Browsing Category
Breaking News
ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି: ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କେବେ ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ ଏବେ ଚତୁର୍ଥ କିସ୍ତିକୁ ନେଇ ସୂଚନା…
ଋଷଭଙ୍କ ଟାର୍ଗେଟରେ ବିରାଟ ରେକର୍ଡ! ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁନିଆ ଦେଖିଲା ପନ୍ତଙ୍କ ରୌଦ୍ର ରୂପ
ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ସଂଘର୍ଷ ଜାରି ରହିଛି । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୩୫ ରନ୍ କରି ଅଲଆଉଟ ହୋଇଥିବା ବେଳେ ଭାରତ ୨୬୩ ରନ୍ ସଂଗ୍ରହ କରିଛି । ଶୁଭମନ ଗିଲଙ୍କ…
GATE 2025: ନଭେମ୍ବର ୧୦ ପର୍ଯ୍ୟନ୍ତ ବଢ଼ିଲା ଆପ୍ଲିକେସନ ଫର୍ମ ସଂଶୋଧନର ଅନ୍ତିମ ତାରିଖ
ନୂଆଦିଲ୍ଲୀ: ଗ୍ରାଜୁଏଟ ଆପ୍ଲିଟ୍ୟୁଡ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ ପାଇଁ ରେଜିଷ୍ଟ୍ରେସନ କରୁଥିବା ପ୍ରାର୍ଥୀମାନେ ନିଜର ଆପ୍ଲିକେସନ ଫର୍ମରେ ସଂଶୋଧନ କରିପାରିବେ । ଆପ୍ଲିକେସନ ଫର୍ମ ସଂଶୋଧନ କରିବାର ଅନ୍ତିମ…
ଧଳା ବାଘୁଣୀ ‘ରୁପା’ ଜନ୍ମ ଦେଲା ୪ ଶାବକ
ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଧଳା ବାଘୁଣୀ ‘ରୁପା’ ଜନ୍ମ ଦେଲା ୪ ଶାବକ। ୪ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ଛୁଆଙ୍କ ଯତ୍ନ ନେଉଛି ରୁପା। ସିସିଟିଭି ଜରିଆରେ ମାଆ ଓ ୪ ଶାବକଙ୍କ ଉପରେ କର୍ତ୍ତୃପକ୍ଷଙ୍କ…
କେବେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ? ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ରାଜ୍ୟର ଅନେକ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ଟଙ୍କା ପାଇନାହାଁନ୍ତି । ବାଦ୍ ପନିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବା ନେଇ ବଡ଼ ଘୋଷଣା କରିଛନ୍ତି…
ଯଦି ହିନ୍ଦୁ ଅନୁଷ୍ଠାନର ଟ୍ରଷ୍ଟି ମୁସଲମାନ ହୋଇପାରିବେନି, ତେବେ ଜଣେ ଅଣମୁସଲମାନ କିପରି ୱାକଫ ବୋର୍ଡର ସଦସ୍ୟ ହୋଇପାରିବେ?- ଓୱେସି
ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଅଲ୍ ଇଣ୍ଡିଆ ମଜଲି-ଏ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ସଭାପତି ଅସଦୁଦ୍ଦିନ ଓୱେସି ପ୍ରସ୍ତାବିତ ଓ୍ଵାକ୍ଫ ବିଲ୍ କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଆନ୍ଧ୍ରପ୍ରଦେଶର…
ସାଇବର ଆଟାକ୍ ଦେଶ ପାଇଁ ଏକ ବଡ଼ ବିପଦ: ୨୦୩୩ ସୁଦ୍ଧା ପ୍ରତିବର୍ଷ ହେବ ୧ ଲକ୍ଷ କୋଟି ସାଇବର ଆଟାକ୍; ଆଶ୍ଚର୍ଯ୍ୟ କରିଦେବ ରିପୋର୍ଟ
ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ଲଗାତାର ଭାବରେ ଦେଶର ନିରୀହ ଲୋକଙ୍କୁ ଶିକାର କରୁଛନ୍ତି । ସାଇବର ଆଟାକର ଗ୍ରାଫ୍ ଲଗାତାର ଭାବେ ବୃଦ୍ଧି ପାଉଛି । ଏହି ସାଇବର ଆଟାକ୍ ଉପରେ ଏନଜିଓ ପ୍ରହାରର 'The Invisible Hand…
ମାଟ୍ରିକ୍ ପରୀକ୍ଷା ପାଇଁ ଆସିଲା ବିଜ୍ଞପ୍ତି: କାଲିଠୁ ଆରମ୍ଭ ହେବ ଫର୍ମ ପୂରଣ
କଟକ: ୨୦୨୫ ମାଟ୍ରିକ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ଅର୍ଥାତ୍ ଆସନ୍ତାକାଲି ଠାରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ସେହିପରି ଫର୍ମ ପୂରଣର…
ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଟଳିଲେ 2 ଆତଙ୍କୀ
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ଟଳି…
ପ୍ରେମ ପାଇଁ ସ୍ୱାମୀ-ଛୁଆଙ୍କୁ ଛାଡ଼ଲେ ବ୍ରାଜିଲ ମହିଳା; ନିଜ ପୁଅଠାରୁ ସାନ ଯବକଙ୍କୁ ବିବାହ କରିବାକୁ ଆସିଲେ ଭାରତ
ନୂଆଦିଲ୍ଲୀ: ଏକ ନିଆରା ପ୍ରେମ କାହାଣୀରେ ବ୍ରାଜିଲର ୫୧ ବର୍ଷୀୟା ମହିଳା ରୋଜି ନାଏଦ ଶିକେରା ୩୦ ବର୍ଷୀୟ ପୱନ ଗୋଏଲଙ୍କ ସହ ରହିବା ପାଇଁ ନିଜ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ରୋଜି ଏବଂ ପୱନଙ୍କ ସାକ୍ଷାତ ଗତ…