Browsing Category

Breaking News

ରଜରେ କମିଲା ସୁନା-ରୂପା ଦର, ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ଘରୋଇ ବଜାରରେ କମିଲା ସୁନା-ରୂପା ଦର । ସୋମବାର ଦିନ ସୁନା ଦର ୫୫୩ ଟଙ୍କା କମ୍ ହୋଇଥିବା ବେଳେ ରୂପା ବି ଶସ୍ତା ହୋଇଥିବା ଜଣାପଡିଛି । ଆଜି ରୂପାର ଦାମରେ ୫୦୧ ଟଙ୍କା ହ୍ରାସ ପାଇଛି…

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖରୁ ସମସ୍ତ ଐତିହ୍ୟସ୍ଥଳୀ ଖୋଲିବ । ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏପ୍ରିଲ୍ ୧୫ ତାରିଖରୁ କୋଭିଡ୍ ସଂକ୍ରମଣ କାରଣରୁ ରାଜ୍ୟର…

ସରିବ ଡ୍ରାଗନର ଖେଳ: ଚୀନର OBOR ପ୍ରୋଜେକ୍ଟକୁ ରୋକିବ BBB ପ୍ଲାନ୍, ଭାରତ ସହ ସାମିଲ୍ ହେଲେ ଅନ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱସ୍ତରରେ ଚକ୍ରାନ୍ତକାରୀ ରାଷ୍ଟ୍ର ଚାଇନାର ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଅନ୍ୟ ଦେଶର ସୀମା ବେଆଇନ ଭାବେ ହଡ଼ପ କରିବା ଠାରୁ ଆରମ୍ଭ କରି କରୋନାର ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ ସମସ୍ତ ଅନର୍ଥର…

ଦୁଇ ମାସ ପରେ ଖୋଲିବ ତାଜମହଲ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସଙ୍କଟ ଜାରି ରହିଥିବା ବେଳେ ଏପ୍ରିଲ୍ ୧୬ ତାରିଖରୁ ବନ୍ଦ ଥିବା ତାଜମହଲ ଖୋଲିବାକୁ ଯାଉଛି । ପୂରା ଦୁଇମାସ ପରେ ତାଜମହଲ ଖୋଲିବାକୁ ଯାଉଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ…

ଏକାସାଙ୍ଗରେ ବିଧବା ହୋଇଗଲେ ୩୯ ମହିଳା, ଆରପାରିରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆ

ଆଇଜୋଲ୍: ମିଜୋରାମର ରାଜଧାନୀ ଆଇଜୋଲ୍ ରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆଙ୍କ ରବିବାର ପରାଲୋକ ହୋଇଯାଇଛି । ଖବର ମୁତାବକ, ୭୬ ବର୍ଷିୟ ଜିୟୋନ୍ କିଛି ଦିନ ହେବ ଅସୁସ୍ଥ ଥିଲେ । ଯାହା ଫଳରେ ନିଜ ଘରେ ହିଁ ରଖି…

ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍‌ତାଲି ବେନେଟ୍, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍‌ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ…

୩ ବର୍ଷର ଶିଶୁକୁ ଦିଆଗଲା ବିଶ୍ୱର ସବୁଠାରୁ ମହଙ୍ଗା ଔଷଧ, ଯାହାର ଦାମ୍ ୧୬ କୋଟି: କ’ଣ ଏହି ରୋଗ, କାହିଁକି ଏତେ ମହଙ୍ଗା, ଜାଣନ୍ତୁ

ହାଇଦ୍ରାବାଦ: ୩ ବର୍ଷର ଶିଶୁକୁ ଦିଆଗଲା ୧୬ କୋଟି ଟଙ୍କାର ଔଷଧ । ତେଲେଙ୍ଗାନାର ଜଣେ ଶିଶୁ ଜିନ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିବାରୁ ତା’ର ଚିକିତ୍ସା ପାଇଁ ୬୫ ହଜାର ଲୋକ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ ।…

ଅନଲାଇନ୍ କ୍ଲାସ୍ ଚାଲିଥିବା ସମୟରେ କ୍ୟାମେରା ସାମ୍ନାରେ ନାବାଳକ କଲା କିଛି ଏପରି କାମ, ରୁଜୁ ହେଲା ମାମଲା

ମୁମ୍ବାଇ: କୋଭିଡ୍ ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ତେବେ ଇତି ମଧ୍ୟରେ ଏହି ଅନଲାଇନ୍ କ୍ଲାସ୍ ଚାଲିଥିବା ବେଳେ ଜଣେ ୧୫ ବର୍ଷର ନାବାଳକ କିଛି ଏପରି ହରକତ୍ କରିଛନ୍ତି…

ଘର ଭିତରେ ଅଧିକ ଲୋକ ରହୁଥିଲେ ମାସ୍କ ପିନ୍ଧନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଇଲେ ସୁଦ୍ଧା ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ପୂର୍ବବତ୍ ସଚେତନ ରହିବାର ଆବଶ୍ୟକ ରହିଛି । ଏନେଇ ବିଶେଷଜ୍ଞ ଠାରୁ ଆରମ୍ଭ କରି ବରିଷ୍ଠ ଡାକ୍ତର ମାନେ ମଧ୍ୟ…

ବିହାରରେ ବ୍ଲାକ୍ ଫଙ୍ଗସର କହର: ଏଯାବତ ଚିହ୍ନଟ ହେଲେଣି ୩୩୩ ରୋଗୀ ଓ ମୃତ୍ୟୁ ସଂଖ୍ୟା ୭୬

ବିହାର: କରୋନା ମହାମାରୀ ସଙ୍କଟ ନଯାଉଣୁ ଆଉ ଏକ ମହାମାରୀ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଖେଳାଇଛି । ଦେଶରେ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି ବିହାର । କାରଣ ବିହାରରେ ବ୍ଲାକ ଫଙ୍ଗସ ତାଣ୍ଡବ ରଚିଛି । ତେବେ ରବିବାର…