Browsing Category
Breaking News
ମୃତ୍ୟୁସଂଖ୍ୟା ୧୯୯ରେ ପହଞ୍ଚିଲା, ୪୦ ହଜାର ପଜିଟିଭ
ନୂଆଦିଲ୍ଲୀ, ୨୩ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୧୬୬କୁ ବୃଦ୍ଧି…
ସୁପରମାର୍କେଟରେ ଗୁଳିକାଣ୍ଡ: ୧୦ ମୃତ
ୱାଶିଂଟନ, ୨୩ା୩: ଆମେରିକାରେ ଏକ ବଡ଼ଧରଣର ଗୁଳିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ରହିଥିବା ଜଣାପଡ଼ିଛି । ସପ୍ତାହକ ମଧ୍ୟରେ ଏହା ହେଉଛି ଆମେରିକାରେ ଦ୍ୱିତୀୟ ଗୁଳିକାଣ୍ଡ । ଗତ…
ଦେଶରେ ଏପ୍ରିଲ୍ ୧୮ ଯାଏଁ ବଢ଼ିଲା ଲକଡାଉନ୍, ଜାଣନ୍ତୁ କେଉଁଠି ଓ କାହିଁକି
ବର୍ଲିନ, ୨୩ା୩: କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ପୂର୍ବରୁ ଜର୍ମାନୀରେ ମାର୍ଚ୍ଚ ୨୮ ତାରିଖ ଯାଏ ଲକଡାଉନ୍ ଲାଗୁ କରାଯାଇଥିଲା ।…
୨୭.୩୪ ଲକ୍ଷରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ, ୨୩ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୩୪ ହଜାର ୯୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୪୨…
ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦୁଝର, ୨୩ା୩ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଜଣେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ…
ଆଜିଠାରୁ ଓଡ଼ିଶାରେ ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେଉଁ ସହରରେ
ଭୁବନେଶ୍ୱର, ୨୩ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ଓ କଟକରୁ ନୂଆ ମାମଲା ଆସିବା ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି । ଆଜି ରାତି ୯ଟାରୁ ମାର୍ଚ୍ଚ ୩୧…
ବରଗଛ ଦ୍ୱାରା ଆପଣ ହୋଇପାରିବେ କୋଟିପତି, ହେଲେ ମାନିବାକୁ ଏହିସବୁ ନିୟମ
ଏ ଦୁନିଆଁରେ ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ଟଙ୍କା । ଟଙ୍କା ପାଇଁ ମଣିଷ ନିଜକୁ ଭୁଲିବାକୁ ପଛାଉ ନାହିଁ । ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ ଦିନରାତି ଏକ କରିଦିଅନ୍ତି । ବରଗଛକୁ ପୁରାଣରେ ଏକ ମହତ୍ତ୍ୱକାରୀ…
ଗୋଟିଏ ବର୍ଷ ମଧ୍ୟରେ ୨୩ ସନ୍ତାନଙ୍କ ବାପା ହେଲେ ଯୁବକ, ଜାଣନ୍ତୁ କିପରି
ଏକଥା ଆମେ ସମସ୍ତେ ଜାଣୁ ଯେ, ଗୋଟିଏ ବର୍ଷ ମଧ୍ୟରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ଯମଜ ସନ୍ତାନର ବାପା ହୋଇପାରିବ । ଯଦି ଜଣେ ଯୁବକ ଗୋଟିଏ ବର୍ଷ ମଧ୍ୟରେ ଦୁଇଟି କି ତିନୋଟି ନୁହେଁ, ୨୩ଟି ସନ୍ତାନର ବାପା ହୁଅନ୍ତି,…
୨ୟ ଡୋଜ୍ ଟିକା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ,୨୨ ।୩: କୋଭିସିଲ୍ଡ ଟିକା ୨ୟ ଡୋଜ୍ ନେଇ କେନ୍ଦ୍ର ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । ଏନେଇ ସବୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ପୂର୍ବରୁ କୋଭିସିଲ୍ଡ…
ମଦ ପିଇବା ପାଇଁ ବଦଳିଲା ନିୟମ: ଜାଣନ୍ତୁ କେତେ ବର୍ଷରେ କିଣିପାରିବେ ଆଲକୋହଲ୍?
ନୂଆଦିଲ୍ଲୀ,୨୨ ।୩: ମଦ କାରବାର ରୋବିକା ପାଇଁ ଦିଲ୍ଲୀରେ କେଜରିୱାଲ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀ ସରକାର ଏକ୍ସାଇଜ ପଲିସିରେ ଅନେକ ପରିବର୍ତ୍ତନ କରିଛନ୍ତି । ଏହା ପରେ ସରକାର ଆଉ ଦିଲ୍ଲୀରେ ମଦ ଦୋକାନ…