Browsing Category

Breaking News

କରୋନା ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେ କୋଭିଡ୍ ଡେଥ୍ ଭାବରେ ଧରାଯିବା: ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାରା ଦେଶରେ ଭୟର ବାତାବରଣ ଲାଗି ରହିଛି । ପ୍ରତି ମୁହୂର୍ତ୍ତରେ କେହି ନା କେହି ଏଥିରେ ପ୍ରାଣ ହରାଉଛନ୍ତି । ଚୀନରୁ ଉତ୍ପତ୍ତି ହୋଇଥିବା ଏହି ମହାମାରୀ ବିଶ୍ୱରେ ବ୍ୟାପିବାରେ…

ବିଜେପିକୁ ଚଖମା ଦେଇ ୟୁପି ନିର୍ବାଚନ ମଇଦାନକୁ ଓହ୍ଲାଇ ଶିବସେନା, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା

ମୁମ୍ବାଇ : ବିଜେପିକୁ ଚଖମା ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏବେ ୟୁପି ରାଜନୀତରେ ପ୍ରବେଶ କରିବାକୁ ଯାଉଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩…

ନାବାଳିକାକୁ ଅପହରଣ ପରେ ପାଣି ଟାଙ୍କି ଘରେ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ: ଜଣେ ଗିରଫ, ଅନ୍ୟ ୨ ଅଭିଯୁକ୍ତକୁ ଖୋଜୁଛି ପୋଲିସ

କଣିହାଁ (ଭାସ୍କର ନ୍ୟୁଜ୍‌): କଣିହାଁ ଥାନା ଅଞ୍ଚଳର ଜୈନେକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ଛେଣ୍ଡିପଦା ଥାନା ଅଧିନସ୍ଥ…

ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ପ୍ରଭାବ: ଆଇପିଏଲ୍‌ରୁ ଓହରିଲେ ଇଂଲଣ୍ଡର ୩ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: କରୋନା ସଂକ୍ରମଣ କାରଣ ଦର୍ଶାଇ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଖେଳିବାକୁ ମନା କରିବା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ଦେଶର ଅନେକ…

ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଆନନ୍ଦପୁର (ଭାସ୍କର ନ୍ୟୁଜ୍‌):  ମଦ ପିଇବା ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଅତ୍ୟନ୍ତ ନିର୍ମମଭାବେ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ…

୪୮ ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବ ଲଘୁଚାପ: ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର…

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ପୂର୍ବ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତି…

୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା , ନୂଆଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା

ଭୁବନେଶ୍ୱର(ଓଡିଶା ଭାସ୍କର): ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଆଜି ୭୪୩ କୋଟି ତାଙ୍କ ପଠାଯାଇଛି । ରବି ଫସଲ ପାଇଁ ଚାଷୀଙ୍କୁ ମିଳିଛି ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪…

ରାତି ସାଢ଼େ ୮ ସୁଦ୍ଧା ୮ ଜିଲ୍ଲାକୁ ସତର୍କ ଘଣ୍ଟି, ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ସାଢ଼େ ୮ ସୁଦ୍ଧା ୮ ଜିଲ୍ଲାକୁ ସତର୍କ ଘଣ୍ଟି । ଉକ୍ତ…

ଟୋକାର ଟାଣୁଆ କପାଳ : ୨୩୦ ଫୁଟ ଉଚ୍ଚ ଭୟାବହ ଘାଟିରୁ ଖସି ବଞ୍ଚିଗଲା

ନୂଆଦିଲ୍ଲୀ: କୁହାଯାଏ କିଛି ଜଣଙ୍କ ଭାଗ୍ୟ ଟାଣ ଥାଏ । ଆଉ ସେହି ଭଳି କିଛି ଲୋକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ପର୍ବତାରୋହୀ ଜେକ୍ ରବିନସନ୍(୨୭) । ମୃତ୍ୟୁକୁ ଖୁବ୍ ପାଖରୁ ଦେଖି ଫେରିଛନ୍ତି ଏହି ପର୍ବତାରୋହୀ । ୟୁକେର…

ସୁଇମିଂ ପୁଲରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଡିଏସପି ଗିରଫ, ମହିଳା କନେଷ୍ଟବଲଙ୍କ ସ୍ୱାମୀ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ

ଜୟପୁର: ରାଜସ୍ଥାନ ପୋଲିସ୍ ସେବା(ଆରପିଏସ୍)ର ଏକ ଅଧିକାରୀ ଓ ଜଣେ କନେଷ୍ଟବଲ୍ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭାଇରାଲ୍ ପରେ ବୁଧବାର ଦିନ ପୋଲିସ୍ ବିଭାଗ ପକ୍ଷରୁ ଉଭୟ ପୋଲିସ୍ୁ…