Browsing Category
ବାଣିଜ୍ୟ
ଟମାଟୋ ପରେ ବଢିଲା କ୍ଷୀର ମୂଲ୍ୟ: ସାଧାରଣ ଖାଉଟୀଙ୍କୁ ଲଗିଲା ମହଙ୍ଗା ଛାଟ
ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ସାଧାରଣ ଖାଉଟୀଙ୍କୁ ଲାଗିବ ଆଉ ଏକ ଝଟକା । ଟମାଟୋ ଏବଂ ଅନ୍ୟାନ୍ୟ ପରିବା ଦର ବୃଦ୍ଧି ହେବା ପରେ ଏବେ କ୍ଷୀର ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି । ଏଣିକି ଖାଉଟୀଙ୍କ ପାଇଁ କ୍ଷୀର କିଣିବା ବି…
ଏଣିକି ବିନା ଭିସାରେ ବୁଲିପାରିବେ ବିଦେଶ, ଏହି ସବୁ ଦେଶକୁ ଯାତ୍ରା କରିବାକୁ ହେଲେ ଦରକାର ପଡିବନି ଭିସା
ଭାରତରୁ ଅନ୍ୟ ଦେଶ ଗୁଡିକୁ ଯାତ୍ରା କରିବାକୁ ହେଲେ ଭିସାର ଆବଶ୍ୟକ ପଡିଥାଏ । କିନ୍ତୁ ଏବେ ଭିିସାକୁ ନେଇ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ବିଶ୍ୱ ନାଗରିକତା ଏବଂ ଆବାସିକ ପରାମର୍ଶଦାତା କମ୍ପାନୀ ହେନଲି ଆଣ୍ଡ୍…
ସାମସଙ୍ଗର ସବୁଠାରୁ ଅଧିକ ବିକ୍ରୀ ହେଉଥିବା ଫୋନ୍ Galaxy M34 5G ଏବେ ମାତ୍ର ୧୦୫୦ଟଙ୍କାରେ , ଜାଣି ନିଅନ୍ତୁ ଅଫର ଓ ଡିସକାଉଣ୍ଟ ବିଷୟରେ
ନୂଆଦିଲ୍ଲୀ: ସାମସଙ୍ଗର ଲାଟେଷ୍ଟ ସ୍ମାର୍ଟଫୋନ୍ Galaxy M34 5G ଚଳିତ ମାସରେ ଲଞ୍ଚ କରାଯାଇଛି । ପ୍ରଥମ ଦିନରେ ଫୋନକୁ ଆମାଜନର ପ୍ରାଇମ୍ ଡେ ସେଲ୍ରେ କିଣିବା ଲାଗି ଉପଲବ୍ଧ କରାଯାଇଛି । ଏହି ଫୋନକୁ ଆମାଜନ ସେଲରେ ବହୁତ…
ଆପଣଙ୍କ WhatsApp-Telegram ବି ବନ୍ଦ ହୋଇଯିବ କି ? ଜାଣନ୍ତୁ କାହିଁକି ସସପେଣ୍ଡ ହେବ ଲକ୍ଷାଧିକ ଆକାଉଣ୍ଟ୍
ନୂଆଦିଲ୍ଲୀ: ନକଲି ସିମ୍ କାର୍ଡ ନମ୍ବରରେ ଚାଲୁଥିବା ସୋସିଆଲ ମେସେଞ୍ଜର, ୱେବସାଇଟ୍ ଏବଂ ପେମେଣ୍ଟ ୱାଲେଟ୍ ଆପ୍ ବନ୍ଦ କରିବାକୁ କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଆଇଟି) ପ୍ରସ୍ତୁତି ଆରମ୍ଭ କରିଛି,…
ହ୍ରାସ ପାଇଲା ଏଲନ୍ ମସ୍କଙ୍କ ସମ୍ପତ୍ତି: ନ୍ୟୁୟର୍କ ସେୟାର ବଜାରରେ ଆସିଲା ଝଡ଼, ଟେସ୍ଲା ସେୟାର ମୂଲ୍ୟରେ ୯.୭% ହ୍ରାସ
ନୂଆଦିଲ୍ଲୀ: ଟେସ୍ଲା ଇଙ୍କ ସେୟାର ମ୍ୟଲ୍ୟ ହ୍ରାସ ପରେ କମ୍ପାନୀ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ବଡ଼ ହ୍ରାସ ଘଟିଛି । ବ୍ଲୁମବର୍ଗ ବିଲିୟନର୍ସ ପକ୍ଷରୁ ଏହାକୁ ସପ୍ତମ ସର୍ବାଧିକ ସମ୍ପତ୍ତି ହ୍ରାସ ବୋଲି କୁହାଯାଇଛି ।…
ଆଜି ଦେଶର ୪୪ଟି ସ୍ଥାନରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ପ୍ରଧାନମନ୍ତ୍ରୀ ମୋଦୀ ୭୦ ହଜାରରୁ ଅଧିକ ଲୋକଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଅର୍ଥାତ ୨୨ ଜୁଲାଇରେ ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଶୁକ୍ରବାର…
ନିଆଯିବ ବଡ଼ ନିଷ୍ପତ୍ତି! ଏଣିକି ପ୍ରତ୍ୟେକ ସପ୍ତାହରେ ଦୁଇ ଦିନ ଛୁଟି, ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସାଧାରଣ ଭାବେ ପ୍ରତ୍ୟେକ ମାସର ପ୍ରଥମ ଓ ତୃତୀୟ ଶନିବାର ବ୍ୟାଙ୍କ ଖୋଲା ରହୁଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶନିବାର ବନ୍ଦ ରହିଥାଏ । ତେବେ…
କ୍ଷୀର ଲିଟର ପିଛା ୩ ଟଙ୍କା ବଢ଼ିଲା: ଟମାଟୋ ପରେ କନ୍ଦାଇବ କ୍ଷୀର, ଅଗଷ୍ଟ ପହିଲାରୁ ବର୍ଦ୍ଧିତ ଦର ହେବ ଲାଗୁ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟମାଟୋର ମହଙ୍ଗା ମାଡ଼କୁ ନେଇ ଜନସାଧାରଣ କଲବଲ ହେଉଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟପିଥିବା ବେଳେ ଅନେକ ସ୍ଥାନରେ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ମଧ୍ୟ ବିକ୍ରି ହେଉଛି ।…
IT କ୍ଷେତ୍ରକୁ ଘାରିଲା ମାନ୍ଦାବସ୍ଥା ଝଡ଼: TCS, Wipro, HCL ଓ Infosysର ନିଯୁକ୍ତି ହାର ହ୍ରାସ ପାଇଲା
ନୂଆଦିଲ୍ଲୀ: ଦେଶର କିଛି ପ୍ରତିଷ୍ଠିତ ଆଇଟି କମ୍ପାନୀ ଗତ ତିନି ମାସର ଫଳାଫଳ ଜାରି କରିଦେଇଛନ୍ତି । ତେବେ ଟାଟା କସଲସଟାନ୍ସି ସର୍ଭେିସେସ (ଟିସିଏସ), ୱିପ୍ରୋ, ଇନଫୋସିସ ଓ ଏଚସିଏଲ ପରି ବହୁରାଷ୍ଟ୍ରୀୟ ଆଇଟି…
ଖସୁନି ଟମାଟୋ ଦର : ଅଗଷ୍ଟ ସୁଧା ବଜାରକୁ ଆସିବ ସ୍ଥାନୀୟ ପରିବା
ଭୁବନେଶ୍ୱର : ରାଜଧାନୀର ବଜାରରେ ପରିବା ଦର ଉପରେ ଲାଗିଲା ଲଗାମ । କିନ୍ତୁ ଟମାଟୋ ଦର ଖସିନି । ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ବ୍ୟବସାୟୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ସ୍ଥାନୀୟ…