Browsing Category

ବାଣିଜ୍ୟ

ଛିଡା ହେବା ବେଳେ ଲାଗୁଛି ନିଆଁ: ବଜାରରୁ ୧୪୪୧ ଇ-ସ୍କୁଟର ଫେରାଇ ନେଲା ଓଲା

ନୂଆଦିଲ୍ଲୀ: ଦେଶରେ ବର୍ତମାନ ଇ-ସ୍କୁଟରର ଦୁର୍ଘଟଣା ବଢିବାରେ ଲାଗିଛି । ବାରମ୍ବାର ଏଭଳି ଇ-ସ୍କୁଟର ଦୁର୍ଘଟଣା ଖବର ଶୁଣିବାକୁ ମିଳୁଛି । ଆହୁରି ପୁଣି ଏବେ ତ ଦିନରେ ଇ-ସ୍କୁଟର କିଣିଲେ ରାତିରେ ବିସ୍ଫୋରଣ ହେଉଛି ।…

ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ…

ପ୍ରାରମ୍ଭିକ ଟ୍ରେଡରେ ୬୦୦ ପଏଣ୍ଟ ଖସିଲା ଶେୟାର ବଜାର: ନିବେଶକଙ୍କ ୨ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାର ତଳୁଆ ରହିଥିବା ବେଳେ ନିବେଶକଙ୍କୁ ଲାଗିଛି ବହୁତ ବଡ କ୍ଷତି । ଦିନର ପ୍ରାରମ୍ଭିକ ଟ୍ରେଡରେ ଷ୍ଟକ୍ ମାର୍କେଟ୍ ୬୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ଦଲାଲ୍ ଷ୍ଟ୍ରିଟରେ ହୋଇଛି ରକ୍ତପାତ ।…

ପରିବା ସହ ବଢ଼ିଲା ରିଫାଇନ୍ ଓ ସୋରିଷ ତେଲର ଦାମ୍: ଜାଣନ୍ତୁ ଲିଟର ପିଛା କେତେ ?

ନୂଆଦିଲ୍ଲୀ: ଖାଇବା-ପିଇବା ଜିନିଷର ମୂଲ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯାହାଫଳରେ ଘରର ବଜେଟ୍ ବିଗିଡ଼ିବାରେ ଲାଗିଛି । ପରିବା ସହ ଖାଇବା ତେଲର ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ରିଫାଇନ ଓ…

ପ୍ରଥମ ନଦୀଭିତ୍ତିକ ବନ୍ଦର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ସହଜ ହେବ ପଣ୍ୟ ପରିବହନ

ପାରାଦୀପ (ଭାସ୍କର ନ୍ୟୁଜ୍‌): ସମଗ୍ର ଦେଶରେ କୃଷକମାନଙ୍କ ବନ୍ଧୁ ଭାବେ ଠିଆ ହୋଇଥିବା ତଥା କୃଷକମାନଙ୍କର ଓ କୃଷିର ବିକାଶ ପାଇଁ ସଦା ତତ୍ପର ଥିବା ଇଣ୍ଡିଆନ୍‌ ଫାର୍ମସ୍‌ ଫର୍ଟିଲାଇଜର କୋ- ଅପରେଟିଭ୍‌ ଲିମିଟେଡ୍‌…

ଏଲନ ମସ୍କଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ମେସେଜ୍‌, ‘ବ୍ୟାକ୍‌ ଟୁ ଦ ଫ୍ୟୁଚର’

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ଟେଲ୍ସାର ସିଇଓ ଏଲନ ମସ୍କଙ୍କ ନାମରେ ଏକ ସ୍ପେଶାଲ ଟ୍ୱିଟ୍‌ କରିଛନ୍ତି । ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟ୍‌କୁ ଏଲନ ମସ୍କଙ୍କୁ ଟ୍ୟାଗ୍‌ କରି କ୍ୟାପସନ ଦେଇଛନ୍ତି…

ପୁଣି ଆପତ୍ତିଜନକ ଭାବରେ ବ୍ୟବହାର ହେଲା ହିନ୍ଦୁ ଦେବାଦେବୀଙ୍କ ଫଟୋ, ସୋସିଆଲ ମିଡିଆରେ ଟ୍ରୋଲ କଲେ ୟୁଜର୍ସ

ହିନ୍ଦୁ ଦେବାଦେବୀଙ୍କ ଚିତ୍ରକୁ ଆପତ୍ତି ଜନକ ଭାବରେ ବ୍ୟବହାର କରି ଚର୍ଚ୍ଚାକୁ ଆସିବା ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ଫିଲ୍ମରେ ତ କେବେ କୌଣସି ପୋଷାକ କିମ୍ବା ଖାଦ୍ୟ ଉତ୍ପାଦକ କମ୍ପାନୀ ଆପତ୍ତିଜନକ ଭାବେ…

ମହଙ୍ଗା ହେବ ୧୪୩ଟି ସାମଗ୍ରୀ: ୪ଟି ସ୍ଲାବର ଟିକସ ବ୍ୟବସ୍ଥା ନେଇ ଜିଏସଟି କମିଟିର ପ୍ରସ୍ତାବ

ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବ ଜିଏସଟି କମିଟି ବୈଠକ ।ଏହି ବୈଠକରେ ଜିଏସଟି ସ୍ଲାବରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ରେଭିନ୍ୟୁ ବଢାଇବା ପାଇଁ ରାଜ୍ୟ ଗୁଡିକ ଦାବି ଉପସ୍ଥାନ କରିବେ । ଫଳରେ…

ବିନା ଚାକିରିରେ ମୋଦୀ ସରକାର ଦେଉଛନ୍ତି ପେନସନ: ଜାଣନ୍ତୁ କେମିତି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଲୋକମାନେ ଭାବନ୍ତି କି, ସରକାରୀ ଚାକିରି କଲେ ବୃଦ୍ଧାବସ୍ଥାରେ ପେନସନର ଫାଇଦା ମିଳିଥାଏ । କିନ୍ତୁ ଏଣିକି କେନ୍ଦ୍ର ସରକାର ଶ୍ରମିକ, ଘରୋଇ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସମସ୍ତ…

ଭାରତକୁ ଇଣ୍ଡୋନେସିଆର ଝଟକା, ଦେଶର ମହଙ୍ଗା ସ୍ଥୀତି ମଧ୍ୟରେ ହୁ ହୁ ହୋଇ ବଢିବାକୁ ଯାଉଛି ଖାଇବା ତେଲର ଦର

ବିଭିନ୍ନ କାରଣରୁ ପୁର୍ବରୁ ହିଁ ଦେଶରେ ଦରଦାମ୍ ସାଧାରଣ ଲୋକଙ୍କୁ କଷଣ ଦେଉଛି । ଏବେ ପୁଣି ଖାଇବା ତେଲର ଦାମ ବଢିବା ନେଇ ଆଶଙ୍କା କରାଯାଉଛି । ଏବେ ଇଣ୍ଡୋନେସିଆ ପାଇଁ ଏହି ବିପଦି ଆସିବାକୁ ଯାଉଛି । ୨୮ ଏପ୍ରିଲରୁ…