Browsing Category

Breaking News

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ର ମେନ୍ ରେଜଲ୍ଟ୍ , ୩୦୭ ପ୍ରାର୍ଥୀ କୃତକାର୍ଯ୍ୟ

କଟକ, (ଭାସ୍କର ନ୍ୟୁଜ୍‌) : ଓଡ଼ିଶା ସିଭିଲ ସର୍ଭିସ-୨୦୧୯ର ମେନ୍‌ ପରୀକ୍ଷାଫଳ ଶୁକ୍ରବାର ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଛି । ଏଥିରେ ମୋଟ ୩୦୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଆସନ୍ତା…

ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଫୁଟିଲା ଗୁଳି: ବାପା ଗୁଳିରେ ଆଖିବୁଜିଲା ପୁଅ

ବାରଙ୍ଗ,(ଭାସ୍କର ନ୍ୟୁଜ୍‌):  ବାରଙ୍ଗ ଅଞ୍ଚଳରେ ଏକ ଅଘଟଣ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲ୍ୟାଣ ନଗର (ବେନ୍ଟୁଆ ) ମୁଣ୍ଡାସାହିର ଯଦୁମଣି…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗିହେବ ନବାନ୍ନ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) :ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ପାଳିତ ହୋଇଥାଏ । ମା' ସମଲେଶ୍ୱରୀଙ୍କ ନିକଟରେ…

ବାହାଘରର ୧୬ ବର୍ଷ ପରେ ସ୍ୱାମୀ ଖୋଲିଲେ ଏପରି ରାଜ୍, ପତ୍ନୀ ହୋଇଗଲେ ଆଚମ୍ବିତ

ନୂଆଦିଲ୍ଲୀ: ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ପରିସ୍ଥିତିରେ ଯଦି ବାହାଘରର ଅନେକ ବର୍ଷ ପରେ ସ୍ୱାମୀ ଏପରି କିଛି ସ୍ୱୀ ସାମ୍ନାରେ ଖୁଲାସା କରେ, ଯାହା ବିଷୟରେ…

ଦୁନିଆର ଏପରି କିଛି ସ୍ଥାନ, ଯେଉଁଠି କେବେ ବି ହୋଇନଥାଏ ରାତି

ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ତ ପ୍ରାକୃତିକ ଘଟଣା । ପୂର୍ବ କାଳରେ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ହେବାରୁ ସମୟ ଜାଣୁଥିଲେ ଲୋକେ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ କେବେ ବି ସୂର୍ଯ୍ୟ…

ମାଆ ରଖୁଥିଲା ଅବୈଧ ସମ୍ପର୍କ, ବିରୋଧ କରିବାରୁ ପୁଅକୁ ଦେଲା ଗରମ ଲୁହା ଚେଙ୍କ

ଚେନ୍ନାଇ: କୁହାଯାଏ ମାଆ କେବେ ବି ନିଜ ପିଲାମାନଙ୍କ ଖରାପ ଚିନ୍ତା କରେ ନାହିଁ । ହେଲେ ଏହି କଥାକୁ ଭୁଲ୍ ବୋଲି ସାବ୍ୟସ୍ତ କରିଛି ତାମିଲନାଡ଼ୁରୁ ଆସିଥିବା ଏହି ଖବର । ଏଠାରେ ଜଣେ ମାଆ ନିଜ ପ୍ରେମିକ ସହିତ ମିଶି ନିଜର…

ପୁଣି ଏକ ନିର୍ଭୟା କାଣ୍ଡ; ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୁରାଇଲେ ରଡ୍

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ ନିର୍ଭୟା ପରି ଅତ୍ୟାଚାର ଦିଆଯାଇଛି । ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଙ୍କ ସ୍ଥିତି ଖୁବ୍ ଗୁରୁତର ଥିବା ସହିତ…

ପାର୍ବଣକୁ ନେଇ ଏସଆରସି ଦେଲେ ସ୍ୱତନ୍ତ୍ର ଗାଇଡଲାଇନ୍, ପଢ଼ନ୍ତୁ ବିସ୍ତୃତ ଭାବରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ରିଲିଫ୍ କମିଶନର ଆଜି ପାର୍ବଣ କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ପାର୍ବଣରେ କୋଭିଡ୍ ଗାଇଡଲାଇନ୍ କୁ ନେଇ ସୂଚନା ପ୍ରଦାନ କରିଛନ୍ତି । ନିୟମମାନି ନୂଆଖାଇ ପାଳନ…

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ସେକ୍ସ ସମ୍ପର୍କରେ ପଚରାଗଲା ପ୍ରଶ୍ନ, ଦେଲେ ଏପରି ଜବାବ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡର୍ନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏକ ପ୍ରେସ କନଫରେନ୍ସରେ ତାଙ୍କୁ ସେକ୍ସ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଥିଲା । ଆଉ ସେତେବେଳେ ହଠାତ୍ ତାଙ୍କ…