Browsing Category
Breaking News
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନଭେମ୍ବର ୨୪ରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ‘ସୁଭଦ୍ରା’କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୪ ତାରିଖରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଆସିବ । ରାଜ୍ୟରେ କାର୍ଯ୍ୟରତ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଆଉ ଥରେ ଆରମ୍ଭ ହେବ ଜାଗା ମିଶନ ସର୍ଭେ, BMC ଓ CMCର ବସ୍ତି ଯାଞ୍ଚ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାଗା ମିଶନକୁ ନେଇ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଆଉ ଥରେ ଜାଗା ମିଶନ ସର୍ଭେ ଆରମ୍ଭ କରିବ ଗୃହ ଓ ନଗର ଉନ୍ନୟନ ବିଭାଗ । ବିଏମସିର ୧୭ଟି ଓ ସିଏମସିର ୨ଟି ବସ୍ତି ଯାଞ୍ଚ…
IDBI ବ୍ୟାଙ୍କ ପକ୍ଷରୁ ନିଯୁକ୍ତି: ୬୦୦ ପଦ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୬୦୦ ପଦ ପୂରଣ ପାଇଁ ପକାଶ ପାଇଛି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ…
ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ପୁତିନଙ୍କ ଶଙ୍ଖନାଦ: ଆମେରିକା, ବ୍ରିଟେନ ଉପରେ ବାଲାଷ୍ଟିକ ମିଶାଇଲ ଆକ୍ରମଣ ପାଇଁ ଘୋଷଣା
ନୂଆଦିଲ୍ଲୀ- ରକ୍ତମୁଖା ହୋଇଉଠିଛି ଋଷ । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆମେରିକା ଓ ବ୍ରିଟେନ ଉପରେ ଆକ୍ରମଣ କରିବାକୁ ଦେଲେଣି ଧମକ । ୟୁକ୍ରେନ ଋଷ ଉପରେ ଆକ୍ରମଣ କରିବାକୁ ଆମେରିକା ଓ ବ୍ରିଟେନର ମିସାଇଲ ବ୍ୟବହାର…
OSSC ତରଫରୁ ଡିସେମ୍ବର ମାସ ପାଇଁ ପରୀକ୍ଷା କ୍ୟାଲେଣ୍ଡର ଜାରି ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଆସନ୍ତା ଡିସେମ୍ବର ମାସ ପାଇଁ ପରୀକ୍ଷା କ୍ୟାଲେଣ୍ଡର ଜାରି…
ଔଷଧ ତିଆରି ଚାଲିଥିଲା, ହେଲା ଗ୍ୟାସ ଲିକ ସହ ବିସ୍ଫୋରଣ, ଚାଲିଗଲା ୩ ଜୀବନ
ସାଙ୍ଗଲା- ମହାରାଷ୍ଟ୍ରର ସାଙ୍ଗଲାରେ ଥିବା ଏକ ଫାର୍ମାସିଟିକାଲ କମ୍ପାନୀରେ ଗ୍ୟାସ ଲିକ ହେବାରୁ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ମୃତକକଙ୍କ ମଧ୍ୟରେ କମ୍ପାନୀର ୨ ମହିଳା କର୍ମଚାରୀଙ୍କ ସହ…
ସାବଧାନ! କାର୍ ହେଉ କି ବାଇକ୍, ଏବେ ୧୦ ହଜାର କଟିବ ଚାଲାଣ, ବଦଳିଗଲା ନିୟମ
ନୂଆଦିଲ୍ଲୀ: ଟୁ-ହ୍ୱିଲର, ଥ୍ରୀ-ହ୍ୱିଲର ଏବଂ ୪-ହ୍ୱିଲର ଚାଳକଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ବଢୁଥିବା ପ୍ରଦୂଷଣର କାରଣରୁ ବର୍ତ୍ତମାନ ଟ୍ରାଫିକ ପୋଲିସ ବଡ଼ ପଦକ୍ଷେପ ଉଠାଇ ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ…
ଅଡୁଆରେ ବବି ଭାଇ, ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା
ଭୁବନେଶ୍ବର: ବବିଙ୍କ ପିଛା ଛାଡୁନି ବିବାଦ । ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା ଦିଆଯାଇଖିବା ଖବର ସାମ୍ନାକୁ ଆସିଛି । ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଏତଲା ଦିଆଯାଇଛି । ବ୍ୟବସାୟୀ ଜଣକ…
Vivo ଲଞ୍ଚ କଲା ଦମଦାର କ୍ୟାମେରାର ଶସ୍ତା 5G Smartphone, ଫିଚର୍ସ ଦେଖିଲେ କହିବେ ଆରେ ବାଃ..
ନୂଆଦିଲ୍ଲୀ: ଭିଭୋ ଭାରତରେ ନିଜ ମିଡ-ରେଞ୍ଜ ସ୍ମାର୍ଟଫୋନ ଭିଭୋ Y300 ଲଞ୍ଚ କରିଛି । କମ୍ପାନୀ କ୍ୱାଲକମ qualcomm snapdragon ୪ ଜେନ ଏବଂ୨ ଏବଂ ଆଣ୍ଡ୍ରଏଡ ୧୪ ସହ Y300କୁ ଜାରି କରିଛି । ଖାସ କଥା ହେଉଛି, ଏହି…
ସାବଧାନ! Whatsappରେ ଡାଉନଲୋଡ କରନ୍ତୁନି ବାହାଘର କାର୍ଡ: ଭୋଗିବେ ଭୟଙ୍କର ପରିଣାମ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆ ଡିଜିଟାଲ ହେଲାଣି । ଛୋଟରୁ ଛୋଟ କାମ ବି ଏବେ ହାତ ପାହାନ୍ତାରେ ହେଉଛି । ଏମିତି କି ଲୋକେ ଏବେ ନିଜ ବାହାଘର କାର୍ଡ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଠାଇ ଦିଆଯାଉଛି । ଅନଲାଇନରେ…