Browsing Category

ନିଯୁକ୍ତି

ପାଖେଇ ଆସୁଛି ଡେଡ଼ଲାଇନ : ଓଡ଼ିଶା ପୋଲିସରେ କନଷ୍ଟେବଳ ପଦବୀ ପାଇଁ ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର : ଓଡ଼ିଶା ପୋଲିସରେ ଅନେକ 'କନଷ୍ଟେବଳ' ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୨୦୮୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି ଜାରି…

Coal India Recruitment 2024: କେନ୍ଦ୍ର ସରକାରଙ୍କ ଏହି ମହାରତ୍ନ କମ୍ପାନୀରେ ୬୪୦ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମହାରତ୍ନ କମ୍ପାନୀ କୁହାଯାଉଥିବା କୋଲ ଇଣ୍ଡିଆ ଲିମିଟେଡରେ ମ୍ୟାନେଜମେଣ୍ଟ ଟ୍ରେନିଂର ୬୪୦ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପୋଷ୍ଟଗୁଡିକ ପୂରଣ କରିବାକୁ…

OPSCର ଘୋଷଣା: ନଭେମ୍ବର ୮ରେ ହେବ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା

ଓପିଏସସିର ଘୋଷଣା: ନଭେମ୍ବର ୮ରେ ହେବ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ନିଯୁକ୍ତି: ମାସିକ ବେତନ ୬୦ ହଜାର, ଅକ୍ଟୋବର ୩୦ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଛି ପୁଣି ଏକ ନିଯୁକ୍ତି ସୁଯୋଗ । ଏହି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ବେତନ ୪୫ ହଜାର ଓ ୬୦ ହଜାର ରହିଛି । ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ…

ITBPରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ: ୫୨୬ ଟି ପଦବୀ ଖାଲି, ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ରହିଛି ଏକ ଖୁସି ଖବର । ପ୍ରକୃତରେ, ଭାରତ-ତିବ୍ଦତୀୟ ସୀମା ପୋଲିସ ଟେଲିକମ୍ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏଥିରେ,…

OSSC CGLRE-2023 ନିଯୁକ୍ତି: ନଭେମ୍ବର ୨୭ରୁ ଆରମ୍ଭ ହେବ ଗ୍ରୁପ-ବି ଓ ଗ୍ରୁପ-ସି ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା (ସିଜିଏଲଆରଇ)-୨୦୨୩କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗ୍ରୁପ-ବି ଓ ଗ୍ରୁପ-ସି ପଦର ମୁଖ୍ୟ…

ନଭେମ୍ବର ୧୧ରେ ହେବ ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷା: ଓଡ଼ିଶା ହାଇକୋର୍ଟ ତରଫରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ଅନୁବାଦକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେପ୍ଟେମ୍ବର ୨ରୁ ୧୭ ତାରିଖ…

ଦୁଇ କୋଟି ଫ୍ରେଶରଙ୍କୁ ସ୍ୱିଗି, ଫୋନପେ, ପିଡବ୍ଲୁସି ସହିତ କାମ କରିବାର ସୁଯୋଗ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ବୃତ୍ତିଗତ ନେଟୱାର୍କିଂ ପ୍ଲାଟଫର୍ମ ‘ଅପନା ଜବ୍ସ’ ଭାରତର ୨୫୦୦ ସହରରୁ ୨ କୋଟିରୁ ଅଧିକ ଫ୍ରେଶରଙ୍କୁ ସ୍ୱିଗି, ଫୋନପେ, ପିଡବ୍ଲୁସି ଏବଂ ଲିଭରେଜ୍ ଏଡୁ ଭଳି ୭ ଲକ୍ଷରୁ ଅଧିକ କମ୍ପାନୀ ସହିତ କାମ କରିବାର…

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୟୁନିୟନ ବ୍ୟାଙ୍କରେ ୧୫୦୦ ଚାକିରି, ଓଡ଼ିଶାର ୭ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ଓଡ଼ିଶାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୟୁନିୟନ ବ୍ୟାଙ୍କ ପକ୍ଷରୁ ମୋଟ ୧୫୦୦ଟି ପଦ ଖାଲି ରହିଛି । ସେଥିମଧ୍ୟରୁ…

ବାତ୍ୟା ଆଶଙ୍କା ମଧ୍ୟରେ ଚାକିରି ଆଶାୟୀ ଖୁସି: କନଷ୍ଟେବଳ / ସିପାହୀ ପଦ ସଂଖ୍ୟା ୨୦୮୦କୁ ବୃଦ୍ଧି ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ରାଜ୍ୟବାସୀ ଆଶଙ୍କା ମଧ୍ୟର ରହିଥିବା ବେଳେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ମଧ୍ୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା…