Browsing Category

Breaking News

ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ

ମୁମ୍ବାଇ,୧୫ ।୧୦: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ବାଙ୍ଗାଲୁର ପୋଲିସ ଚଢାଉ କରିଛି । ବାଙ୍ଗାଲୁରର ୨ ପଶେଳିସ ଇନ୍ସପେକ୍ଟର ଦ୍ୱିପହର ୧ଟାରୁ ଚଢାଉ ଆରମ୍ଭ କରିଥିଲେ । ବିବେକଙ୍କ ଭିଣୋଇ ଆଦିତ୍ୟ ଆଲଭାଙ୍କ ଡ୍ରଗ୍ସ…

ଭୁବନେଶ୍ୱରୁ ପୁଣି ୨୫୩ ପଜିଟିଭ୍

ଭୁବନେଶ୍ୱର,୧୫ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଶାଶୂଘରେ ରହିବା ବୋହୂର ଅଧିକାର

ନୂଆଦିଲ୍ଲୀ,୧୫ ।୧୦(ଓଡିଶା ଭାସ୍କର): ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଆଜି ସୁପ୍ରିମକୋର୍ଟ ଘରୋଇ ହିଂସାକୁ ଅଧିନିୟମକୁ ନେଇ କହିଛନ୍ତି ଯେ, ‘ ବୋହୂର ନିଜ ସ୍ୱାମୀଙ୍କ ପିତା-ମାତା ବା…

୫ଟା ସୁଦ୍ଧା ୭ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଆଜି ଅପରାହ୍ଣ ୫ଟା ସୁଦ୍ଧା ୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହି ୭ ଜିଲ୍ଲାଗୁଡିକ ହେଉଛି-ନୟାଗଡ଼,…

ତେଲନଦୀକୁ ଡେଇଁପଡିଲେ ୨ ଯୁବତୀ

ବଲାଙ୍ଗିର, ୧୫ ।୧୦(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ତୁଷୁରା-ଗୁଡଭେଲା ରାସ୍ତାରେ ଘଟିଯାଇଛି ଅଭାବନୀୟ ଘଟଣା । ପୋଲରୁ ତେଲନଦୀକୁ ଡେଇଁ ପଡି ନିଖୋଜ ହୋଇଛନ୍ତି ୨ ଯୁବତୀ । ପୋଲ ଉପରେ ରହିଥିବା ସ୍କୁଟିଟି କଳାହାଣ୍ଡି…

୧୯ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଅକ୍ଟୋବର ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ…

ଚଳିତବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ଆସନ୍ତାକାଲି ନିଜର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ନିଜର ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଇଛନ୍ତିି ।…

ବଗଲା ବିବାଦରେ ସରକାରଙ୍କୁ ଜବାବ ତଲବ

ପୁରୀ,୧୫ ।୧୦(ଓଡିଶା ଭାସ୍କର): ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ନଭେମ୍ବର ୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବିଜେପି ମୁଖପାତ୍ର ସମ୍ବିତ ପାତ୍ର…