Browsing Category
ବାଣିଜ୍ୟ
ସରକାରୀ ବ୍ୟାଙ୍କର ଜବରଦସ୍ତ ଅଫର୍! ଆଜି ହିଁ ମିଳୁଛି ଶସ୍ତା ଜମି, ଘର ଓ ଦୋକାନ କିଣିବାର ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଶସ୍ତା ଘର କିଣିବାକୁ ଯୋଜନା କରୁଛନ୍ତିି, ତେବେ ଦେଶର ସରକାରୀ ବ୍ୟାଙ୍କ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛନ୍ତି । ଏଥିରେ ଆପଣ ବଜାର ଅପେକ୍ଷା କମ୍ ମୂଲ୍ୟରେ ସମ୍ପତ୍ତି କିଣିପାରିବେ ।…
ଭରିଯିବ କେନ୍ଦ୍ରୀୟ କର୍ମଚାରୀଙ୍କ ପକେଟ! କ୍ୟାବିନେଟ ବୈଠକର ଏଜେଣ୍ଡାରେ ଅନ୍ତର୍ଭୁକ୍ତ ହେଲା ଏହି ଫାଇଲ
ନୂଆଦିଲ୍ଲୀ: ଜୁଲାଇ ୧ ରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମାହଙ୍ଗା ଭତ୍ତା 'ଡିଏ' ଏବଂ ମହଙ୍ଗା ରିଲିଫ୍ 'ଡିଆର' ପାଇବା ପାଇଁ ରାସ୍ତା ପ୍ରସ୍ତୁତ କରାଯାଇଛି। 'ଡିଏ/ ଡିଆର' ର ଫାଇଲ କେନ୍ଦ୍ ର…
ପୂର୍ଣ୍ଣ ପେନସନ୍ ପାଇଁ ଦାବୀ କଲା ଓଡ଼ିଶାର ଏହି ସଂଘ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନ୍ସନ୍ଭୋଗୀ କର୍ମଚାରୀ ପୂର୍ଣ୍ଣ ପେନସନ୍ ନିମନ୍ତେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଚକବନ୍ଦୀରେ…
ଆସିଗଲା ସାଇଡ ଫିଙ୍ଗରପ୍ରିଣ୍ଟ ସେନ୍ସର ଶସ୍ତା ସ୍ମାର୍ଟଫୋନ୍: ରହିଛି 4 GB Ram ସହ 5000 mAh ବ୍ୟାଟେରୀ
ନୂଆଦିଲ୍ଲୀ: ରିୟଲମି ଭାରତରେ ଲୋ-ବଜେଟ୍ ସ୍ମାର୍ଟଫୋନ୍ Realme C30s କୁ ଲଞ୍ଚ କରିଛି । Realme ର ଲେଟେଷ୍ଟ ସି-ସିରିଜ୍ ଫୋନ୍ ରିୟଲମି ସି୩୦ ର ଏକ ଅପଗ୍ରେଡ୍ ଭର୍ଜନ୍ ଅଟେ, ଯାହା ନିକଟରେ ଲଞ୍ଚ ହୋଇଥିଲା । ଏହି ଦୁଇ…
ବ୍ୟାଙ୍କ ଓ ଟିକସଦାତାଙ୍କୁ ଆଶ୍ୱସ୍ତି: ଏଣିକି ଲୋନ ସେଟଲମେଣ୍ଟ ଉପରେ ଦେବାକୁ ପଡ଼ିବନି ୧୦ ପ୍ରତିଶତ TDS
ନୂଆଦିଲ୍ଲୀ: ବ୍ୟାଙ୍କ ଓ ଟିକସଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଣିକି ଲୋନ ସେଟଲମେଣ୍ଟ ବେଳେ ଲୋନ ଉପରେ କୌଣସି ପ୍ରକାର ଟିଡିଏସ ଲାଗିବ ନାହିଁ…
୯୦ ଦିନ ମାଗଣାରେ ଚଲାନ୍ତୁ Disney+Hotstar: କଲ୍-ଏସଏମଏସ ସହ ମିଳୁଛି ୮୪ ଜିବି ଡାଟା ମଧ୍ୟ
ନୂଆଦିଲ୍ଲୀ: ଯଦି ଆପଣ ଫ୍ରିରେ Disney+Hotstar ରେ ମୁଭିସ୍ ଏବଂ ସୋ ଦେଖିବାକୁ ଚାହୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ Jio ର ଏକ ବଢ଼ିଆ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ…
Stock Market; ବଜାରରେ ବଡ଼ ହ୍ରାସ, ୨% ପ୍ରତିଶତ ତଳକୁ ଖସିଲା Sensex ଓ Nifty50
ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ବୁଧବାର ବଡ଼ ହ୍ରାସ ସହ ଖୋଲିଛି । ଆମେରିକା ଶେୟାର ବଜାରରେ ଆସିଥିବା ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡ଼ିଛି । ଫଳରେ ବୁଧବାର ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସ ସହ ୬୦ ହଜାର…
NPS ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି: ଲାଗୁ ହେଲା ଦୁଇଟି ପେନସନ୍ ନିୟମ
ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସ୍କିମ (ଏନପିଏସ) ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଦୁଇଟି ପେନସନ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳରେ ଏନପିଏସ ଗ୍ରାହକମାନେ ଏଣିକି ପୂର୍ବାପେକ୍ଷା ସହଜରେ ପେନସନ ପାଇପାରିବେ…
ଏଲନ୍ ମସ୍କଙ୍କ କମ୍ପାନୀ SpaceX କୁ ଟକ୍କର ଦେବ Jio: ଭାରତରେ ମିଳିବ ସାଟେଲାଇଟ୍ ଇଣ୍ଟରନେଟ୍
ନୂଆଦିଲ୍ଳୀ: ରିଲାଏନ୍ସ ଜିଓ ଖୁବଶୀଘ୍ର ଲୋକଙ୍କୁ ସାଟେଲାଇଟ୍ ବେସ୍ଡ ହାଇ-ସ୍ପିଡ ଇଣ୍ଟରନେଟ୍ ସେବା ଯୋଗାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ (DoT) କମ୍ପାନୀକୁ…
TRAI Order: ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ୩୦ ଦିନିଆ ଭାଲିଡିଟି ପ୍ଲାନ୍ ପ୍ରଦାନ କରିବେ
ନୂଆଦିଲ୍ଲୀ: ପ୍ରତ୍ୟେକ ଟେଲିକମ ସେବା ପ୍ରଦାନକାରୀ (ଟିଏସପି) ଅତିକମରେ ଗୋଟିଏ ପ୍ଲାନ ଭାଉଚର, ସ୍ପେଶାଲ ଟାରିଫ ଭାଉଚର ଓ କମ୍ବିନେସନ ଭାଉଚର ପ୍ରଦାନ କରିବେ । ଏହି ଭାଉଚର ମାସ ଶେଷରେ ୩୦ ଦିନ ପରେ ରିନ୍ୟୁ ହେବ । ଯଦି…