Browsing Category

ନିଯୁକ୍ତି

OSSC ପକ୍ଷରୁ ସୂଚନା: ଜୁନ ୧୨ରେ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

OSSC ପକ୍ଷରୁ ଘୋଷଣା: ଜୁନ ୨୩ରେ ହେବ ଅଡିଟର, କନିଷ୍ଠ ସହାୟକ, WEO ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଓ…

ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାର ଆନସର କି ଜାରି କଲା OSSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦ ପାଇଁ ଗତ ଏପ୍ରିଲ ୨୪ରୁ ମେ ୭ ତାରିଖ…

ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ୧ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି, ଏହିପରି କରାଯିବ ଚୟନ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ନିଯୁକ୍ତି ପାଇଁ ଆସିଛି ବଡ଼ ସୁଯୋଗ । ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୧୦୭୪ ଟି ପଦବୀରେ ନିଯୁକ୍ତି ଦିଆଯିବ । ଏହି ପଦବୀ ପାଇଁ ଆବେଦନ…

ଝଟକା ଦେଲେ ରୁଷି ସୁନକ! ଭାରତର ୪ ହଜାର ନର୍ସଙ୍କୁ ଛାଡିବାକୁ ହେବ ବ୍ରିଟେନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବହୁ ସଂଖ୍ୟାରେ ଭିଜା ସ୍ପନ୍ସର କରିଥିବା ଅନେକ କମ୍ପାନୀମାନ ନକଲି ବୋଲି ଜଣାପଡିଛି । ଯେଉଁ କାରଣରୁ ବ୍ରିଟେନରେ ହଜାର ହଜାର ଭାରତୀୟ ନର୍ସଙ୍କ ଉପରେ ବିପଦ ଦେଖାଦେଇଛି । କାରଣ ରୁଷି ସୁନକ ସରକାର ସେହି…

ହୋଟେଲ, ପର୍ଯ୍ୟଟନ ଓ ରେଷ୍ଟୁରାଣ୍ଟ କ୍ଷେତ୍ରରେ ବୃହତ୍ ନିଯୁକ୍ତି: ଆସନ୍ତା ୧୨-୧୮ ମାସ ମଧ୍ୟରେ ଦିଆଯିବ ୨ ଲକ୍ଷ ନିଯୁକ୍ତି!

ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ସାରା ବିଶ୍ୱର ଅର୍ଥନୀତି ହଲଚଲ ହୋଇପଡ଼ିଥିବା ବେଳେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ କମ୍ପାନୀମାନେ ବହୁ ମାତ୍ରାରେ କର୍ମଚାରୀଙ୍କୁ ଛଟେଇ କରିଥିଲେ । ବିଶେଷ କରି କରୋନା ସମୟରେ ନିଜର ଅସ୍ତିତ୍ୱ…

UPSC Recruitment 2024: ଆସିଷ୍ଟାଣ୍ଟ ମାଇନିଂ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାତ୍ର ୨୫ ଟଙ୍କା ରହିଛି ଆବେଦନ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଣ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । UPSC ଏହାର ଆସିଷ୍ଟାଣ୍ଟ ମାଇନିଂ ଇଂଜିନିୟର ପାଇଁ ନିଯୁକ୍ତି ଘୋଷଣା କରିଛି । ଆସିଷ୍ଟାଣ୍ଟ ମାଇନିଂ…

ଓଡ଼ିଶା ହାଇକୋର୍ଟ ପକ୍ଷରୁ ପୁଣି ନିଯୁକ୍ତି: ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପୂର୍ବରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବେ ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ…

ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି: ପୂରଣ ହେବ ASO ପଦ, ଅନଲାଇନ୍ ଆବେଦନ ଖୁବଶୀଘ୍ର ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେ ୨୦ରୁ ଜୁନ ୧୮ ମଧ୍ୟରେ ଅନଲାଇନ୍ ଆବେଦନ…

ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆବେଦନ: ଜାଣନ୍ତୁ କିପରି Apply କରିପାରିବେ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) - 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) - 02/2024 ବ୍ୟାଚରେ ଭର୍ତ୍ତି ପାଇଁ…