Browsing Category
Breaking News
୨୪ଘଣ୍ଟାରେ କୋଟିଏ ଟଙ୍କାର ଫାଇନ
ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ୨୪ଘଣ୍ଟା ଭିତରେ ୧କୋଟି ୬ଲକ୍ଷ ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ସମୁଦାୟ ୩୮୭୦ ଜଣ ଖିଲାପକାରୀଙ୍କଠାରୁ…
ଦିଲ୍ଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ
ନୂଆଦିଲ୍ଲୀ,୨ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଧିରେ ଧିରେ ସାରା ବିଶ୍ୱରେ କାୟା ବିସ୍ତାର କରୁଛି । ରାଜଧାନୀ ଦିଲ୍ଲୀରେ ଆଜି ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଜଣେ ଇଟାଲୀ ଫେରନ୍ତା…
ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ଦଳର ସମସ୍ତ ନେତା, କର୍ମକର୍ତ୍ତା, ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୫ରେ ପାଳନ ହେବାକୁ ଯାଉଥିବା ବିଜୁ…
ନିର୍ଭୟା ମାମଲା: ଟଳିବନି ଫାଶୀ ତାରିଖ !
ନୂଆଦିଲ୍ଲୀ,୨ ।୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାରକୁ ଆଜି ସୁପ୍ରିମକୋର୍ଟଙ୍କ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ପବନର କ୍ୟୁରେଟିଭି ପିଟିସନ ଖାରଜ କରିଛନ୍ତି ।…
ନିର୍ଭୟା ମାମଲା, ପବନର ରାଜକ୍ଷମା ଆବେଦନ
ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ରାଜକ୍ଷମା ପାଇଁ ଆବେଦନ କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ପବନର ଓକିଲ ରାଜକ୍ଷମା…
ମାଟ୍ରିକ ପରୀକ୍ଷା ଶେଷ, ୧୮ରୁ ଖାତା ଦେଖା ଆରମ୍ଭ
କଟକ, ୨ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ଆସନ୍ତା ମାର୍ଚ୍ଚ ୧୮ତାରିଖରୁ ଖାତା ଦେଖା ଆରମ୍ଭ ହେବ । ୨୦ଦିନ ଧରି ଚାଲିବ ଏହି ଖାତାଦେଖା ପ୍ରକ୍ରିୟା । ୬୧ଟି ମୂଲ୍ୟାୟନ କେନ୍ଦ୍ରରେ…
ଶେଷ ଦିନରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ!
କାମାକ୍ଷାନଗର, ୨ା୩(ଓଡ଼ିଶା ଭାସ୍କର): କାମାକ୍ଷାନଗରରେ ମାଟ୍ରିକ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ…
ସ୍କୁଲ ବସକୁ ୩୭ ହଜାର ୫୦୦ ଫାଇନ୍
ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧ରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିବା ବେଳେ ଉଲ୍ଲଂଘନକାରୀଙ୍କ ଠାରୁ ଜୋରଦାର ଫାଇନ୍ ଆଦାୟ ଚାଲିଛି । ରାଜଧାନୀ ଭୁବନେଶ୍ୱରରେ ଏକ ସ୍କୁଲ ବସକୁ ଆଜି ୩୭ ହଜାର ୫୦୦…
ନୂଆ ଟ୍ରାଫିକ୍ ନିୟମକୁ କଂଗ୍ରେସର ବିରୋଧ
ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧ରୁ ସାରା ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ନୂଆ ନିୟମ ଓ କଟକଣାକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ…
ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିର୍ମାଣ ସେବା ସପ୍ତାହ ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି…