fbpx
Browsing Category

ବାଣିଜ୍ୟ

ମହଙ୍ଗା ଗହମ-ଚାଉଳରୁ ଶୀଘ୍ର ମିଳିବ ମୁକ୍ତି! ଖୋଲା ବଜାରରେ ଲକ୍ଷ ଲକ୍ଷ ଟନ୍ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ଆଗାମୀ ସମୟରେ ଗହମ ଏବଂ ଚାଉଳର ମୂଲ୍ୟରେ ହ୍ରାସ ଘଟିପାରେ। ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି ଯେ, ସରକାର ଖୋଲା ବଜାରରେ ଅତିରିକ୍ତ ୫୦ ଲକ୍ଷ ଟନ୍ ଗହମ ଏବଂ ୨୫ ଲକ୍ଷ ଟନ୍ ଚାଉଳ ବିକ୍ରି…

ଆତ୍ମନିର୍ଭର ଭାରତ ୱେବ୍ ବ୍ରାଉଜର ଲଞ୍ଚ କରିବେ ସରକାର, ଗୁଗୁଲ୍ କ୍ରୋମ୍ ଏବଂ ମୋଜିଲା ଫାୟାରଫକ୍ସ ସହିତ ହେବ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତୀୟ ଇଣ୍ଟରନେଟ୍ ମାର୍କେଟ୍‌ରେ ୮୫୦ ମିଲିୟନ ଉପଭୋକ୍ତା ରହିଛନ୍ତି । ସିମିଲାର ୱେବ୍ ରିପୋର୍ଟ ଅନୁଯାୟୀ ଜୁଲାଇ ମାସରେ ଗୁଗୁଲ୍ କ୍ରୋମ୍ କୌଣସି ପ୍ରତିଦ୍ୱନ୍ଦି ବିନା ୮୮.୪୭% ମାର୍କେଟ୍ ସହିତ ପ୍ରଥମ…

Jioର ୪୧,୦୦୦ରୁ ଅଧିକ କର୍ମଚାରୀ ଛାଡିଲେ ଚାକିରି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମଧ୍ୟ ୧.୬୭ ଲକ୍ଷ କର୍ମଚାରୀ ହୋଇଥିଲେ ଅଲଗା

ନୂଆଦିଲ୍ଲୀ: ୨୦୨୩ ଆର୍ଥିକ ବର୍ଷରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୋଟ ୧,୬୭,୩୯୧ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ କମ୍ପାନୀରୁ ବାହାରି ଯାଇଛନ୍ତି। ଏଥିରେ ୪୧,୮୧୮ କର୍ମଚାରୀ ରିଲାଏନ୍ସ ଜିଓର ଏବଂ ୧,୧୯,୨୨୯ କର୍ମଚାରୀ…

Fixed Depositରେ ମିଳୁଛି ୯ ପ୍ରତିଶତ ସୁଧ: ୧୬ଟି ବ୍ୟାଙ୍କର ଅଫର ଚେକ୍ କରନ୍ତୁ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନୂଆ ନୂଆ ଅଫର ଲଞ୍ଚ କରିଥାନ୍ତି । ତେବେ ଅନେକ ନିବେଶ ପ୍ଲାନରେ ଅଧିକ ସୁଧ ମିଳୁଥିଲେ ହେଁ…

Today’s Gold Rate : ସୁନାର ଦର କମିଛି, ଜାଣିନିଅନ୍ତୁ କ’ଣ ରହିଛି ଦାମ

ଭୁବନେଶ୍ୱର : ପ୍ରତ୍ୟେକ ମହିଳାଙ୍କ ସବୁଠାରୁ ପସନ୍ଦର ଜିନିଷ ହେଉଛି ସୁନା । କିନ୍ତୁ ଭାରତୀୟ ବଜାରରେ ଏହାର ମୂଲ୍ୟ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ, ବର୍ତ୍ତମାନ କିଛି ଦିନ ହେବ ସୁନାର ଦର ହ୍ରାସ ପାଉଛି । ତେବେ…

ବର୍ଷା କାରଣରୁ ଟମାଟୋ ଦର ଅଧିକ ବଢ଼ିଲା? ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ୧୦ ବର୍ଷର ସରକାରୀ ରିପୋର୍ଟ କାର୍ଡ ଦେଖନ୍ତୁ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଟମାଟୋର ଅହେତୁକ ଦରବୃଦ୍ଧିକୁ ନେଇ ସାରା ଦେଶବାସୀ କଲବଲ ହେଉଛନ୍ତି । ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ଏବେ କିଛି ସ୍ଥାନରେ ୨୫୦-୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି…

PM କୃଷକ ଯୋଜନାର ୧୫ତମ କିସ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ କରନ୍ତୁ ଏଭଳି ଆବେଦନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ବିଭାଗ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେହି ଯୋଜନାଗୁଡିକ ମଧ୍ୟରୁ କୃଷକମାନଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ…

AI ପୁଣି ବଢ଼ାଇଲା ଟେନସନ୍ ! କିବୋର୍ଡର ଶବ୍ଦରୁ ଚୋରି ହୋଇପାରେ ଆପଣଙ୍କ ପାସୱାର୍ଡ, ନୂଆ ରିସର୍ଚ୍ଚରେ ଦାବି

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଗବେଷକମାନଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି, କିନ୍ତୁ ଅନ୍ୟପଟେ ଏହା ଏହାର କ୍ଷମତା ସହିତ ସମସ୍ତଙ୍କୁ ଆକର୍ଷିତ କରୁଛି । ବର୍ତ୍ତମାନ ଏକ ନୂଆ ରିପୋର୍ଟରେ…

ଶୀଘ୍ର Live TV ଦେଖିବା ପାଇଁ ଆବଶ୍ୟକ ପଡ଼ିବ ନାହିଁ ଇଣ୍ଟରନେଟ୍, ଆପଣ ମୋବାଇଲରେ ମାଗଣାରେ ଫିଲ୍ମ ଦେଖିପାରିବେ

ଇଣ୍ଟରନେଟ୍ ଆଜି ସମସ୍ତଙ୍କ ଆବଶ୍ୟକତା ପାଲଟିଛି । ବିନା ଇଣ୍ଟରନେଟରେ ଫୋନ୍ ଏକ ବକ୍ସଠାରୁ କମ୍ ନୁହେଁ । କିନ୍ତୁ ଯଦି କେହି ଆପଣଙ୍କୁ କୁହନ୍ତି ଯେ ଶୀଘ୍ର ଆପଣ ନିଜ ଫୋନରେ ଇଣ୍ଟରନେଟ୍ ବିନା ଟିଭି ଦେଖିପାରିବେ ।…

ଆଗାମୀ ୫ ମାସରେ ୫୦,୦୦୦ ନବାଗତଙ୍କୁ ନିଯୁକ୍ତି ଦେଇପାରନ୍ତି ଭାରତୀୟ ଆଇଟି କମ୍ପାନୀ: ରିପୋର୍ଟ

ନୂଆଦିଲ୍ଲୀ: ନିକଟରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଭାରତୀୟ ଆଇଟି ସେକ୍ଟରରେ ଆଗାମୀ କିଛି ମାସ ମଧ୍ୟରେ ବଡ଼ ସଂଖ୍ୟାରେ ନୂତନ ନିଯୁକ୍ତିର ଆଶା ରହିଛି । ଏଡୁଟେକ୍ କମ୍ପାନୀ ଟିମ୍‌ଲିଜ୍ ନିକଟରେ କରିଥିବା ସର୍ଭେ…