Browsing Category
ବାଣିଜ୍ୟ
ମାଲ୍ୟା ହେଲେ ଦେବାଳିଆ; ସମ୍ପତ୍ତି ବିକି ଋଣ ଆଦାୟ କରିବ ଏସବିଆଇ
ନୂଆଦିଲ୍ଲୀ: ଦେଶ ଛାଡି ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରାଯାଇଛି । ସୋମବାର ୟୁକେର ଏକ କୋର୍ଟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି । ଏସବିଆଇ ଏବଂ ଅନ୍ୟାନ୍ୟ ଭାରତୀୟ ବ୍ୟାଙ୍କରୁ…
ଆର୍ଥିକ ସଂକଟରୁ ବାହାରିବା ପାଇଁ ଛପା ଯିବନି ନୋଟ୍: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କାରଣରୁ ଉପୁଜିଥିବା ଆର୍ଥିକ ସଂକଟରୁ ବାହାରିବା ପାଇଁ ସରକାରଙ୍କର ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ନାହିଁ ।…
Reliance Jio ଲଞ୍ଚ କଲା ଶାନଦାର ପ୍ଲାନ୍, ୩୬୫ ଦିନ ପର୍ଯ୍ୟନ୍ତ ଦୈନିକ ୩ GB ଡାଟା ଓ ମାଗଣା କଲିଂ
ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟର ଚାହିଦା ବହୁତ ବଢ଼ିଯାଇଥିବାରୁ ସମସ୍ତେ ଅଧିକାଂଶ ସମୟରେ ଶସ୍ତା ପ୍ଲାନ ଖୋଜିଥାନ୍ତି । ଯଦି ଆପଣ ଅଧିକ ଇଣ୍ଟରନେଟ ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଶାନଦାନ ଅଫର ଆସିଯାଇଛି…
୩ ହଜାରରୁ କମ୍ ଦାମରେ ଲଞ୍ଚ ହେଲା NOKIAର ଦମଦାର 4G ଫୋନ୍,୧୩ ଦିନ ଚାଲିବ ବ୍ୟାଟେରୀ
ଭୁବନେଶ୍ୱର: NOKIAର ନୂଆ ଫିଚର ଫୋନ NOKIA 110 4G ଲଞ୍ଚ ହୋଇଛି । ନିର୍ମାତା କମ୍ପାନୀ HMD Global ଏହି ଫୋନରେ HD ଭଏସ୍ କଲିଂ ଫିଚରର ସୁବିଧା ମଧ୍ୟ ଦେଇଛି । କମ୍ପାନୀ ଫୋନକୁ ପୂର୍ବରୁ ୟୁରୋପରେ ଲଞ୍ଚ କରିସାରିଛି ।…
ଅଗଷ୍ଟ ୧ରୁ ଲାଗୁ ହେବ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ୍ ର ନୂଆ ନିୟମ! ଆରବିଆଇ ଆଣିଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିବ ସୁବିଧା
ନୂଆଦିଲ୍ଲୀ: ଏବେ ଠାରୁ ଆଉ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ ଭଳି ଜରୁରୀ କାର୍ଯ୍ୟ ପାଇଁ କାର୍ଯ୍ୟ ଦିବସକୁ ଆଉ ଅପେକ୍ଷା କରିବାକୁ ପଡ଼ିବନି । ଆରବିଆଇ ଏବେ ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନଏସିଏଚ୍)…
ଇ-ନାମ ପ୍ଲାଟଫର୍ମରେ କୃଷକଙ୍କୁ ସାମିଲ କର: ଯୋଗାଣ ମନ୍ତ୍ରୀ
ଭଞ୍ଜନଗର(ଓଡ଼ିଶା ଭାସ୍କର): ଭଞ୍ଜନଗର ସହରରେ ଆରମ୍ଭ ହୋଇଛି ବଳଭଦ୍ର ଆରୁଖ କୃଷକ ବଜାର । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫ ଏକର ଜାଗାରେ ପ୍ରାୟ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଉଦଘାଟିତ…
ପର୍ସନାଲ ଲୋନ୍ ନିୟମରେ ପରିବର୍ତ୍ତନ କଲା RBI
ନୂଆଦିଲ୍ଲୀ: ବ୍ୟାଙ୍କର ଲୋନ ନିୟମରେ ପରିବର୍ତ୍ତନ କରିଛି ଭାରତୟ ରିଜର୍ଭ ବ୍ୟାଙ୍କ । ପର୍ସନାଲ ଲୋନର ଲିମିଟକୁ ସଂଶୋଧନ କରିଛି RBI । ଏହି ନୂଆ ନିୟମ ଅନୁସାରେ, ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ ତାଙ୍କ ପରିବାର…
ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…
ବିଜେନେସ୍ ଟାଇକନ୍ ସୁବତ୍ର ରୟ ସାହାରାଙ୍କ ଜିବନୀକୁ ନେଇ ଫିଲ୍ମ କରିବେ ସନ୍ଦିପ୍ ସିଂ
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଭାରତର ବରିଷ୍ଠ ଯୁବ ଫିଲ୍ମ ନିର୍ମାତା ସନ୍ଦିପ୍ ସିଂଙ୍କ, ମାଲିକାନାଭୁକ୍ତ ଲିଜେଣ୍ଡ ଗ୍ଲୋବାଲ ଷ୍ଟୁଡିଓକୁ ସାହାରା ଇଣ୍ଡିଆ ପରିବାରର ଅଧକ୍ଷ ସୁବତ୍ର ରୟ ସାହାରାଙ୍କ ବାୟୋପିକ…
ପୂର୍ବ ଭାରତର ଶିଳ୍ପ ହବ୍ ହେବ ଓଡ଼ିଶା: ୧୫୩୭ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ ୧୪ଟି ଶିଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦ୍ଘାଟନ କରିଛନ୍ତି । ସେହିପରି…