Browsing Category
ବାଣିଜ୍ୟ
ସରକାର କମାଇଲେ ଗ୍ୟାସ୍ ଦର: ଜାଣନ୍ତୁ CNG ଓ PNG ଉପରେ କ’ଣ ପଡିଲା ପ୍ରଭାବ
ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସ କରିଛନ୍ତି । ଏହି ନିଷ୍ପତ୍ତି ହେତୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କେଜି ଡି୬ ବ୍ଲକରୁ ବାହାରୁଥିବା ଗ୍ୟାସର ମୂଲ୍ୟ ବର୍ତ୍ତମାନ…
ଆସୁଛି ରିଜର୍ଭ ବ୍ୟାଙ୍କର ‘ଡିଜିଟା’, ଏଣିକି ଅନଲାଇନ୍ ଠକେଇ ଉପରେ ଲାଗିବ ଲଗାମ୍
ନୂଆଦିଲ୍ଲୀ: ଅନଲାଇନ୍ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡିଜିଟାଲ୍ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଗମ୍ଭୀରତାର ସହ ବିଚାର କରୁଛି । ‘ଡିଜିଟା' ଦେଶରେ ବୃଦ୍ଧି…
FashTag, SBI Credit Card, ଏବଂ LPG Gas… କାଲିଠାରୁ ବଦଳିଯିବ ଏହିସବୁ ନିୟମ: ଜାଣି ରଖନ୍ତୁ ଡିଟେଲ୍ସ
ଓଡ଼ିଶା ଭାସ୍କର: ଆସନ୍ତାକାଲି ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ…
ଅଣପ୍ରବାସୀ ଆମେରିକୀୟଙ୍କୁ ବଡ଼ ଝଟକା, ଏପ୍ରିଲ ୧ରୁ ବୃଦ୍ଧି ହେବ ଭିସା ଶୁଳ୍କ
ନୂଆଦିଲ୍ଲୀ: ଆପଣ ଆମେରିକା ଯିବାର ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କୁ ଝଟକା ଦେଇପାରେ । ଏପ୍ରିଲ ୧ରୁ ଅଣପ୍ରବାସୀ ଆମେରିକୀୟ ଭିସା ପାଇଁ ଆଦାୟ କରାଯାଉଥିବା ଶୁଳ୍କରେ ପ୍ରାୟ ୩ ଗୁଣା ବୃଦ୍ଧି…
ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର କଲା ଐତିହାସିକ ରେକର୍ଡ, ଭାରତ ବଜାର ପ୍ରତି ବଢିଛି ବିଦେଶୀଙ୍କ ପସନ୍ଦ
ନୂଆଦିଲ୍ଲୀ:ବିଦେଶୀଙ୍କୁ ଭାରତୀୟ ବଜାର ଖୁବ୍ ପସନ୍ଦ ଆସୁଛି । ଲଗାତର ୫ମ ସପ୍ତାହରେ ଆଜି ବିଦେଶୀ ମୁଦ୍ରା ଭଣ୍ଡାର ((Forex Reserve of India) କ୍ଷେତ୍ରରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି ଓ ଏବେ ଭାରତର ବିଦେଶୀ…
ଫାଷ୍ଟାଗ୍ କାମ କରୁନଥିଲେ ଡବଲ୍ ଟ୍ୟାକ୍ସ ଦେବାର କୌଣସି ଆବଶ୍ୟକତା ନାହିଁ: ଆପଣଙ୍କୁ କେବଳ କରିବାକୁ ପଡିବ ଏହି କାମ
ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତ ଗାଡ଼ିରେ ଫାଷ୍ଟାଗ୍ ଲଗାଯାଇଛି । ଗାଡ଼ିଟି ଟୋଲ ଟ୍ୟାକ୍ସରେ ପହଞ୍ଚିବା ମାତ୍ରେ ଫାଷ୍ଟାଗ ମାଧ୍ୟମରେ ଏହାର ଟୋଲ କଟିଥାଏ ।
ଯଦି ଆପଣଙ୍କ ଗାଡିର ଫାଷ୍ଟାଗ୍ କାମ କରୁନାହିଁ କିମ୍ବା…
ଏଣିକି ଘର ତିଆରି କରିବା ଆହୁରି ସହଜ! କମିଲା ଲୁହା ରଡର ଦାମ୍, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ କାରଣ ମାର୍ଚ୍ଚ ଶେଷରେ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟରେ ହ୍ରାସ ଘଟିଛି ।
ମାର୍ଚ୍ଚ…
ପାନ୍-ଆଧାର, ଡେବିଟ୍ କୁ ନେଇ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଜାଣନ୍ତୁ କେବେ ଏବଂ କିପରି
ନୂଆଦିଲ୍ଲୀ: ପାନ୍-ଆଧାର, ଡେବିଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁୁ ଯାଉଛି, ଆସନ୍ତୁ ଜାଣନ୍ତୁ କେତେବେଳେ ଏବଂ କିପରି । ଏପ୍ରିଲ ୧ରୁ ପାନ୍-ଆଧାର, ଡେବିଟ୍, ପିଏଫ୍୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ…
ସୁନା ଦର ଗୋଟିଏ ଦିନରେ ବଢିଗଲା ୧୩ ଶହ ଟଙ୍କା, ଆଉ କିଛି ଦିନରେ ୭୦ହଜାର ଟପିପାରେ
ଭୁବନେଶ୍ୱର: ଦିନକୁ ଦିନ ବଢି ଚାଲିଛି ସୁନା ଦର । ଏବେ ବିବାହ ଋତୁ ଚାଲିଥିବାରୁ ସୁନା ଦର ପ୍ରତିଦିନ ବଢିଚାଲିଛି । ଗୋଟିଏ ଦିନରେ ସୁନା ଦର ବଢିଗଲା ୧୩ ଶହ ଟଙ୍କା । ଯାହା ଫଳରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ…
ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଠକାମୀର ଶିକାର ହୋଉଛନ୍ତି : ବୟାନ ଜାରି କଲା ବ୍ୟାଙ୍କ
ନୂଆଦିଲ୍ଲୀ : ଆକ୍ସିସ୍ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବ୍ୟାଙ୍କର ଅନେକ କ୍ରେଡିଟ କାର୍ଡଧାରୀ ବିଦେଶରେ ଠକେଇ ହେଉଥିବା କାରବାର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ତେବେ ଡାଟାରେ କୌଣସି ଉଲ୍ଲଂଘନ…