Browsing Category
ବାଣିଜ୍ୟ
ଆପଲ ଲଞ୍ଚ କଲା ନୂଆ ମ୍ୟାକ୍ ବୁକ୍ ପ୍ରୋ: ଶକ୍ତିଶାଳୀ ଚିପ୍ସ ଏବଂ ନାନୋ ଟେକ୍ସଚର ଡିସପ୍ଲେରେ ସଜ୍ଜିତ
ମୁମ୍ୱାଇ: ଆପଲ ଏହାର ନୂଆ ମ୍ୟାକ୍ ବୁକ୍ ପ୍ରୋ ମଡେଲ୍ ଲଞ୍ଚ କରିଛି, ଯେଉଁଥିରେ ଅତ୍ୟାଧୁନିକ ଏମ୍ ୪, ଏମ୍ ୪ ପ୍ରୋ ଏବଂ ଏମ୍ ୪ ମ୍ୟାକ୍ସ ଚିପସେଟ୍ ରହିଛି। ଏହି ନୂଆ ମ୍ୟାକ୍ ବୁକ୍ ପ୍ରୋ ମଡେଲ୍ ଗୁଡ଼ିକ ୧୪ ଇଞ୍ଚ ଏବଂ ୧୬…
ଦୀପାବଳି ଏବଂ ଧନ୍ୱନ୍ତରୀ ପର୍ବରେ ଦେଢ ଲକ୍ଷ କୋଟିର କ୍ଷତି ସହିଲା ଚୀନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଚୀନକୁ ବଡ ଝଟକା ଲାଗିଛି। ଗତକିଛି ବର୍ଷ ହେବ ଭାରତୀୟ ବଜାରରେ ଦୀପାବଳି ଏବଂ ଧନତେରାସରେ ଚୀନ୍ ଉତ୍ପାଦର ଚାହିଦା ହ୍ରାସ ପାଇବାରେ ଲାଗିଛି। ଖାସକରି ସାଜସଜ୍ଜା ସାମଗ୍ରୀର ବିକ୍ରିରେ…
ଦୀପାବଳିରେ ଚମକିଲା ସୁନା, ପ୍ରଥମ ଥର ପାଇଁ ଏତିକି ଛୁଇଁଲା ଦାମ୍
ନୂଆଦିଲ୍ଲୀ: ଧନତେରାସ, ଦୀପାବଳି ପାଇଁ ସବୁଆଡେ ଖୁସିର ମାହୋଲ । ତେବେ ଏହି ସମୟରେ ସୁନା କିଣିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିବେଚନା କରିଥାନ୍ତି । ତେବେ ଦୀପାବଳି ପୂର୍ବରୁ…
ଚକ କହେ କାହାଣୀ; ଚାଇନା ଆଲୋକ ସାମ୍ନାରେ ଫିକା ପଡ଼ିଲା ମାଟି ଦୀପ, ନିରାଶ ହେଲେ କାରିଗର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୀପାବଳି ପର୍ବ ଆସିବା ମାତ୍ରେ ବଜାରରେ ଉଜ୍ଜ୍ୱଳତା ବଢିଥାଏ, କିନ୍ତୁ ପରିବର୍ତ୍ତିତ ସମୟ ସହିତ ମାଟି ଦୀପର ଚମକ କମିବାରେ ଲାଗିଛି । ଏହି ଦୀପଗୁଡ଼ିକର ଚାହିଦା ପୂର୍ବ ଭଳି ନାହିଁ।…
ଦିୱାଲୀ ଧମାକା, Jio ଆଣିଲା ଶସ୍ତା ରିଚାର୍ଜ ପ୍ଲାନ: ମାସକ ପାଇଁ Unlimited Calling, Data
ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ତରଫରୁ ଗ୍ରହକଙ୍କ ପାଇଁ ଦୀପାବଳି ସ୍ପେସାଲ ରିଚାର୍ଜ ପ୍ଲାନ ଲଞ୍ଚ୍ ହୋଇଛି । ଅଳ୍ପ ଖର୍ଚ୍ଚରେ ମାସକ ପାଇଁ କଲିଙ୍ଗ ସହ ଇଣ୍ଟରନେଟର ମଜା ନେଇପାରିବେ ଗ୍ରାହକ । ବଭିନ୍ନ ପ୍ଲାନରେ ନାନା…
Xiaomi ଲଞ୍ଚ କଲା ସବୁଠୁ ଦମଦାର ପ୍ରୋସେସରର ଫୋନ, OnePlus, Realme ରହିଯିବେ ପଛରେ
ନୂଆଦିଲ୍ଲୀ: ସାଓମି ଦୁନିଆର ପ୍ରଥମ Qualcomm Snapdragon 8 Elite ପ୍ରୋସେସରର ଫୋନ ଲଞ୍ଚ କରିଛି। କମ୍ପାନୀ OnePlus ଏବଂ Realme କୁ ଏହି ମାମଲାରେ ପଛରେ ପକାଇଛି। ଏହି ଦୁହେଁ ଚୀନ କମ୍ପାନୀ ମଧ୍ୟ ଏହି ପ୍ରୋସେସର…
ଦିୱାଲୀରୁ ଶସ୍ତା ହେବ ପେଟ୍ରାଲ-ଡିଜେଲ! ଜାଣନ୍ତୁ କିପରି ନିର୍ଦ୍ଧାରଣ କରାଯାଏ ପେଟ୍ରୋଲ ମୂଲ୍ୟ
ଓଡ଼ିଶା ଭାସ୍କର: ରାତି ପାହିଲେ ସାରା ଭାରତରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏହାପୂର୍ବରୁ ଗାଡ଼ିଚାଳକ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏହି ଦିୱାଲୀରେ ଜନତାଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ…
BSNLର ୧୯୯୯ ଟଙ୍କିଆ ପ୍ଲାନର ଦାମ୍ ହ୍ରାସ ପାଇଲା: ନଭେମ୍ବର ୭ରେ ସରିଯିବ ଏହି ଦୀପାବଳି ଅଫର୍
ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ତା’ର ଅଗଣିତ ଗ୍ରାହକଙ୍କୁ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ବୋନସ୍ ଦେଇଛି । କମ୍ପାନୀ ତା’ର ୩୬୫ ଦିନିଆ ପ୍ଲାନକୁ ଶସ୍ତା କରିଦେଇଛି । ଏହାଫଳରେ ଗ୍ରାହକମାନେ ଦୀପାବଳୀ…
ସେୟାର ବଜାର: ପ୍ରତିରକ୍ଷା କମ୍ପାନୀରେ ଇନଭେଷ୍ଟ ପାଇଁ ନିବେଶଙ୍କ ମଧ୍ୟରେ ଆଗ୍ରହ
ନୂଆଦିଲ୍ଲୀ: ସେୟାର ବଜାରରେ ବେପାର ମାନ୍ଦା ଚାଲିଛି । ନିବେଶକ ଚିନ୍ତାରେ । ଏମିତି ସମୟରେ କିନ୍ତୁ ଡିଫେନ୍ସ କମ୍ପାନୀର ସେୟାରରେ ଭାରି ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେୟାର କିଣିବାକୁ ନିବେଶକଙ୍କ ମଧ୍ୟରେ ଲାଗିଛି…
ନିରାଶ କଲା ଶେୟାର ବଜାର ଓପନିଂ, ୦.୧୬% ହ୍ରାସ ସହ ଖୋଲିଲା ସେନସେକ୍ସ
ମୁମ୍ବାଇ: ଆଜି ଭାରତୀୟ ଶେୟାର ବଜାର ଖୋଲିବା ସମୟରେ ସେଥିରେ ହ୍ରାସ ପରିଲିଖିତ ହୋଇଥିଲା । ଏହାର ମୁଖ୍ୟ କାରଣ ହେଉଛି କିଛି ବଡ଼ ବଡ଼ ଶେୟାରରେ ହ୍ରାସ ଘଟିବା । ପ୍ରାରମ୍ଭକ କାରବାର ସମୟରେ ଏଥିରେ ଉତ୍ଥାନ ପତନ ଦେଖିବାକୁ…