fbpx
Browsing Category

ବାଣିଜ୍ୟ

ବ୍ୟବସାୟୀ/ ପାଇକାରୀ ବିକ୍ରେତା, ଖୁଚୁରା ବିକ୍ରେତା, ବଡ଼ ଖୁଚୁରା ବିକ୍ରେତା ଏବଂ ପ୍ରକ୍ରିୟାକରଣକାରୀଙ୍କ ପାଇଁ ଗହମ ଷ୍ଟକ୍ ସୀମା ସଂଶୋଧନ କଲେ…

ନୂଆଦିଲ୍ଲୀ : ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ଏବଂ ବେଆଇନ ମହଜୁଦ ଓ ଅସାଧୁ କାରବାରକୁ ରୋକିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବ୍ୟବସାୟୀ/ପାଇକାରୀ ବିକ୍ରେତା,…

ଘର କିଣୁଥିବା ଲୋକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ RBI ଗଭର୍ଣ୍ଣରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଘର କିଣିବାର ସ୍ୱପ୍ନ କେବଳ ଋଣ ମାଧ୍ୟମରେ ପୂରଣ ହୁଏ। ବ୍ୟାଙ୍କଗୁଡିକର ସୁଧ ହାରରେ ବୃଦ୍ଧି ହେତୁ ଋଣର EMI ମଧ୍ୟ ବୃଦ୍ଧି ପାଇଥାଏ। ଏହାର ପ୍ରତ୍ୟକ୍ଷ ପ୍ରଭାବ ଘର କିଣୁଥିବା ଲୋକମାନଙ୍କ ଉପରେ…

କେଉଁ କେଉଁ ରୋଗରେ ଆୟୁଷ୍ମାନ କାର୍ଡରୁ ମିଳିଥାଏ ଫାଇଦା ? ଜାଣନ୍ତୁ ଏହି କାର୍ଡ ପାଇଁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଗରିବଙ୍କ ଚିକିତ୍ସା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କିମ୍ବା ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ରେ ଆରମ୍ଭ ହୋଇଥିଲା । ଆୟୁଷ୍ମାନ ଭାରତର ନାମ…

ପ୍ରାକୃତିକ ବିପର୍ଯ୍ୟୟରେ କୃଷକଙ୍କୁ ମିଳିବ ଫସଲ ବୀମା ଯୋଜନାର ଫାଇଦା, ସବସିଡି ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ କୃଷକଙ୍କ ହିତ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା । ଏହି ଯୋଜନା ଅନୁସାରେ କୃଷକମାନଙ୍କୁ ନିଜ ଫସଲ ପାଇଁ…

ଏବେ ମୋବାଇଲରୁ ପେମେଣ୍ଟ କରିପାରିବେ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା, UPIକୁ ମିଳିଲା ଆହୁରି କ୍ଷମତା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ମାଧ୍ୟମରେ ଦେୟ ସୀମାକୁ ଏକ ସମୟରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି।…

RBI ଦେଲା ନୂଆବର୍ଷ ଗିଫ୍ଟ: ରେପୋ ରେଟ୍ ଅପରିବର୍ତ୍ତିତ, ବଢ଼ିବନି ଜନତାଙ୍କର ଲୋନ୍ EMI

ନୂଆଦିଲ୍ଲୀ: ଆଗକୁ ନୂଆବର୍ଷ ୨୦୨୪ ଆସୁଥିବା ବେଳେ ତା’ ପୂର୍ବରୁ ଦେଶର ଜନତାଙ୍କ ପାଇଁ ଆସିଛି ଏକ ଖୁସି ଖବର । ରେପୋ ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇର ମୁଦ୍ରା ନୀତି କମିଟି…

ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଆକାଉଣ୍ଟରୁ କ୍ୟାଶ୍ ଉଠାଇ ପାରିବେ ନାହିଁ ଗ୍ରାହକ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ…

ସର୍ଭେରୁ ବଡ଼ ଖୁଲାସା: ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କିଣି ନାହାନ୍ତି

ନୂଆଦିଲ୍ଲୀ: ଭାରତର ଲୋକଙ୍କ ମଧ୍ୟରେ ଚୀନ ବିରୋଧୀ ଭାବନା ବଢ଼ିବାରେ ଲାଗିଛି । ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କ୍ରୟ କରିନାହାନ୍ତି । ଏଥିସହିତ ଇ-ବାଣିଜ୍ୟ, ଗେମିଂ ଫଟୋ ଏଡିଟିଂ ଓ ସୋସିଆଲ…

(Video) କି ଚମତ୍କାର ଦୃଶ୍ୟ! ସାବରମତୀରେ ଭାରତର ପ୍ରଥମ Bullet Train Station: ଉନ୍ମୋଚନ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ସଫଳତାର ଆଉ ଏକ ପାଦ ଆଗକୁ ବଢାଇଛି ଭାରତୀୟ ରେଳ । ଅହମ୍ମଦାବାଦର ସାବରମତୀରେ ନିର୍ମାଣ ହୋଇଛି ଦେଶରେ ପ୍ରଥମ ବୁଲେଟ ଟ୍ରେନ ଷ୍ଟେସନ । ଭାରତୀୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବୁଲେଟ ଟ୍ରେନ…

Jio ୟୁଜରମାନଙ୍କୁ ମିଳିବ ବଡ଼ ଉପହାର: କମ୍ପାନୀ ମାଗଣାରେ ଯୋଗାଇବ ଏହି ସୁବିଧା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିକମ୍ କମ୍ପାନୀ ଜିଓ ତରଫରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର ପ୍ରଦାନ କରାଯାଉଛି । ଏକଦମ ମାଗଣାରେ ଏକ ସୁବିଧା ଯୋଗାଇ ଦେବ ରିଲାଏନ୍ସ ଜିଓ । ଏହାଦ୍ୱାରା ଜିଓ ୟୁଜରମାନେ କମ୍ ଖର୍ଚ୍ଚ କରି ଏକ…