Browsing Category
ନିଯୁକ୍ତି
ସରକାରଙ୍କ ବଡ଼ ନିଷ୍ପତ୍ତି, ଇଣ୍ଟର୍ଣ୍ଣଶିପ୍ ସ୍କିମରେ CSR ପାଣ୍ଠିର ୬୦ ପ୍ରତିଶତ ଖର୍ଚ୍ଚ କରିପାରିବେ ପବ୍ଲିକ୍ ସେକ୍ଟର କମ୍ପାନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପବ୍ଲିକ୍ ସେକ୍ଟର କମ୍ପାନୀ ସେମାନଙ୍କ CSR ଟଙ୍କା, ଉଚ୍ଚାଭିଳାଷୀ ଯୋଜନାରେ…
ଅଧିକ ଯୋଗ୍ୟତା ସାଜିଲା କାଳ, ରିଜ୍ୟୁମ୍ ରିଜେକ୍ଟ କଲା ଷ୍ଟାର୍ଟଅପ୍ କମ୍ପାନୀ, କର୍ମଚାରୀ ଶେୟାର କଲେ ଭାବୁକ ପୋଷ୍ଟ
ନୂଆଦିଲ୍ଲୀ: ଅଧିକ ପାଠ ପଢ଼ିଥିବାରୁ କମ୍ପାନୀ ଦେଲାନି ଚାକିରି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏଭଳି କିଛି ଘଟିଛି ଗୁଗୁଲ କର୍ମଚାରୀଙ୍କ ସହ । କଥାରେ ଅଛି ବ୍ୟକ୍ତିର ଜ୍ଞାନ ହେଉଛି ସବୁଠାରୁ ଅମୂଲ୍ୟ…
ଟ୍ରେନି HR ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଏବଂ ଆୟୁ ସୀମା
ନୂଆଦିଲ୍ଲୀ: HR ଚାକିରି ପାଇଁ ଆଶାୟୀ ପ୍ରର୍ଥୀଙ୍କ ପାଇଁ ଖୁସି ଖବର । ଗାର୍ଡ଼ନ ରିଚ୍ ଶିପ୍ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ୍(GRSE) ୨୩୬ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଛି । କମ୍ପାନୀ ଏହାର…
୩୦୦୯ ପଦରେ ଏକ୍ସ-ସର୍ଭିସ ମ୍ୟାନଙ୍କୁ ଦିଆଯିବ ନିଯୁକ୍ତି: ପୋଲିସ ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ପଦରୁ ଅବସର ନେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ନିଯୁକ୍ତି ପାଇବେ ଏକ୍ସ-ସର୍ଭିସ ମ୍ୟାନ । ୩୦୦୯ଟି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି: ଡାଟା ଏଣ୍ଟ୍ରି ଅପରେଟର ଓ ଷ୍ଟୋରକିପର ପଦରେ ଦିଆଯିବ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ-ଷ୍ଟୋରକିପର ଓ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ…
ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ : ମିଳିବ ଜବରଦସ୍ତ ନିଯୁକ୍ତି
ମୁମ୍ବାଇ, : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର…
B.Sc ଏଗ୍ରୀକଲ୍ଚର କରିଥିବା ଯୁବକଙ୍କ ପାଖରେ NTPCରେ ସରକାରୀ ଚାକିରି ପାଇବାର ସୁଯୋଗ, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ : ବି.ଏସସି ଏଗ୍ରିକଲ୍ଚରରେ ବିଏସସି ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ନ୍ୟାସନାଲ ଥର୍ମାଲ ପାୱାର କରର୍ପୋରେସନ (ଏନଟିପିସି) ଜୁନିଅର…
ସୂଚନା ପ୍ରଯୁକ୍ତି ଶିଳ୍ପରେ ପୁଣି ଥରେ ନିଯୁକ୍ତି ଧାରା: ଜୁଲାଇରୁ ସେପ୍ଟେମ୍ବର ଭିତରେ ୧୭,୫୦୦ ନୂଆ କର୍ମଚାରୀଙ୍କୁ ଚାକିରି
ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ପୁଣି ଥରେ ନିଯୁକ୍ତି ଧାରା ଆରମ୍ଭ ହୋଇଛି। ପାଖାପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତିକୁ ଏଡ଼ାଉଥିବା ପ୍ରମୁଖ ଭାରତୀୟ ଆଇଟି…
୭୫୧ଟି DEO, ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ନୋଟିଫିକେସନ: ମାସିକ ବେତନ ୯୨ ହଜାର ପର୍ଯ୍ୟନ୍ତ
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଯୁକ୍ତଦୁଇ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଏହି ପଦରେ ଚୟନ ହେବା ପରେ…
ମେଟା ପରେ ଏବେ ଛଟେଇ କଲା ନୋକିଆ : ୨୦୦୦ କର୍ମଚାରୀଙ୍କୁ ଚାକିରିରୁ କଲା ବାହାର
ନୂଆଦିଲ୍ଲୀ: ଟେକ୍ କମ୍ପାନୀଗୁଡିକରେ ଛଟେଇ ପ୍ରକ୍ରିୟା ଜାରି ରହିଛି । ମେଟା ପରେ ବର୍ତ୍ତମାନ ନୋକିଆ ମଧ୍ୟ ଛଟେଇର ପଦକ୍ଷେପ ନେଇଛି, ଯେଉଁ କାରଣରୁ ଗ୍ରେଟର ଚାଇନା ଅଞ୍ଚଳର ପ୍ରାୟ ୨୦୦୦ କର୍ମଚାରୀ ଚାକିରି ହରାଇଛନ୍ତି ।…