Browsing Category

Breaking News

ପ୍ରେମୀ ଯୁଗଳଙ୍କ ହରକତ୍ ଯୋଗୁଁ ଚିନ୍ତାରେ ମୁମ୍ବାଇର ସୋସାଇଟି, ଗେଟ୍ ବାହାରେ ଲଗାଇଲେ ‘ନୋ କିସିଂ ବୋର୍ଡ’

ମୁମ୍ବାଇ: କପଲ୍ ମାନଙ୍କ ପାଇଁ ଚିନ୍ତାରେ ମୁମ୍ବାଇ ବାସିନ୍ଦା । ସୋସାଇଟିର ଲୋକମାନଙ୍କ କହିବା କଥା ଯେ, ଲକଡାଉନ୍ ସମୟରେ କପଲ୍ ମାନେ ସୋସାଇଟି ପାଖ ଦେଇ ଯାଇଥିବା ରାସ୍ତାରେ ଆସି ଭିଡ଼ କରୁଛନ୍ତି । ଏହି ସମୟରେ ସେମାନେ…

ଛୋଟ ପିଲାଙ୍କ ଆଧାର କାର୍ଡରେ ତୁରନ୍ତ କରିନିଅନ୍ତୁ ଏହି ଦୁଇଟି ଅପଡେଟ୍, ନଚେତ୍ ହୋଇଯିବ ଇନଆକ୍ଟିଭ୍

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି । ୟୁଆଇଡିଏଆଇ ସୂଚନା ମୁତାବକ ନବଜାତ ଶିଶୁଙ୍କ ଆଧାର କାର୍ଡ କରିବାକୁ ହେଲେ ଶିଶୁର ଜନ୍ମ ସାର୍ଟିଫିକେଟ ଓ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ…

ମହଙ୍ଗା ମାଡ଼: ୫୨ ପ୍ରତିଶତ ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଜୁଲାଇ ମାସରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ଏଥିରେ ପେଟ୍ରୋଲ୍, ଡିଜେଲ୍ ଠାରୁ ଆରମ୍ଭ କରି ଇନ୍ଧନ ଓ ଖାଇବା ତେଲ ଦର ମଧ୍ୟ ଆକାଶଛୁଆଁ ହୋଇଯାଇଛି ।…

କୁନ୍ଦ୍ରାଙ୍କ ଦ୍ୱାରା ତିଆରି କରାଯାଇଥିବା ଦୁଇଟି ଆପରୁ ମିଳିଲା ୫୧ଟି ଅଶ୍ଳୀଳ ଫିଲ୍ମ, ଶିଳ୍ପାଙ୍କ ସ୍ୱାମୀଙ୍କ ପାଇଁ ବଢ଼ିପାରେ ଅଡ଼ୁଆ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଗିରଫ ପରେ ଚର୍ଚ୍ଚାରେ ରହିଛନ୍ତି । ପର୍ଣ୍ଣ ଫିଲ୍ମ ମାମଲାରେ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୋଲିସ୍ ଗିରଫ କରିଥିଲା । ଆଉ ଏବେ ତାଙ୍କ…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୫୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଖଲ୍ଲିକୋଟ୍ ହେଲା ଏକକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲ୍ଲିକୋଟ୍ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗରେ ସଚିବ ଶାଶ୍ୱତ ମିଶ୍ର । ଏହା…

ଆଜିଠାରୁ ବଦଳିବ ଏଟିଏମ୍, ଦରମା, ପେନସନ୍, ଇଏମଆଇ ସହ ଜଡ଼ିତ ଏହିସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଫାଇନାନ୍ସିଂ, ବ୍ୟାଙ୍କିଙ୍କ୍, ପୋଷ୍ଟ୍ ଅଫିସ୍ ଓ ଅନ୍ୟ ସେକ୍ଟର୍ ସହ ଜଡ଼ିତ ଥିବା ଅନେକ ଗୁଡ଼ିଏ ନିୟମ ଆଜି ଠାରୁ ବଦଳିବ । ତେବେ ନୂଆ ନିୟମ ଲାଗୁ ହେବା ପରେ ଏଣିକି ଛୁଟିଦିନ ମାନଙ୍କରେ ବି ଦରମା ମିଳିପାରିବ…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍, ୭୩ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଅଗଷ୍ଟ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀମାନେ ଆଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍…

ନାବାଳିକାଙ୍କ ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ: ପୋକ୍ସୋ କୋର୍ଟ

ମୁମ୍ବାଇ: ନାବାଳିକାର ହାତ ଧରି ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ । ରାଜଧାନୀ ଦିଲ୍ଲୀରେ ଏକ ମାମଲାର ଶୁଣାଣି କରିବା ସମୟରେ ପୋକ୍ସୋ କୋର୍ଟ ଏପରି ଏକ ବୟାନ ଦେଇଛନ୍ତି । ତେବେ ଏହି ମାମଲାରେ କୋର୍ଟ ଜଣେ ୨୮…

ବନ୍ଧୁ ପାଇଁ ଦିନ ଟିଏ, ଜୀବନରେ ଭଲ ସାଙ୍ଗଟିଏ ଅଛି ତ ସବୁ ଅଛି

ଓଡ଼ିଶା ଭାସ୍କର ବ୍ୟୁରୋ: କୁହାଯାଏ ସାଙ୍ଗ ବିନା ଜୀବନ ଅଧୁରା । କାରଣ ସାଙ୍ଗ ବା ବନ୍ଧୁ ହେଉଛି ଏକ ଏପରି ମଣିଷ ଯାହା ସହ ଆମ ଜୀବନର ସବୁ ଦୁଃଖ ସୁଖ ବାଣ୍ଟି ଥାଉ । ଖାଲି ସେତିକି ନୂହେଁ ଯାହା ବାପା ମାଆ, ଭାଇ ଭଉଣୀଙ୍କୁ…