Browsing Category
ବାଣିଜ୍ୟ
୨୫୨ ଟଙ୍କାରେ ତାଲିକାଭୁକ୍ତ ହେଲା ୫୪ ଟଙ୍କାର ସେୟାର, ଜାଣନ୍ତୁ କେଉଁ ସେୟାର ନିବେଶକଙ୍କୁ କଲା ମାଲାମାଲ
ନୂଆଦିଲ୍ଲୀ: ଯେଉଁମାନେ କେ ସି ଏନର୍ଜି ଏବଂ ଇନଫ୍ରା ର ଆଇପିଓରେ ଟଙ୍କା ବିନିଯୋଗ କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। କମ୍ପାନୀର ସେୟାରଗୁଡିକ ଆଜି ୩୬୬.୭ ପ୍ରତିଶତ ବୃହତ ପ୍ରିମିୟମରେ ତାଲିକାଭୁକ୍ତ ହୋଇଛି। ଏହାର…
ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ: ଗୋଟିଏ ଦିନରେ ବଢ଼ିଲା ୭.୬ ଅରବ ଡଲାର ସମ୍ପତ୍ତି
ନୂଆଦିଲ୍ଲୀ: ପାଖାପାଖି ୧ ବର୍ଷ ପରେ ଶିଳ୍ପପତି ଗୌତମ ଅଦାନୀ ପୁଣି ଥରେ ଏସିଆର ଏକ ନମ୍ବର ଧନୀ ହୋଇଛନ୍ତି । ବିଶ୍ୱର ଅରବପତିଙ୍କ ଲିଷ୍ଟରେ ଏବେ ସେ ୧୨ତମ ସ୍ଥାନରେ ରହିଛନ୍ତି । ଏଭଳି ସ୍ଥିତିରେ ଭାରତର ଅନ୍ୟତମ…
RBI ପକ୍ଷରୁ ଆକ୍ସନ: ପାଞ୍ଚଟି ବ୍ୟାଙ୍କ ଉପରେ ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ, ଗ୍ରାହକ ସାବଧାନ
ନୂଆଦିଲ୍ଲୀ: ନିୟମ ଅବହେଳା ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦେଶଣ ୫ଟି ବ୍ୟାଙ୍କ ବିରୋଧରେ କେନ୍ଦ୍ରୀୟ…
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ UPI ପେମେଣ୍ଟ, NPCI ଜାରି କଲା ନୂତନ ନିୟମ
ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ(UPI ) ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ଜାରି ଏକ ନୋଟିଫିକେସନ୍ ଅନୁଯାୟୀ ବର୍ତ୍ତମାନ UPI ବ୍ୟବହାରକାରୀ…
୩,୦୦୦ରୁ ଅଧିକ କର୍ମଚାରୀଙ୍କୁ ବହିଷ୍କାର କଲା ଡିଜିଟାଲ ପ୍ରିଣ୍ଟିଂ ଆଣ୍ଡ ଡକ୍ୟୁମେଣ୍ଟ ମ୍ୟାନେଜମେଣ୍ଟ (ଜେରକ୍ସ) କମ୍ପାନୀ
ଓଡ଼ିଶା ଭାସ୍କର: ସିଏନବିସିର ଏକ ରିପୋର୍ଟ ଅନୁଯାୟୀ, ଜେରକ୍ସ କମ୍ପାନୀ "ନୂତନ କାର୍ଯ୍ୟନିର୍ବାହୀ ନେତୃତ୍ୱର ଏକ ତାଲିକା ମଧ୍ୟ ଘୋଷଣା କରିଛି। ଜେରକ୍ସ କମ୍ପାନୀର ଏ ଛଟେଇ ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ କମ୍ପାନୀ ୨୦୨୨…
ଜାନୁଆରୀ ୬ରୁ ଆରମ୍ଭ ହେବ ଶିଶିର ସରସ ମେଳା; ସ୍ୱତନ୍ତ୍ର ଫୁଡ୍ କୋର୍ଟ ଏବଂ ଓରମାସର ମାର୍କେଟିଂର ରହିବ ସୁବିଧା
ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା…
ବାପ-ପୁଅ ଓ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କେତେ ଟଙ୍କା କାରବାର ଉପରେ ଆସିବ ଇନକମ୍ ଟ୍ୟାକ୍ସ ନୋଟିସ୍ ? ଜାଣନ୍ତୁ
ନୂଆଦିଲ୍ଲୀ: ଯଦି ଆପଣ ପିତା ଏବଂ ପୁଅ ମଧ୍ୟରେ କିମ୍ବା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଟଙ୍କା କାରବାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଆମର ପ୍ରତ୍ୟେକ କାରବାର ଉପରେ ଇନକମର ନଜର ରହିଛି ।…
ରାମ ମନ୍ଦିର ଖୋଲିବା ପୂର୍ବରୁ ବଡ଼ ଗିଫ୍ଟ, ୧୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ବିମାନ ଯାତ୍ରା
ନୂଆଦିଲ୍ଲୀ: ଦେଶର ସବୁଠାରୁ ବିମାନ କମ୍ପାନୀ ଇଣ୍ଡିଗୋ ଏକ ବଡ଼ ଘୋଷଣା କରିଛି । ଏହି ଘୋଷଣା ପରେ ବିମାନ ଭଡା ୧୦୦୦ ଟଙ୍କା ଶସ୍ତା ହେବ । ରାମ ମନ୍ଦିରର ଉଦଘାଟନକୁ ଅପେକ୍ଷା କରାଯାଇଥିବା ସମୟରେ କମ୍ପାନୀ ଦ୍ୱାରା ବିମାନ…
WhatsAppର ଏହି ୟୁଜର୍ସଙ୍କୁ ଖୁବ ଶିଘ୍ର ମିଳିବ ନୂଆ ଫିଚର, ଏବେ ଚୟନ କରିପାରିବେ ଇନପୁଟ ଏବଂ ଆଉଟପୁଟ ଡିଭାଇସ
ନୂଆଦିଲ୍ଲୀ: ହ୍ୱାଟ୍ସଆପ ନିଜ Windows ଆପ ପାଇଁ ଏକ ନୂଆ ଫିଚର ଉପରେ କାମ କରୁଛି । ଖୁବଶିଘ୍ର ଆପନଙ୍କୁ Windows ଆପରେ ଭିଡିଓ ଆଣ୍ଡ ଭଏସର ଏକ ଅପସନ ମିଳିବ । ଯାହା ସାହାଯ୍ୟରେ ଆପଣ ଇନପୁଟ ଏବଂ ଆଉଟପୁଟ ଡିଭାଇସ…
ନୂଆ ବର୍ଷରେ ଓଡ଼ିଶା ପିଇଲା ୬୦ କୋଟି ଟଙ୍କାର ମଦ; କଟକରେ ସବୁଠୁ ଅଧିକ ମଦୁଆ
ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ-OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଯାଇଛି ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ୩୧ ତାରିଖ ରବିବାର…