CHARIDHAM
Browsing Category

Breaking News

ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମର ଆସିଲା ପୋଷ୍ଟର, ଏହି ଦିନ ହେବ ରିଲିଜ୍..

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । ଏହାରି ମଧ୍ୟରେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ର ପୋଷ୍ଟର ରିଲିଜ୍ ହୋଇସାରିଛି । ପ୍ରଶଂସମାନେ ଆଜି ପର୍ଯ୍ୟନ୍ତ…

ଇସ୍ରୋର ବଡ଼ ଘୋଷଣା, ବେସରକାରୀ କମ୍ପାନୀ ମଧ୍ୟ ଭାରତରେ ତିଆରି କରିପାରିବେ ରକେଟ୍ ଓ ସାଟେଲାଇଟ

ନୂଆଦିଲ୍ଲୀ, ୨୫ା୬: ଆଗାମୀ ଦିନରେ ଭାରତରେ ମଧ୍ୟ ମହାକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ଏନେଇ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ଇସ୍ରୋର ମୁଖ୍ୟ କେ…

ଭିଜିଲାନ୍ସ ଜାଲରେ ଏସଆଇ

ଗଞ୍ଜାମ, ୨୫ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ସ୍ଥିତ ଜଗନ୍ନାଥପ୍ରସାଦ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଞ୍ଚ ନେଉଥିବା ଅଭିଯୋଗରେ ଏସଆଇ ଗିରଫ ହୋଇଛନ୍ତି । ୩ହଜାର ଟଙ୍କା ଲାଞ୍ଚ…

ଆତ୍ମହତ୍ୟା କଲେ ୧୬ ବର୍ଷୀୟ ଟିକ୍ ଟକ୍ ଷ୍ଟାର, କିଛି ଘଣ୍ଟା ପୂର୍ବରୁ ହିଁ ସେୟାର କରିଥିଲେ ନିଜର ଡ୍ୟାନ୍ସ ଭିଡିଓ

ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିବା ପରେ ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଖବର ମୁତାବକ, ୧୬ ବର୍ଷୀୟ ସୋସିଆଲ ବା ଟିକ୍ ଟକ୍ ଷ୍ଟାର ସିୟା କକ୍କଡ ଆତ୍ମହତ୍ୟା…

ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଜଣ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ଜଣ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୩୮ଜଣଙ୍କ ମଧ୍ୟରୁ ୨୫ଜଣ ହୋମ…

ସିବିଏସଇ ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ କଲେଜ ଓ ସ୍କୁଲ ବନ୍ଦ ରଖାଯିବା ସହ ପ୍ରାୟ ସବୁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହାରି…

ଅଚାନକ୍ ବିଜୁଳି ମାରିବାରୁ ୨୩ ଲୋକଙ୍କର ଚାଲିଗଲା ଜୀବନ

ବିହାର,୨୫ ।୬: ଅଚାନକ୍ ବଜ୍ରପାତ ହେବାରୁ ୨୩ ଳୋକଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ବିହାରର ଗୋପାଳଗଞ୍ଜ ସିୱାନ, ମଧୁବନୀ, ମୋତିହାରୀ, ଦରଭଙ୍ଗାରେ ଘଟିଯାଇଛି । ଏଥିରୁ ୧୩ ଜଣ ଭୋପାଳଗଞ୍ଜର ହୋଇଥିବା ବେଳେ…

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ୬ଟି ଗାଡ଼ି

ମାଲକାନଗିରି, ୨୫ା୬(ଓଡ଼ିଶା ଭାସ୍କର): ମାଲକାନଗିରି ସୀମାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଥିବା ସୂଚନା ମିଳିଛି । ସେମାନେ ରାସ୍ତା ନିର୍ମାଣକୁ ବିରୋଧ କରି ୬ଟି ଗାଡ଼ି ଜାଳି ଦେଇଛନ୍ତି । ସୁକମା କୁକାନାର ଥାନା…

ପାରାଦୀପରେ ଇଣ୍ଡିଆନ ଅଏଲ୍‌ର PADC ଉଦଘାଟନ ସମୟରେ କଣ କହିଲେ ମୁଖ୍ୟମନ୍ତ୍ରୀ ?

ପାରାଦୀପ, ୨୫।୬(ଓଡ଼ିଶା ଭାସ୍କର): ପାରାଦୀପରେ ଇଣ୍ଡିଆନ ଅଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ରକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ…