fbpx
Browsing Category

Breaking News

IPL ପାଇଁ ନିଲାମି ଜାରି

ନୂଆଦିଲ୍ଲୀ,୧୮ ।୨: ଚେନ୍ନାଇରେ ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୪.୨୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଛି ଆରସିବି । ଷ୍ଟିଭ ସ୍ମିଥଙ୍କୁ ୨.୨୦…

ରାଜ୍ୟରେ ଆଜି ପୁଣି ୬୩ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର, ୧୮ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୬୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୯ ଓ ସ୍ଥାନୀୟ ଅଞ୍ଚଳରୁ…

କାଲିଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ପୁଣି ହଟ୍ଟଗୋଳ କରିଛନ୍ତି ବିଜେପି ସଦସ୍ୟ । ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଧନ୍ୟବାଦ ଅଭିଭାଷଣ ଉପରେ…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତିର ଉଦ୍ୟମ କରିଛନ୍ତି । ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ମହିଳା ଜଣକ…

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ଆରମ୍ଭରୁ କଂଗ୍ରେସ ହଙ୍ଗାମା କରିଛି । କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଆରମ୍ଭ…

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି । ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଜ୍ୟପାଳ ।…

ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୧୮ ।୨: ଦେଶରେ ଲଗାତାର ଭାବେ ତେଲ ବଢି ଚାଲିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢିଛି । ସେହିପରି ଡିଜେଲ ଲିଟର ପିଛା ୩୨ ପଇସା ମହଙ୍ଗା ହୋଇଛି । ଏହି କ୍ରମରେ ପେଟ୍ରୋଲ ୮୯.୮୮ ଟଙ୍କା…

ଦେଶରେ ୨୪ ଘଣ୍ଟାରେ ୧୦୧ ମୃତ

ନୂଆଦିଲ୍ଲୀ, ୧୮ ।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୬ ହଜାର ୦୧୪ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।…

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର, ୧୬।୨(ଓଡିଶା ଭାସ୍କର): ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ଗଣେଶୀ ଲାଲ । ଫେବ୍ରୁଆରି ୨୭ ଯାଏ ଚାଲିବ ଅଧିବେଶନର ପ୍ରଥମ ପର୍ଯ୍ୟାୟ। ମାର୍ଚ ୧୨ରୁ…