Browsing Category

Breaking News

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅନ୍‌ଲକ୍ ପ୍ରକିୟ, ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବ ବଜାର ଓ ମଲ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନ୍‌ଲକ୍ ପ୍ରକିୟ ହେବ । ବଜାର, ମଲ୍‌ ଓ ମାର୍କେଟ୍‌ କମ୍ପେ୍ଲକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି  ଦିଲ୍ଲୀ ସରକାର।…

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ, ପ୍ରବଳ ବର୍ଷା ସମ୍ଭାବନା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାରା ଓଡିଶାକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କ୍ରମେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଝାଡ଼ଖଣ୍ଡ ଓ ଉତ୍ତର…

ଫ୍ରେଞ୍ଚ୍ ଓପନ୍ ୨୦୨୧: ନୋଭାକ୍‌ ଜୋକୋଭିକ୍ ଜିତିଲେ ୧୯ତମ ଗ୍ରାଣ୍ଡ ସ୍ଲାମ୍, ରଚିଲେ ଇତିହାସ

ନୂଆଦିଲ୍ଲୀ: ପୁଣି ବାଜି ମାରିନେଲେ ନୋଭାକ୍‌। ବିଶ୍ଵରେ ରଚିଲେ ଇତିହାସ। ୧୯ ଥର ପାଇଁ ସେ ଜିତିଲେ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌। ଷ୍ଟେଫାନସ୍‌ ସିତ୍‌ସିପାସଙ୍କୁ ହରାଇ ନୋଭାକ୍‌ ଏହି ରେକର୍ଡ ହାସଲ…

ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ଭାରସାମ୍ୟ ହରାଇ ବାଇକ୍‌ରୁ ଛିଟିକି ପଡି ହେଲେ ଗୁରୁତର

ପାପଡାହାଣ୍ଡି,(ଓଡ଼ିଶା ଭାସ୍କର): ବାଇକ୍‌ରେ ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ହଠାତ ଭାରସାମ୍ୟ ହରାଇ ବାଇକ୍‌ରୁ ଛିଟିକି ତଳେ ଯୁବକ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟଲୋକ…

ସିଙ୍କହୋଲ୍ ଭିତରରେ କ୍ଷଣିକରେ ବୁଡିଗଲା ପାର୍କିଂରେ ଠିଆ ହୋଇଥିବା କାର୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଲଗାତର ଭାବରେ କିଛି ଦିନ ହେବ ମୁମ୍ବାଇରେ ବର୍ଷା ଲାଗି ରହିଛି । ଯାହା ଫଳରେ ବିଭିନ୍ନ ରାସ୍ତା ଘାଟରେ ପାଣି ଜମିରହିବା ସହିତ ଡ୍ରେନେଜ୍ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ମୁମ୍ବାଇରୁ ଏକ…

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷୁଛି ଟଙ୍କା, ସଂଗ୍ରହ ହେଲାଣି ୫ହଜାର କୋଟି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ଟଙ୍କାର ବର୍ଷା ହେବାରେ ଲାଗିଛି । ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଜାନୁଆରୀ…

ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର(ଓଡିଶା ଭାସ୍କର): ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାହାଯ୍ୟରେ ସାରା ଓଡ଼ିଶାକୁ ଛୁଇଁଲା । ଜୁନ୍‌ ୧୦ ତାରିଖରେ ଓଡ଼ିଶାର ୮ଟି ଜିଲ୍ଲାରେ ସଂପୂର୍ଣ୍ଣ…

ଡ୍ରେନ୍‌ ସଫା ହେଲାନି ବୋଲି… ଠିକାଦାରଙ୍କୁ କିଭଳି ଦଣ୍ଡ ଦେଲେ ବିଧାୟକ… ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗି ରହିଥିବା ବେଳେ ସେଠାରେ ରାସ୍ତା ମାନଙ୍କରେ ପାଣି ଜମି ହୋଇ ରହିଥିବାର ଦୃଶ୍ୟ ଲଗାତାର ସାମନାକୁ ଆସୁଛି । ବର୍ଷା ଯୋଗୁଁ ଲୋକ ମାନଙ୍କ ଯାତାୟତରେ ବାଧାପ୍ରାପ୍ତ…

କିଏ ଏହି ୟଶ୍ ଦାସଗୁପ୍ତା? କାହିଁକି ନୁସରତଙ୍କ ସହିତ ଯୋଡି ହେଉଛି ତାଙ୍କ ନାମ?

କୋଲକାତା: କରୋନା ମହାମାରୀର କହର ମଧ୍ୟରେ ଅନେକ କିଛି ବର୍ତ୍ତମାନ ଚର୍ଚ୍ଚାର ପରିସରରେ ରହିଛି । ଯାହାକୁ ନେଇ ରାଜନୈତିକ ମାହୋଲ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ବର୍ତ୍ତମାନ…

ମେଟ୍ରୋରେ ଗୋଟିଏ ସିଟ୍ ପାଇବାକୁ ଯୁବକ କଲେ ଅଜବ ହରକତ୍, ଏହାକୁ ଦେଖି ଲୋକ ହେଲେ କାବା; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ କିଛି ନା କିଛି ଅଜବ ଘଟଣା ମାନ ଘଟିଥାଏ । ସେଥିମଧ୍ୟରୁ କିଛି ଆମକୁ ଆଶ୍ଚର୍ଯ୍ୟ କରିବା ସହିତ ଦ୍ୱନ୍ଦରେ ପକାଇଥାଏ । ହେଲେ ନିକଟରେ ଜଣେ ଯୁବକଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି…