
Browsing Category
Breaking News
ଟିକାକରଣ ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ଦାବି: ସର୍ଭେରୁ ଆସିଲା ତଥ୍ୟ
ନୂଆଦିଲ୍ଲୀ,୧୬ ।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ବେଶି ପ୍ରଭାବଶାଳୀ । ଏକ ଅଧ୍ୟୟନରେ ପାଖାପାଖି ୪୮ ପ୍ରତିଶତ ଲୋକ ଦାବି କରିଛନ୍ତି ଯେ, ଟିକାକରଣ ପୂର୍ବରୁ କରୋନା ଟେଷ୍ଟକୁ ସରକାର ବାଧ୍ୟତାମୂଳକ କରିବା…
ଖୁସି ଖବର : ଓଡ଼ିଶାରେ ଆଜି ୧୨,୦୭୭ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୬।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୨,୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ଜିଓ ପରେ ଏୟାରଟେଲର ବଡ ଘୋଷଣା: ମାଗଣାରେ ଗ୍ରାହକଙ୍କୁ ମିଳିବ ୪୯ ଟଙ୍କାର ପ୍ୟାକ୍
ନୂଆଦିଲ୍ଲୀ,୧୬ ।୫: ଜିଓ ପରେ ପରେ ଭାରତୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବଡ ଘୋଷଣା ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ମାଗଣାରେ ୪୯ ଟଙ୍କାର ରିଚାର୍ଜ ପ୍ୟାକ୍ ଦେବ କମ୍ପାନୀ । ଅବଶ୍ୟ କମ୍ପାନୀର କମ୍…
ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ମନା
ପୁରୀ,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନାର ବଢୁୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ କଟକଣା ଲାଗୁ କରାଯାଉଛି । ଏହାରି ମଧ୍ୟରେ ଆସନ୍ତା ଜୁନ୍ ମାସ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ…
ଭୁବନେଶ୍ୱରରୁ ଆଜି ୧୩୫୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୩୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
୫୦ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରି ବାପା ଫେରାର୍
ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧର ହାର ବଢ଼ିବାରେ ଲାଗିଛି । ପ୍ରତିଦିନ ଠକେଇ, ଚୋରି ଭଳି ଘଟଣାର ସାମନା କରୁଛନ୍ତି ସାଧାରଣ ଲୋକ । ତେବେ ଏହା ଭିତରେ ଆଜି ଆଉ ଏକ ସଙ୍ଗୀନ…
ଲକଡାଉନ୍ ସମୟରେ ସମସ୍ତ ରାସନ୍ ଦୋକାନ ଖୋଲା ରହିବା ସହିତ ସମୟ ବୃଦ୍ଧି ପାଇବ: କେନ୍ଦ୍ର
ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର) : ରବିବାର କେନ୍ଦ୍ର ପକ୍ଷରୁ ରାସନ ଦୋକାନ ଗୁଡିକ ଖୋଲା ରଖିିବା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଲକଡାଉନ୍ ସମୟରେ…
କଟ୍ରିନାଙ୍କ ପୁର୍ବରୁ ହରଲୀନଙ୍କ ସହ ରିଲେସନରେ ଥିଲେ ଭିକି କୌଶଲ
ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର) : ବଲିଉଡ୍ ଅଭିନେତା ଭିକି କୌଶଲଙ୍କର ଆଜି ହେଉଛି ୩୩ତମ ଜନ୍ମଦିନ । ଫିଲ୍ମରେ ତାଙ୍କ ଦମଦାର୍ ଆକ୍ଟିଂ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ସତ ହେଲେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ…
ଅଣ୍ଡା ଚୋରି କରି ସସପେଣ୍ଡ ହେଲେ ହେଡ୍ କନେଷ୍ଟବଳ, ଭିଡିଓ ଭାଇରାଲ୍
ପଞ୍ଜାବ, ୧୬/୦୫(ଓଡିଶା ଭାସ୍କର): କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ପୋଲିସ୍ କର୍ମଚାରୀ ଅଣ୍ଡା ଚୋରି କରୁଥିବା ଦେଖିବାକୁ ମିଳିଛି । ଉକ୍ତ ପୋଲିସ୍ ଜଣକ ପଞ୍ଜାବ ଫତେଗଡ…
ଗୋଆରେ ବାତ୍ୟା ତଉକ୍ତେର ତାଣ୍ଡବ; ଉପୁଡିଲା ଗଛ, ଉଡିଲା ଛାତ
ଗୋଆ, ୧୬/୦୫(ଓଡିଶା ଭାସ୍କର) : ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉକ୍ତେ ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ ଉଗ୍ରରୁପ ଧାରଣ କରିଛି । ସେଠାରେ ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ଭୀଷଣ…