Browsing Category
Breaking News
ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ
ନୂଆଦିଲ୍ଲୀ, ୨୬ା୨: ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ସମଗ୍ର ଦେଶର ୮ କୋଟି ବ୍ୟବସାୟୀ ସାମିଲ ହେବେ । ରାଜ୍ୟର ମଧ୍ୟ ୨୪ ଲକ୍ଷ ବ୍ୟବସାୟୀ ସାମିଲ ହେବେ ବୋଲି…
ପାର୍ଟନର ଆପଣଙ୍କୁ ଧୋକ୍କା ଦେଉନାହାନ୍ତି ତ, ଜାଣନ୍ତୁ ହାପି ରିଲେସନସିପର ସଙ୍କେତ
ପ୍ରତ୍ୟେକ ରିଲେସନସିପ୍ ପ୍ରେମ ଓ ବିଶ୍ୱାସରେ ଚାଲିଥାଏ । ଏଥିରେ ସାମାନ୍ୟ ବ୍ୟତିକ୍ରମ ହେଲେ ସମ୍ପର୍କ ବେଶିଦିନ ତିଷ୍ଠି ରହିପାରେ ନାହିଁ । ଦୁଇଜଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପରସ୍ପର ସହିତ ଏକତ୍ର ରହିବା ଫଳରେ ପରସ୍ପରର…
ସୋସିଆଲ ମିଡିଆ ପାଇଁ ଆଜି ଗାଇଡଲାଇନ ଜାରି କରିଲେ କେନ୍ଦ୍ର ସରକାର , ଦେଖନ୍ତୁ ଭିଡ଼ିଓ
https://www.youtube.com/watch?v=iggrZvMEZdc
ଆସନ୍ତାକାଲି ଭାରତବନ୍ଦ, ଓଡିଶାରେ ବି ରହିବ ପ୍ରଭାବ
ନୂଆଦିଲ୍ଲୀ, ୨୫ ।୨: ଫେବ୍ରୁଆରୀ ୨୬ ଅର୍ଥାତ୍ ଶୁକ୍ରବାର ଦିିନ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଏହି…
India Allout for 145, Joe Root takes 5 wickets
Ahmedabad, 25/2: Indian batting collapsed from 99/3 to 145 all out in the 3rd test at Ahmedabad. India has taken a lead of 33 runs in the 1st innings. Rohit Sharma top-scored for…
ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର
ଭଞ୍ଜନଗର,୨୫ ।୨(ଓଡିଶା ଭାସ୍କର): ଜଙ୍ଗଲ ଭିତରୁ ୨ଟି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଭଞ୍ଜନଗର ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲ ଭିତରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ଗୋଟିଏ ମୃତଦେହ ଗଛରେ ଝୁଲୁଥିବା…
ଯୁବତୀଙ୍କ ହାତଗୋଡ ବାନ୍ଧି ଜାଳିଦେଲେ!
କଟକ,୨୫ ।୨(ଓଡିଶା ଭାସ୍କର): ଜଳନ୍ତା ଘର ଭିତରୁ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇଛି । କଟକ ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଯୁବତୀ ଉଦ୍ଧାର ହୋଇଛନ୍ତି । ଘର ଭିତରୁ…
ସୋସିଆଲ ମିଡିଆ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ,୨୫ ।୨: ସୋସିଆଲ ମିଡିଆ ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ଓଟିଟି ଓ ସାମାଜିକ ଗଣମାଧ୍ୟମ…
ୟୁନିଅନ ବ୍ୟାଙ୍କରେ ଜଗା ପାଣ୍ଠି
ପୁରୀ,୨୫ ।୨(ଓଡିଶା ଭାସ୍କର): ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ରହିବ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଅର୍ଥ । ପୁରୀରେ ବ୍ୟାଙ୍କର୍ସମାନଙ୍କ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।…
ଅସହ୍ୟ ଖରା! ଅଂଶୁଘାତ ପାଇଁ ସତର୍କ ସୂଚନା
ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି । କେଉଁ ଗାଁ, ପଡାରେ ଜଳାଭାବ ରହିଛି, ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ…