Browsing Category
ବାଣିଜ୍ୟ
ଦଶହରା ପୂର୍ବରୁ କମିଲା ସୁନା-ରୂପା ଦର, ବଢିଲା ବିକ୍ରି, ଜାଣନ୍ତୁ ତାଜା ରେଟ୍
ନୂଆଦିଲ୍ଲୀ: ସୁନା ମଙ୍ଗଳବାର ଦିନ ଆହୁରି ଶସ୍ତା ହୋଇଯାଇଛି। ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୩୩୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୬ ହଜାର ୯୧୦ ଟଙ୍କା ହୋଇଛି। ରିପୋର୍ଟ ମୁତାବକ, ୨୨ କ୍ୟାରେଟ ସୁନାର ମୂଲ୍ୟ ୧…
ମେକ ଇନ ଓଡିଶାରେ ବିଦେଶୀ ନିବେଶକଙ୍କୁ ସାମିଲ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ
ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ଉକ୍ରର୍ଷ ୨୦୨୫ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନିଆ ଦିଲ୍ଲୀ ଗସ୍ତ କାଳରେ ଦିଲ୍ଲୀରେ ସେ ମେକ ଇନ ଓଡିଶା ଭିଜନରେ ନିବେଶକଙ୍କ ସହ କରିବେ…
ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୮ତମ କିସ୍ତି, ଏପରି କରନ୍ତୁ e-KYC
ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି…
ଆଜିଠୁ ମହଙ୍ଗା ହେଲା LPG ସିଲିଣ୍ଡର ମୂଲ୍ୟ, ପାର୍ବଣ ପୂର୍ବରୁ ଦେଲା ଝଟକା
ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରର ନୂଆ ହାର ଆଜି ଅକ୍ଟୋବର ୧ ରେ ଜାରି କରାଯାଇଛି । ଦଶହରା ଏବଂ ଦିୱାଲୀ ଭଳି ପର୍ବ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ଝଟକା ଲାଗିଛି । କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୫୦…
ଆଜି ଯାଏଁ ମାଟି ତଳୁ କେତେ ସୁନା ବାହାରିଲାଣି, ଆଉ କେତେ ଅଛି?
ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଦର । ସୁନାରେ ନିର୍ମିତ ଅଳଙ୍କାକୁ ନେଇ ସାରା ବିଶ୍ୱରେ ବିଶେଷ ମହତ୍ତ୍ୱ ରହିଥାଏ, ବିଶେଷ କରି ବିବାହ ଭଳି ଅବସରରେ । ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବିବାହରେ ସୁନାରେ…
Relience Jioର ଦୁର୍ଗାପୂଜା ଅଫର୍: ମାତ୍ର ୧୦ ଟଙ୍କାରେ Daily 2 GB ଡାଟା, ଅନଲିମିଟେଡ୍ କଲିଙ୍ଗ ସୁବିଧା
ଓଡ଼ିଶା ଭାସ୍କର: ଭାରତର ଲୋକପ୍ରିୟ ଟେଲିକମ୍ କମ୍ପାନୀ ଜିଓ ବର୍ତ୍ତମାନ ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ ଦେଉଛି । ଏବେ କମ୍ପାନୀ ଗ୍ରାହକଙ୍କୁ ଦୁର୍ଗାପୂଜା ଅବସରରେ ଏକ ଦମଦାର ଅଫର ପ୍ରଦାନ କରିଛି । ଖୁବ କମ୍…
ଗାଡ଼ି ଚାଳକଙ୍କୁ ଝଟକା, କାଲିଠୁ ବଢିବ Toll Tax: କିଲୋମିଟର ପ୍ରତି ଦେବାକୁ ହେବ ଏତିକି ଟଙ୍କା
ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଗାଡ଼ି ଚାଳକ ମାନଙ୍କୁ ଲାଗିବ ଶକ୍ତ ଝଟକା । ଯାତାୟତ ପାଇଁ ବୃଦ୍ଧି ପାଇବ ଟୋଲ ଟାକ୍ସ । ଏଣିକି ଏକ୍ସପ୍ରେସ-ୱେରେ ଯିବା ଆସିବା ହୋଇଯିବ ଆହୁରି ମହଙ୍ଗା । ଆସନ୍ତାକାଲି ବର୍ଷର ଦଶମ ମାସ…
ଆଜି Last date… କାଲିଠାରୁ ବଦଳିଯିବ ଏହିସବୁ ନିୟମ! October ପହିଲାରୁ ନୂଆ ନିୟମ ଲାଗୁ
ଓଡ଼ିଶା ଭାସ୍କର: ଆଜି ସେପ୍ଟେମ୍ବର ମାସର ଶେଷ ଦିନ । ରାତି ପାହିଲେ ଆରମ୍ଭ ହୋଇଯିବ ବର୍ଷର ଦଶମ ମାସ ଅକ୍ଟୋବର । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ…
(Video) ଦ୍ୱିତୀୟ ପର୍ଯ୍ୟାୟରେ କେତେ ମହିଳା ପାଇବେ ‘ସୁଭଦ୍ରା’ ଟଙ୍କା? ଏହିମାନଙ୍କୁ ମିଳିବ ପ୍ରଥମ କିସ୍ତି, ୨ ମହିଳା ହେବେ ସମ୍ମାନିତ
ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ତାରିଖ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅକ୍ଟୋବର ୯ ତାରିଖରେ ରାଜ୍ୟର ଆଉ କିଛି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ…
ମାତ୍ର ୧୭ ଦିନରେ ୧ ଲକ୍ଷ ଟଙ୍କା ନିବେଶରୁ ୧୦୦ କୋଟିର ରୋଜଗାର: ଅସମ୍ଭବ ଲାଗୁଥିଲେ ବି ସତ
ନୂଆଦଲ୍ଲୀ: ନିବେଶ ପାଇଁ ଆମେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରୁ । କେତେକ ସ୍ଥାନରେ ଅଧିକ ବିପଦ ଥାଏ ତ’ ଆଉ କେଉଁଠାରେ କମ୍ ରିଟର୍ଣ୍ଣ । ତଥାପି, ଯଦି ଆମେ ଆପଣଙ୍କୁ କହିବୁ ଯେ ଜଣେ ବ୍ୟକ୍ତି ମାତ୍ର ୧୭ ଦିନରେ ୧ ଲକ୍ଷ…