Browsing Category
Breaking News
ବ୍ରିଟେନରୁ ଓଡିଶା ଆସିଛନ୍ତି ୪୩ ଜଣ
ଭୁବନେଶ୍ୱର,୨୪ ।୧୨(ଓଡିିଶ ଭାସ୍କର): ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଗତ ୧୪ ଦିନ ମଧ୍ୟରେ ବ୍ରିଟେନ ଫେରନ୍ତାଙ୍କ ବିଷୟରେ ସୂଚନା…
ବଳକା ଅର୍ଥ ଫେରାଉ ନାହାନ୍ତି ୮ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ବଳକା ଅର୍ଥ ଫେରାଉ ନାହାନ୍ତି ୮ ସରକାରୀ ବିଶ୍ୱବିଦ୍ୟାଳୟ । ଜୁନ ୧୧ରେ ଅର୍ଥ ଫେରାଇବା ନେଇ ଚିଠି କରିଥିଲା ଉଚ୍ଚଶିକ୍ଷା ବିଭାଗ । ୬ ମାସ ପରେ ଏଯାଏଁ କେହି ଅର୍ଥ ରାଶି ଫେରସ୍ତ…
ଟାଉନ୍ ପ୍ଲାନିଂ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଟାଉନ୍ ପ୍ଲାନିଂ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ ପରେ ଜମି ମାଲିକଙ୍କୁ ପଟ୍ଟା ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ…
ଓଡିଶା କ୍ୟାରିୟର ପୋର୍ଟାଲର ଶୁଭାରମ୍ଭ
ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଓଡିଶା କ୍ୟାରିୟର ପୋର୍ଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଶୁଭାରମ୍ଭ ପରେ ମନ୍ତ୍ରୀ କହିଛନ୍ତି ଯେ, ‘ନୂତନ ଓଡିଶା…
ବ୍ରାଉନସୁଗାର ଜବତ: ୬ ଗିରଫ
କଟକ, ୨୪ା୧୨ (ଓଡିଶା ଭାସ୍କର): କଟକରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରାଯାଇଛି । ଏନେଇ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, କଟକରୁ ୨୩୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି ।…
ବେଆଇନ ବନ୍ଧୁକ କାରବାର ଘଟଣା: ୩ ଦିନିଆ ରିମାଣ୍ଡରେ ଡି-ବ୍ରଦର୍ସ
ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): କମିଶନରେଟ ପୋଲିସ ଡି-ବ୍ରସର୍ଦଙ୍କୁ ରିମାଣ୍ଡରେ ନେବ । ଏନେଇ ବାଲେଶ୍ୱର ଓ ବଲାଙ୍ଗୀର ଜେଲରୁ ଦୁଇଭାଇଙ୍କୁ ଅଣାଯାଇଛି । ତେବେ ବନ୍ଧୁକ ଜବତ ଘଟଣା ବିଷୟରେ ପଚରାଉଚରା କରାଯିବ ବୋଲି…
ଭାରତରୁ ସମଗ୍ର ବିଶ୍ୱ ଶିଖିଛି, ରାହୁଲ ମଧ୍ୟ ଶିଖନ୍ତୁ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ, ୨୪ା୧୨: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ କଡ଼ା ଜବାବ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, କଂଗ୍ରେସ ଶାସନ…
ଅତ୍ୟଧିକ ଅଣ୍ଡା ଖାଇବା ବି କ୍ଷତିକାରକ
ଅଣ୍ଡା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ପିଲାମାନେ…
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଜଣା ତଥ୍ୟ, ଯାହା ଉଡ଼ାଇଦେବ ଆପଣଙ୍କ ହୋସ୍
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ ଅଂଶ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ ଏହି ଦ୍ୱୀପପୁଞ୍ଜର ଅନେକ ତଥ୍ୟ ବିଷୟରେ ଅନେକଙ୍କୁ ଅଜଣା ଥିବ । ଆସନ୍ତୁ ଜାଣିବା…
ଜାନୁଆରୀ ୪ରେ ଖୋଲିବାକୁ ଯାଉଥିବା ସ୍କୁଲ-କଲେଜକୁ ନେଇ ଆସିଲା ଗାଇଡଲାଇନ୍
ପାଟନା,୨୪ ।୧୨: କରୋନା ଓ ଲକଡାଉନ୍ ଯୋଗୁଁ ୯ ମାସ ଧରି ବନ୍ଦ ହୋଇଥିବା ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକ ନୂଆବର୍ଷରୁ ଖୋଲିବାକୁ ଯାଉଛି । ୪ ଜାନୁଆରୀ ୨୦୨୧ରୁ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବାକୁ ସରକାର ନିଷ୍ପତ୍ତି…