Browsing Category

ବାଣିଜ୍ୟ

କୋଟି କୋଟି Android ୟୁଜର୍ସଙ୍କୁ ଖୁସି କଲା ଗୁଗୁଲ, Photos ଆପରେ ଯୋଡିଲା ‘ମୋଷ୍ଟ ଆୱେଟେଡ’ ଫିଚର

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ ଏକ ବିଶେଷ ଫିଚର ଆଣିଛି। ଏହି ଫିଚର ଗୁଗୁଲର ଫଟୋ ଆପରେ ଯୋଡି ହୋଇଛି, ଯେଉଁଥିରେ ଉପଭୋକ୍ତାମାନଙ୍କ ପାଇଁ ଗୋଟିଏ ସ୍ଥାନରେ ସମାନ ଫଟୋ ଆୟୋଜନ କରିବା…

ଧନୀ ତାଲିକାରେ ୧-୧ ସ୍ଥାନ ପଛକୁ ଗଲେ ଅଦାନୀ ଏବଂ ଅମ୍ବାନୀ, ଜାଣନ୍ତୁ କେତେ ଖସିଲା ନେଟ ୱର୍ଥ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତର ଦୁଇ ଧନୀ ବ୍ୟକ୍ତିଙ୍କ ନିଟ୍ ମୂଲ୍ୟ ହ୍ରାସ ପାଇଛି। ଉଭୟ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଅଦାନୀ ଏବଂ ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେଟ ୱର୍ଥ ହ୍ରାସ…

ଓଡ଼ିଶାରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ

ଭୁବନେଶ୍ୱର: ଗୋପାଳପୁରରେ ବିଶ୍ୱର ପ୍ରଥମ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। CMOର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା…

୪ଟି ବ୍ୟାଙ୍କ ବଢ଼ାଇଲେ FD ଦର: ଗ୍ରାହକଙ୍କୁ ମିଳିବ ୮ ପ୍ରତିଶତରୁ ଅଧିକ ସୁଧ

ନୂଆଦିଲ୍ଲୀ: ଆଜିକାଲିର ସମୟରେ ମାର୍କେଟରେ ବିଭିନ୍ନ ପ୍ରକାରର ନିବେଶ ସୁଯୋଗ ରହିଛି । ସେଥିମଧ୍ୟରେ ବ୍ୟାଙ୍କ, ପୋଷ୍ଟ ଅଫିସ, ଶେୟାର ବଜାର, ମ୍ୟୁଚୁଆଲ ଫଣ୍ଡସ, ବଣ୍ଡ, ଜୀବନ ବୀମା ଆଦି ରହିଛି । ସେଥି ମଧ୍ୟରୁ…

ହଂକଂକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ସେୟାର ମାର୍କେଟ ହେଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍ ମାର୍କେଟ୍ ପ୍ରଥମ ଥର ପାଇଁ ହଂକଂକୁ ପଛରେ ପକାଇ ଦେଇଛି । ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ସୋମବାର ୪.୩୩ ଟ୍ରିଲିୟନ ଡଲାରରେ…

ଏବେ ପର୍ସନାଲ ଲୋନ ନେବାର ଆବଶ୍ୟକତା ନାହିଁ, କେବଳ ୧% ସୁଧରେ ମିଳିବ ଋଣ!

ନୂଆଦିଲ୍ଲୀ: ଯଦି ହଠାତ୍ ଟଙ୍କା ଦରକାର ହୁଏ, ଅଧିକାଂଶ ଲୋକଙ୍କ ପାଖରେ କେବଳ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଋଣ ଆଣିବାର ବିକଳ୍ପ ଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ବିକଳ୍ପ ବିଷୟରେ କହୁଛୁ, ଯେଉଁଠାରେ ଆପଣ…

ପିଏଚଡି ଛାତ୍ରମାନଙ୍କୁ ସାହାଯ୍ୟ କରିବ ଅଦାନୀ ଗ୍ରୁପ, ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ଘୋଷଣା କଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ସମାପନ ହୋଇଛି । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ…

PINEWZ ଆପ୍ ଲଞ୍ଚ୍ କଲେ Essel Groupର ଚେୟାରମ୍ୟାନ୍ ଡା. ସୁଭାଷ ଚନ୍ଦ୍ର

ନୂଆଦିଲ୍ଲୀ: Essel Groupର ଚେୟାରମ୍ୟାନ୍ ତଥା ପୂର୍ବ ରାଜ୍ୟସଭା ସାଂସଦ ଡା. ସୁଭାଷ ଚନ୍ଦ୍ର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ Hyper Local App PINEWZ ଲଞ୍ଚ୍ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଗାଁରୁ…

୧୦ ବିଲିୟନ ଡଲାରରେ ନିର୍ମାଣ ହେବ ଅଯୋଧ୍ୟା, ପ୍ରସ୍ତୁତ ହେଲା ପର୍ଯ୍ୟଟକ ହଟସ୍ପଟର ଫଟୋ, ଜାଣନ୍ତୁ କଣ ରହିଛି ପ୍ଲାନ

ନୂଆଦିଲ୍ଲୀ: ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଏକ ବଡ଼ ଧାର୍ମିକ କାର୍ଯ୍ୟକ୍ରମ। ବିଦେଶୀ ଦଲାଲ ସଂସ୍ଥା ଜେଫେରୀ ଏକ ରିପୋର୍ଟରେ କହିଛି ଯେ ଭାରତ ଏକ ନୂତନ ପର୍ଯ୍ୟଟନ ସ୍ଥଳୀ ପାଇଛି, ଯାହା ପ୍ରତିବର୍ଷ ୫…

ରାମ ମନ୍ଦିର ପାଇଁ ବିଜନେସ ହେଲା ୧ ଲକ୍ଷ କୋଟି ଟଙ୍କା, ସୋମବାର ଦିନ ସାରା ଦେଶର ବ୍ୟବସାୟୀମାନେ ପାଳିବେ ଉତ୍ସାହ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମୟ ଅତି ନିକଟତର ହୋଇଆସୁଛି। ୨୨ ଜାନୁଆରୀ ସୋମବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ମହାନ ପର୍ବ ସହ ପବିତ୍ର ହେବାକୁ ଯାଉଛି। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ…