଳରୁ…

କରୋନାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୦ା୨: ଦେଶରେ କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏନେଇ କର୍ଣ୍ଣାଟକ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ସରକାରଙ୍କ ପକ୍ଷରୁ…

ଚୋରି ଘଟଣାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବଢ଼ିଲା ବିବାଦ: ମାମଲାର ସମାଧାନ କଲା ମଇଁଷି

ନୂଆଦିଲ୍ଲୀ, ୨୦ା୨: ଉତ୍ତରପ୍ରଦେଶରେ ଏକ ଚୋରି ମାମଲାକୁ ଦେଇ ଦୁଇବନ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଶେଷରେ ଏହି ଘଟଣାର ସମାଧାନ ହୋଇପାରିଥିଲା, ମାତ୍ର ପୋଲିସ ଦ୍ୱାରା ନୁହେଁ । ଗୋଟିଏ ମଇଁଷି ଏହି…

ଏଣିକି ଘରୋଇ ସ୍କୁଲରେ ପଢିବେ ଗରିବ ପିଲା

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ଏଣିକି ଘରୋଇ ସ୍କୁଲରେ ନାଁ ଲେଖାଇପାରିବେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ । ଫେବ୍ରୁଆରୀ ୨୪ରେ ଅନଲାଇନ ନାମଲେଖା ବ୍ୟବସ୍ଥାର ଶୁଭାରମ୍ଭ ହେବାକୁ ଯାଉଛି । ଇଣ୍ଡସ ଆକ୍ସନ ସଂସ୍ଥା…

ଓଡିଶାରେ ଲକ୍-ଡାଉନ୍ ସମ୍ଭାବନାକୁ ଏଡାଇ ହେବନି: ଡିଏମଇଟି

ଭୁୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ମହାରାଷ୍ଟ୍ର ପରେ କରୋନାକୁ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ…

ନୀତି ଆୟୋଗ ବୈଠକରେ କ’ଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦାବି?

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ନୀତି ଆୟୋଗ ବୈଠକରେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହୁ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବହେଳିତ ଅଞ୍ଚଳ ଓ ଅନଗ୍ରସନ…

ବିକାଶ ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦ା୨: ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ…

ବିଧାନସଭା ଅଧିବେଶନର ତୃତୀୟ ଦିନ: ୧୧ଟା ୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୦ା୨ (ଓଡିଶା ଭାସ୍କର): ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଅଧିବେଶନ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ…